ନଡିଆ ତେଲରେ ଏହି ଜିନିଷକୁ ମିଶାଇ ମାତ୍ର ୩ ଦିନ ଲଗାନ୍ତୁ, ଆପଣଙ୍କ ଚୁଟି ଏତେ ମୋଟା ଓ ଲମ୍ବା ହେବ କି ଆପଣ ସମ୍ଭାଳି ପାରିବେନି

ବନ୍ଧୁଗଣ ନମସ୍କାର ଆମର ଦୈନଦିନ ଜୀବନରେ ଆମେ ଅନେକ ପ୍ରକାରର ଖାଦ୍ୟ ଖାଉ । ଏବଂ ଅନେକ କାର୍ଯ୍ୟ କରୁ ମଧ୍ୟ । ପ୍ରାୟତଃ ସମସ୍ତେ ବାହାର ଏବଂ ହୋଟେଲରେ ମସଲା ଜାତୀୟ ଖାଦ୍ୟ ଖାଇବା କୁ ବେଶୀ ପସନ୍ଦ କରିଥାନ୍ତି ।

ଘର ଖାଇବାକୁ ଅଳ୍ପ ଖାଆନ୍ତି ଏବଂ ପସନ୍ଦ ମଧ୍ୟ କରନ୍ତି ନାହିଁ । କିନ୍ତୁ ବାହାର କିମ୍ବା ହୋଟେଲ ରେ ଯେଉଁ ଖାଦ୍ୟ ଆମକୁ ଦିଆଯାଏ ସେଥିରେ ଅନେକ ପ୍ରକାରର କେମିକଲ ଥାଏ ଏବଂ ବାସୀ ମଧ୍ୟ ଥାଏ । ଏବଂ ତା ଛଡା ସେ ଯେଉଁ ତେଲ ରେ ପ୍ରସ୍ତୁତ ହୋଇଥାଏ ତାହା ମଧ୍ୟ ଖରାପ ତେଲ ଥାଏ । ଏବଂ ସେହି ତେଲ ରେ ପ୍ରସ୍ତୁତ ଖାଦ୍ୟ କୁ ଖାଇ ଆମେ ଅନେକ ରୋଗରେ ପୀଡ଼ିତ ହୋଇଥାଉ । ଏବଂ ଆମ ରକ୍ତ ମଧ୍ୟ ଅଶୁଦ୍ଧ ହୋଇ ଥାଏ ।

ଯାହା ଦ୍ୱାରା ଆମ ପାଚନ ନଳୀ ମଧ୍ୟ ଖରାପ ହୋଇଯାଏ ଏବଂ ଖାଦ୍ୟ ସଠିକ ଭାବରେ ହଜମ ହୁଏ ନାହିଁ । ଏବଂ ତା ଯୋଗୁଁ ଯେତେ ଖାଦ୍ୟ ଖାଇଲେ ମଧ୍ୟ ଆପଣଙ୍କ ଦେହ ରେ ଲାଗେ ନାହିଁ । ଏବଂ ଆପଣ ଦୁର୍ବଳ ହୋଇ ଯାଆନ୍ତି । ଏବଂ ସ୍ୱାସ୍ଥ୍ୟ ଖରାପ ହେଲେ ମାନସିକ ସ୍ଥିତି ମଧ୍ୟ ଖରାପ ହୋଇ ଯାଏ । ଏବଂ କୌଣସି କାର୍ଯ୍ୟ କରିବାରେ ମନ ଲାଗେ ନାହିଁ । ତେବେ ଏହି ରୋଗରୁ ମୁକ୍ତି ପାଇଁ ଆମେ ଅନେକ ଔଷଧ ଖାଇଥାଉ ।

