ମୁଖ୍ୟମନ୍ତ୍ରୀଙ୍କ ବୋହୁ ହେଇ ବି ଟିକିଏ ହେଲେ ଗର୍ବ କରନ୍ତି ନାହିଁ Bollywood ର ଏହି ଫେମସ ଅଭିନେତ୍ରୀ, ନିଜେ ଚାଲି ଚାଲି ପୁଅକୁ ଛାଡିବା ପାଇଁ ଯାଆନ୍ତି ସ୍କୁଲ,

ବନ୍ଧୁଗଣ ଆପଣ ମାନେ ସମସ୍ତେ ଆମ ବଲିଉଡ ଫିଲ୍ମ ଇଣ୍ଡଷ୍ଟ୍ରିରେ ଅଭିନୟ କରୁଥିବା ସମସ୍ତ କଳାକାର ମାନଙ୍କୁ ନିଶ୍ଚୟ ଦେଖିଥିବେ । ଏହି କଳାକାର ମାନେ ନିଜ ପର୍ଶନାଲ ଲାଇଫ

ଓ ନିଜ ଅଭିନୟ ପାଇଁ ସୋସିଆଲ ମିଡିଆରେ ବହୁତ ଚର୍ଚାରେ ରୁହନ୍ତି । ବନ୍ଧୁଗଣ ସାଧାରଣତଃ ସମସ୍ତ ବଲିଉଡ କଳାକାର ମାନେ ନିଜ ଜୀବନରେ ବହୁତ କଷ୍ଟ ଓ ସଂଘର୍ଷ କରିଥାନ୍ତି ।

ଯେତେବେଳେ ସେମାନଙ୍କୁ ତାଙ୍କ ଜୀବନରେ ବଡ ସଫଳତା ହାସଲ ହୋଇଥାଏ ସେତେବେଳେ ସେମାନଙ୍କ ମନରେ ଗର୍ବ ଅହଙ୍କାର ଆସିଯାଇଥାଏ । ହେଲେ ବନ୍ଧୁଗଣ ବଲିଉଡରେ ଏମିତି ମଧ୍ୟ କିଛି ଅଭିନେତ୍ରୀ ଅଛନ୍ତି ଯେଉଁ ମାନଙ୍କର ବହୁତ ବଡ ନାମ ହୋଇ ମଧ୍ୟ ସେମାନେ ଗର୍ବ ଅହଙ୍କାର କରିନଥାନ୍ତି । ଆଜିଆମେ ଆପଣ ମାନଙ୍କୁ ଏହିପରି ଏକ ଅଭିନେତ୍ରୀଙ୍କ ବିଷୟରେ କହିବାକୁ ଯାଉଛୁ ।

ବନ୍ଧୁଗଣ ଆଜିଆମେ ଆପଣ ମାନଙ୍କୁ ଯେଉଁ ଅଭିନେତ୍ରୀଙ୍କ ବିଷୟରେ କହିବାକୁ ଯାଉଛୁ ସେ ଆଉ କେହି ନୁହେଁ ସେ ହେଉଛନ୍ତି ବଲିଉଡର ଫେମସ ଅଭିନେତ୍ରୀ ଜିନେଲିଆ ଡିସୌଜା । ବନ୍ଧୁଗଣ ଆପଣ ମାନେ ସମସ୍ତେ ଜିନେଲିଆଙ୍କୁ କେତେକ ବଲିଉଡ ଓ ସାଉଥ ଫିଲ୍ମରେ ନିଶ୍ଚୟ ଦେଖିଥିବେ । ହେଲେ ବର୍ତ୍ତମାନ ସେ ବଲିଉଡକୁ ତ୍ୟାଗ କରିସାରିଛନ୍ତି ।

କାରଣ ସେ ବଲିଉଡ କଳାକାର ରିତେଶ ଦେଶମୁଖଙ୍କ ସହ ବିବାହ କରିସାରିଛନ୍ତି ଓ ବର୍ତ୍ତମାନ ସେ ନିଜ ପରିବାର ଉପରେ ଅଧିକ ଧ୍ୟାନ ଦେଉଛନ୍ତି । ବନ୍ଧୁଗଣ ରିତେଶ ଦେଶମୁଖଙ୍କ ପିତା ବିଳାସରାବ ଦେଶମୁଖ ମହାରାଷ୍ଟ୍ର ରାଜ୍ୟର ପୂର୍ବତ୍ତମ ମୁଖ୍ୟମନ୍ତ୍ରୀ ଅଟନ୍ତି । ଗୋଟେ ମୁଖ୍ୟମନ୍ତ୍ରୀଙ୍କ ବୋହୁ ହୋଇ ମଧ୍ୟ ଜିନେଲିଆଙ୍କର କୌଣସି ଗର୍ବ ନାହିଁ । ଏହାର କାରଣ ବିଷୟରେ ଆଜିଆମେ ଆପଣ ମାନଙ୍କୁ କହିବାକୁ ଯାଉଛୁ । ତା ହେଲେ ବନ୍ଧୁଗଣ ଆସନ୍ତୁ ଜାଣିବା ଏହା ବିଷୟରେ ।

