ଯଦି ଚିନି ଖାଉଛନ୍ତି ତେବେ ହୋଇଯାନ୍ତୁ ସାବଧାନ, ହୋଇପାରେ ଏହି ଗମ୍ଭୀର ରୋଗ

ସାବଧାନ ଯଦି ଚିନି ଖାଉଥାନ୍ତି ଆଜିକୁ ସାଢେ ତିନି ହଜାର ବର୍ଷ ତଳେ ଆମର ଜଣେ ଋଷି ଥିଲେ । ଜାହାଙ୍କ ନାମ ବାଘବଟ ଋଷି ଯେକି କହି ଜାଇଛନ୍ତି କି ଆମେ ମାନେ ଯେତେ ସବୁ ପ୍ରକୃତି ରୁ ଜିନିଷ ସବୁ ଆଣି ଖାଉଛୁ ସେହି ଥିରେ ଯେଉଁ ମିଠା ଅଶଂ ରହିଛି ତାହା ଆମ ପାଇଁ ନିହାତି ଜରୁରୀ ଅଟେ ।

ହେଲେ ଯେଉଁ ଆମେ ମାନେ ଚିନି ର ସେବନ କରି ଥାନ୍ତି ତାହା ପଲୀ ସାକାରାଇଟ୍ସ୍ । ତେବେ ସେମିତି କ୍ଷେତ୍ର ରେ ଏହି ଦୁଇଟା ମଧ୍ୟ ରେ ପାର୍ଥକ୍ୟ କଣ । ଆପଣ ମାନେ ଯେଉଁ ଖାଦ୍ୟ ରୁ ମିଠାସ୍ ଅଶଂ ପାଇ ଥାନ୍ତି ତାହା ହେଲା  ମୋନସାକାରାଇଟିସ୍ ଏବଂ ଚିନି ରୁ ଯେଉଁ ମିଠା ଅଂଶ ମିଳେ ତାହା ହେଲା ପଲ୍ଲୀ ସାକାରାଇଟ୍ସ ।

ଯେତେ ବେଳେ ଆମେ ମାନେ ଏହି ଦୁଇଟି ଜିନିଷ କୁ ଏକା ସଂଙ୍ଗେ ଖାଇ ଥାନ୍ତି ମାନେ ଖାଦ୍ୟ ସହିତ ଚିନି ର ସେବନ କରି ଥାନ୍ତି ତେବେ ସେହି ସମୟ ରେ ପଲ୍ଲୀ ସାକାରାଇଟ୍ସ ଏବଂ ମୋନସାକାରାଇଟ୍ସ ମଧ୍ୟ ରେ ଫାଇଟ୍ ହୁଏ ।

କେମିତି ବାଧା ଆଣେ ତେବେ କହିବୁ କି ଚିନି ର ଯେଉଁ ପଲ୍ଲୀ ସାକାରାଇଟ୍ସ ସେ ଖାଦ୍ୟ ରେ ରହି ଥିବା ମୋନସାକାରାଇଟ୍ସ ହଜମ୍ କରିବାରେ ବାଧା ହୋଇ ଥାଏ । ଜାହାକି ପରେ ଆପଣ ମାନଙ୍କ ଶରୀର ମଧ୍ୟ ରେ ବିଘ୍ନ ଘଟେଇ ଥାଏ ।

ମାନେ ଏଠାରେ ଦୁଇ ଜଣଙ୍କ ଫାଇଟ୍ ମଧ୍ୟ ରେ ତୃତୀୟ ପକ୍ଷ ର ଲାଭ ହୁଏ ସେହି ପାର୍ଟି ର ନାମ ହେଲା ପେନକ୍ରିଆସ୍ । ମାନେ ଏହି ଦୁଇ ଜଣଙ୍କ ଲଢେଇ ମଧ୍ୟ ରେ ବହୁତ ଗୁଡିଏ ଇନସୁଲିସ୍ ର ଜରୁରୀ ହୋଇ ଥାଏ । ତେବେ ଏମାନଙ୍କ ମଧ୍ୟ ରେ ଇନସୁଲିନ୍ କିଏ ଦେଇ ଥାଏ ନା ପେନକ୍ରିଆସ୍ ।

ଯେତେ ବେଳେ ବହୁତ ମାତ୍ରା ରେ ଏହି ଇନସୁଲିନ୍ ଦରକାର ହୁଏ ତେବେ ପେନକ୍ରିଆସ୍ କୁ ବହୁତ ପରିଶ୍ରମ କରିବା ପାଇଁ ପଡେ । ଏହି ପ୍ରସେସ୍ ଯଦି ଆପଣ ମାନେ ଦୁଇ ଚାରି ବର୍ଷ ଚଲେଇଲେ ପେନକ୍ରିଆସ୍ ଧିରେ ଧିରେ ଉଇକ୍ ହୋଇ ଜାଇ ଥାଏ ।

ସେମିତି ରେ ଏହି ପେନକ୍ରିଆସ୍ ଉଇକ୍ ହେବା ପରେ ସଠିକ୍ ପରିମାଣ ରେ ସେ ଆପଣ ମାନଙ୍କ ଶରୀର କୁ ଇନସୁଲିନ୍ ଦେଇ ପାରେ ନାହିଁ ଜାହା ଫଳ ରେ ଆପଣ ମାନଙ୍କୁ ଡାଇବେଟିସ୍ ହୋଇ ଥାଏ । ତେବେ ବୋଧ ହୁଏ ଆପଣ ମାନେ ବୁଝି ସାରି ଥିବେ ଆମେ କଣ ପାଇଁ ଆପଣ ମାନଙ୍କୁ ଚିନି ଖାଇବା ପାଇଁ ମନା କରୁଛୁ ହଁ ଆପଣ ଚାହିଁଲେ ଏହାର ଅଲ୍ପ ବ୍ୟବହାର କରି ପାରିବେ ।

ଆମ ପେଜକୁ ଲାଇକ କରି ଦିଅନ୍ତୁ । ଆମେ ସବୁ ସମୟରେ କିଛି କାମରେ ଆସିବା ଭଳି ଲେଖା ଆଣି ଥାଉ । ଯାହା ଫଳରେ ସେ ସବୁ ଆପଣ ପାଇ ପାରିବେ । ଲେଖାଟି କେମିତି ଲାଗିଲା ନିଜ ମତାମତ ଜଣାନ୍ତୁ ଓ ଅନ୍ୟମାନଙ୍କ ସହ ସେଆର କରନ୍ତୁ ।

Leave a Reply

Your email address will not be published. Required fields are marked *