ଅଧିକ ଔଷଧ ଖାଇବା ଦ୍ୱାରା ତାର ଓଲଟା ପ୍ରଭାବ ବି ସ୍ୱାସ୍ଥ୍ୟ ରେ ପକାଇ ଥାଏ । ତେବେ ଏହା ଛଡା ଆମ କେଶ ଉପୁଡିବା ସହ ବୟସ ପୂର୍ବରୁ କେଶ ଧଳା ମଧ୍ୟ ହୋଇ ଯାଉଛି ଏବଂ ଚନ୍ଦା ଆଦି ମଧ୍ୟ ହୋଉ ଯାଉଛନ୍ତି ତେବେ ଆଜି ଆମେ ତାହାର ଉପଚାର ବିଷୟରେ ଆଲୋଚନା କରିବା ଏବଂ ଘରେ ହିଁ ପ୍ରସ୍ତୁତ କରି ପାରିବା ତେବେ ଆସନ୍ତୁ ଜାଣିନେବା ସେହି ଉପଚାର ବିଷୟରେ ।

ଆଜି ଆମେ ଏକ ତେଲ ପ୍ରସ୍ତୁତ କରିବା ଯାହାକି ଘରେ ବନାଇ ପାରିବା ଏବଂ ଏହା ଦ୍ୱାରା ଆମ କେଶ ରୁକ୍ଷ ହେବ ନାହିଁ ଏବଂ ଘନ କଳା ସହ ଭଲ ଭାବରେ ବଢିବ ମଧ୍ୟ । ତା ସହ କେଶ ଉପୁଡିବା କୁ ମଧ୍ୟ ରୋକି ଥାଏ । ପ୍ରଥମେ ଆପଣ ଏକ ରସୁଣ ନିଅନ୍ତୁ ଏବଂ ତାକୁ ଭଲ ଭାବରେ ଚୋପା କୁ ଛଡାଇ ଭଲ ଭାବରେ ରଖିଦେବେ । ତା ପରେ ତାକୁ ଦୁଇ ଖଣ୍ଡ କରି କାଟି ଦିଅନ୍ତୁ ।

ତାପରେ ଆପଣ ନଡ଼ିଆ ତେଲ ନିଅନ୍ତୁ ତା ପରେ ସେ ତେଲ ଭିତରେ ସେହି କଟା ରସୁଣ କୁ ପକାଇ ୫ ମିନିଟ ପର୍ଯ୍ୟନ୍ତ ଫୁଟାନ୍ତୁ । କିଛି ସମୟ ପରେ ରସୁଣ ର ରଙ୍ଗ ବଦଳି ଯିବ ରସୁଣ ଧଳା ରୁ ମାଟିଆ ରଙ୍ଗ ହେବା ପର୍ଯ୍ୟନ୍ତ ଫୁଟାଇ ଥାଆନ୍ତୁ । ପାଞ୍ଚ ମିନିଟ ପରେ ଗ୍ୟାସ ରୁ କାଢି ତାକୁ କିଛି ସମୟ ଥଣ୍ଡା ହେବା ପରେ ଏକ ପାତ୍ର କୁ ନେଇଯିବେ ଏବଂ ୨୪ ଘଂଟା ପରେ ଏହାକୁ ବ୍ୟବହାର କରି ପାରିବେ । ବାହାରେ ମିଳୁଥିବା କେମିକାଲ ତେଲ ରୁ ଏହା ବେଶ ଲାଭଦାୟକ ଅଟେ ।

ବନ୍ଧୁଗଣ ଆମେ ଆଶା କରୁଛୁ କି ଆପଣଙ୍କୁ ଏହି ଖବର ଭଲ ଲାଗିଥିବ । ତେବେ ଏହାକୁ ନିଜ ବନ୍ଧୁ ପରିଜନ ଙ୍କ ସହ ସେୟାର୍ ନିଶ୍ଚୟ କରନ୍ତୁ । ଏଭଳି ଅଧିକ ପୋଷ୍ଟ ପାଇଁ ଆମ ପେଜ୍ କୁ ଲାଇକ ଏବଂ ଫଲୋ କରନ୍ତୁ ଧନ୍ୟବାଦ

Leave a Reply

Your email address will not be published. Required fields are marked *