୨୦୦୩ ମସିହାରେ ବଲିଉଡ ଫିଲ୍ମ ‘ତୁମହେ ମେରି କସମ’ରେ ନିଜର ଅଭିନୟ କାରିୟର ଆରମ୍ଭ କରିଥିଲେ ଅଭିନେତ୍ରୀ ଜିନେଲିଆ ଡିସୌଜା । ସେ ବଲିଉଡ ବ୍ଯତୀତ କେତେକ ତାମିଲ ଓ ତେଲୁଗୁ ଫିଲ୍ମରେ ମଧ୍ୟ କାମ କରିଛନ୍ତି । ତାଙ୍କ ସୁନ୍ଦରତା ଓ ତାଙ୍କ ଅଭିନୟକୁ ଦେଖିବା ପାଇଁ ଲୋକମାନେ ବହୁତ ଅଧିକ ପସନ୍ଦ କରନ୍ତି । ହେଲେ ବନ୍ଧୁଗଣ ଜିନେଲିଆଙ୍କର ଫିଲ୍ମ କାରିୟର ଏତେ ଭଲ ହେଲା ନାହିଁ । ସେ ୨୦୧୨ ମସିହାରେ ବଲିଉଡ ଅଭିନେତା ରିତେଶ ଦେଶମୁଖଙ୍କ ସହ ପ୍ରେମ ବିବାହ କରିଥିଲେ ।

ଏହି ଦୁଇଜଣଙ୍କ ଯୋଡିକୁ ମଧ୍ୟ ଲୋକ ମାନେ ବହୁତ ଅଧିକ ପସନ୍ଦ କରନ୍ତି । ବନ୍ଧୁଗଣ ରିତେଶ ଦେଶମୁଖଙ୍କ ପିତା ହେଉଛନ୍ତି ମହାରାଷ୍ଟ୍ର ରାଜ୍ୟର ପୂର୍ବତ୍ତମ ମୁଖ୍ୟମନ୍ତ୍ରୀ । ଆପଣ ଜାଣିଲେ ଆଶ୍ଚର୍ଯ୍ୟ ହେବେ ଜଣେ ମୁଖ୍ୟମନ୍ତ୍ରୀଙ୍କ ବୋହୁ ହୋଇ ମଧ୍ୟ ଜିନେଲିଆଙ୍କର କୌଣସି ଗର୍ବ ନାହିଁ । ସେ କେବେହେଲେ କାହା ଆଗରେ ସୋଅପ୍ କରନ୍ତି ନାହିଁ । ସେ ନିଜ ପରିବାର ଲୋକଙ୍କର ବହୁତ ଭଲ ଭାବରେ ଯତ୍ନ ନିଅନ୍ତି । ଏହା ସହିତ ସେ ନିଜ ପୁଅକୁ ଏକା ସ୍କୁଲ ଛାଡିବା ପାଇଁ ଯାନ୍ତି । ଆପଣ ମାନେ ଆମ ଫଟୋ ଜରିଆରେ ତାଙ୍କୁ ଦେଖିପାରୁଥିବେ ।

ବନ୍ଧୁଗଣ ଆମେ ଆଶା କରୁଛୁ କି ଆପଣଙ୍କୁ ଏହି ଖବର ଭଲ ଲାଗିଥିବ । ତେବେ ଏହାକୁ ନିଜ ବନ୍ଧୁ ପରିଜନ ଙ୍କ ସହ ସେୟାର୍ ନିଶ୍ଚୟ କରନ୍ତୁ । ଏଭଳି ଅଧିକ ପୋଷ୍ଟ ପାଇଁ ଆମ ପେଜ୍ କୁ ଲାଇକ ଏବଂ ଫଲୋ କରନ୍ତୁ ଧନ୍ୟବାଦ ।

Leave a Reply

Your email address will not be published. Required fields are marked *