ଯଦି ଆପଣଙ୍କ ନାମ ବି A ରୁ ଆରମ୍ଭ ହେଉଛି ତେବେ ନିହାତି ପଢନ୍ତୁ ଏହି ଖବର- Jyotish Shastra

ନମସ୍କାର ବନ୍ଧୁଗଣ, ବନ୍ଧୁଗଣ ଏ ସମାଜ ରେ ଶାସ୍ତ୍ର ର ବହୁତ ମହତ୍ତ୍ୱ ରହିଛି । ଶାସ୍ତ୍ର କୁ ବିଶ୍ଵ ର ପ୍ରାୟ ସମସ୍ତ ଲୋକ ବିଶ୍ୱାସ କରିଥାନ୍ତି । ଶାସ୍ତ୍ର ରେ ଲେଖା ହୋଇଥିବା ସମସ୍ତ କଥା ସତ୍ୟ ହୋଇଥାଏ ବୋଲି ଆମେ ମାନେ ବିଶ୍ୱାସ କରିଥାଉ ଏବଂ ଏହା ପ୍ରମାଣିତ ମଧ୍ୟ ହୋଇଛି । ଶାସ୍ତ୍ର ରେ ଅନେକ ଉପକାରୀ ଜିନିଷ ସମ୍ପର୍କରେ ଲେଖା ହୋଇଥାଏ । ଶାସ୍ତ୍ର ଅନୁସାରେ ଆମେ ଆମ ନାମ ରୁ ଆମର ସ୍ଵଭାଵ ସମ୍ପର୍କରେ ଜାଣି ପାରିଥାଉ । ଜ୍ୟୋତିଷ ଶାସ୍ତ୍ର ଅନୁସାରେ ମନୁଷ୍ୟ ଜୀବନ ରେ ନିଜ ନାମ ର ବହୁତ ମହତ୍ତ୍ୱ ଅଛି ।

ମନୁଷ୍ୟ ପ୍ରତ୍ୟେକ ସ୍ଥାନ ରେ ନିଜ ନାମ ଓ କାମ ଦ୍ୱାରା ପରିଚିତ ହୋଇଥାଏ । ମନୁଷ୍ୟ ଯେତେବେଳେ ଜନ୍ମ ହୋଇଥାଏ ସେତେବେଳେ ପ୍ରଥମେ ତାର ନାମ କରଣ କରାଯାଇଥାଏ । ବନ୍ଧୁଗଣ ଯେଉଁ ମାନଙ୍କ ର ନାମ ଇଂରାଜୀ ଅକ୍ଷର A ରୁ ଆରମ୍ଭ ହୋଇଥାଏ ସେମାନଙ୍କ ଭିତରେ କିଛି ରହସ୍ୟ ଥାଏ । ତେବେ ବନ୍ଧୁଗଣ ଆଜି ଆମେ ଆପଣଂକୁ ସେହି ବିଷୟ ରେ ଜଣାଇବାକୁ ଯାଉଛୁ ।

ଯେଉଁମାନଙ୍କ ନାମ ଇଂରାଜୀ ଅକ୍ଷର A ରୁ ଆରମ୍ଭ ହୋଇଥାଏ ସେମାନଙ୍କ ପାଖରେ ଏକ ଆକର୍ଷଣ ଗୁଣ ରହିଥାଏ ଯାହା ଦ୍ୱାରା ସେମାନେ ସମସ୍ତ ଙ୍କୁ ନିଜ ପ୍ରତି ଆକର୍ଷିତ କରିଥାନ୍ତି । ଏହି ଅକ୍ଷର ର ବ୍ୟକ୍ତି ମାନଙ୍କର ଶାରୀରିକ ସରାଂଚନା ଏପରି ହୋଇଥାଏ ଯେ କୌଣସି ବ୍ୟକ୍ତି ଏମନଙ୍କ ଉପରେ ଆକର୍ଷିତ ହୋଇଥାନ୍ତି । ଏହି ଲୋକ ମାନେ ସୁନ୍ଦରତା କୁ ଅଧିକ ପସନ୍ଦ କରିଥାନ୍ତି ଓ ନିଜେ ମଧ୍ୟ ସୁନ୍ଦର ଶ୍ରେଣୀ ରେ ଆସିଥାନ୍ତି । ଏମାନେ ବହୁତ ଚତୁର ହୋଇଥାନ୍ତି । ଏମାନେ ସମସ୍ତ କାର୍ଯ୍ୟ ଚତୁରତା ର ସହିତ କରିଥାନ୍ତି ।

ଏହି ଲୋକ ମାନଙ୍କ ର ସ୍ଵଭାଵ ବହୁତ ଭଲ ହୋଇଥାଏ । ଏମାନେ ସ୍ଵଭାଵ ରୁ ଭାବୁକ ହୋଇଥାନ୍ତି । ଏମାନେ ଅନେକ କିଛି କଥା ମନ ଭିତରେ ଭାବି ରଖିଥାନ୍ତି । ଏମାନେ ସବୁବେଳେ ନିଜର ମନ ମୁତାବକ କାର୍ଯ୍ୟ କରିଥାନ୍ତି । ଯଦି ଏମନଙ୍କ ର ମନ ମୁତାବକ କୌଣସି କାର୍ଯ୍ୟ ନ ହୁଏ ତେବେ ଏମାନେ ବହୁତ ନିରାଶ ହୋଇ ଯାଇଥାନ୍ତି । ଏହି ନାମ ର ଲୋକ ମାନେ ସମସ୍ତ କାର୍ଯ୍ୟ କୁ ବହୁତ ଭାବି ବିଚାରି କରିଥାନ୍ତି ।

ଏହି ନାମ ର ବ୍ୟକ୍ତି ମାନେ ବହୁତ ପରିଶ୍ରମ କରିଥାନ୍ତି । ଏହି ନାମ ର ବ୍ୟକ୍ତି ମାନେ ନିଜର କଳ୍ପନା ଉପରେ ସବୁବେଳେ କାର୍ଯ୍ୟ କରିଥାନ୍ତି । ଯେ ପର୍ଯ୍ୟନ୍ତ ତାହା ପୁରା ନ କରିଥାନ୍ତି ସେ ପର୍ଯ୍ୟନ୍ତ ସେହି କାର୍ଯ୍ୟ କୁ ଏମାନେ ଛାଡି ନ ଥାନ୍ତି । ଏମାନେ ନିଜ ଭବିଷ୍ୟତ ଵିଷୟ ରେ ସବୁବେଳେ ଚିନ୍ତା କରିଥାନ୍ତି । ଏମାନଙ୍କ ଜୀବନ ବହୁତ ସଂଘର୍ଷ ମୟ ହୋଇଥାଏ । ଏମାନେ ବହୁତ ଭଲ ପାଠ ପଢ଼ିଥାନ୍ତି । କିନ୍ତୁ ସଫଳତା ମିଳିବା ରେ ଏହି ନାମ ର ବ୍ୟକ୍ତି ଙ୍କୁ ଟିକେ ସମୟ ଲାଗିଥାଏ । କିନ୍ତୁ ଯେତେବେଳେ ସଫଳତା ମିଳିଥାଏ ତାହା ସମସ୍ତ ରେକର୍ଡ ଭାଙ୍ଗି ଦେଇଥାଏ । ନିଜର ପରିଶ୍ରମ ଦ୍ୱାରା ଏମାନେ ସବୁବେଳେ ସଫଳତାର ଶୀର୍ଷରେ ପହଁଚି ପାରି ଥାଆନ୍ତି ।

ଭଲ ପାଇବା ମାମଲା ରେ ଏହି ଅକ୍ଷର ର ବ୍ୟକ୍ତି ମାନେ ବହୁତ ଭଲ ହୋଇଥାନ୍ତି । ସେମାନେ ସମ୍ପର୍କର ମହତ୍ତ୍ୱ କୁ ବହୁତ ଭଲ ଭାବରେ ବୁଝି ପାରିଥାନ୍ତି । ଏମାନେ କେବେ ମଧ୍ୟ କାହାକୁ ଧୋକା ଦେଇ ନ ଥାନ୍ତି । ଏମାନେ ରୋମାନ୍ସ ମାମଲା ରେ ଟିକେ ଫିକା ପଡି ଯାଇଥାନ୍ତି । କିନ୍ତୁ ଏମାନେ ଯାହାକୁ ଥରେ ଭଲ ପାଇଥାନ୍ତି ସାରା ଜୀବନ ବିଶ୍ୱାସ ର ପାତ୍ର ହୋଇ ରହିଥାନ୍ତି ।

ବନ୍ଧୁଗଣ ଆମେ ଆଶା କରୁଛୁ କି ଆପଣଙ୍କୁ ଏହି ଖବର ଭଲ ଲାଗିଥିବ । ତେବେ ଏହାକୁ ନିଜ ବନ୍ଧୁ ପରିଜନ ଙ୍କ ସହ ସେୟାର୍ ନିଶ୍ଚୟ କରନ୍ତୁ । ଏଭଳି ଅଧିକ ପୋଷ୍ଟ ପାଇଁ ଆମ ପେଜ୍ କୁ ଲାଇକ ଏବଂ ଫଲୋ କରନ୍ତୁ ଧନ୍ୟବାଦ ।

Leave a Reply

Your email address will not be published. Required fields are marked *