ସବୁଠୁ ଅଧିକ ଚାଲାଖ ହୋଇଥାନ୍ତି ଏହି 3 ଟି ନାମର ଝିଅ- Jyotish Shastra

ନମସ୍କାର ବନ୍ଧୁଗଣ, ବନ୍ଧୁଗଣ ଏ ସମାଜ ରେ ଶାସ୍ତ୍ର ର ବହୁତ ମହତ୍ତ୍ୱ ରହିଛି । ଶାସ୍ତ୍ର କୁ ବିଶ୍ଵ ର ପ୍ରାୟ ସମସ୍ତ ଲୋକ ବିଶ୍ୱାସ କରିଥାନ୍ତି ।

ଶାସ୍ତ୍ର ରେ ଲେଖା ହୋଇଥିବା ସମସ୍ତ କଥା ସତ୍ୟ ହୋଇଥାଏ ବୋଲି ଆମେ ମାନେ ବିଶ୍ୱାସ କରିଥାଉ ଏବଂ ଏହା ପ୍ରମାଣିତ ମଧ୍ୟ ହୋଇଛି ।

ଶାସ୍ତ୍ର ରେ ଅନେକ ଉପକାରୀ ଜିନିଷ ସମ୍ପର୍କରେ ଲେଖା ହୋଇଥାଏ । ଶାସ୍ତ୍ର ଅନୁସାରେ ଆମେ ଆମ ନାମ ରୁ ଆମର ସ୍ଵଭାଵ ସମ୍ପର୍କରେ ଜାଣି ପାରିଥାଉ । ଜ୍ୟୋତିଷ ଶାସ୍ତ୍ର ଅନୁସାରେ ମନୁଷ୍ୟ ଜୀବନ ରେ ନିଜ ନାମ ର ବହୁତ ମହତ୍ତ୍ୱ ଅଛି । ମନୁଷ୍ୟ ପ୍ରତ୍ୟେକ ସ୍ଥାନ ରେ ନିଜ ନାମ ଓ କାମ ଦ୍ୱାରା ପରିଚିତ ହୋଇଥାଏ ।

ମନୁଷ୍ୟ ଯେତେବେଳେ ଜନ୍ମ ହୋଇଥାଏ ସେତେବେଳେ ପ୍ରଥମେ ତାର ନାମ କରଣ କରାଯାଇଥାଏ । ତେବେ ଶାସ୍ତ୍ର ଅନୁସାରେ ଏପରି କିଛି ନାମ ର ଝିଅ ମାନେ ଅଛନ୍ତି ଯେଉଁ ମାନେ ବହୁତ ଚାଲାକ ଓ ଚତୁର ହୋଇଥାନ୍ତି । ତେବେ ବନ୍ଧୁଗଣ ଆସନ୍ତୁ ଜାଣିବା ସେହି ନାମ ର ଝିଅ ମାନଙ୍କ ଵିଷୟ ରେ ଯେଉଁ ମାନେ ବହୁତ ଚାଲାକ ଓ ଚତୁର ହୋଇଥାନ୍ତି ।

A ନାମ ର ଝିଅ-ଏହି ନାମ ର ଝିଅ ମାନେ ଜନ୍ମ ରୁ ହିଁ ବହୁତ ଚାଲାକ ଓ ଚତୁର ହୋଇଥାନ୍ତି । ଏହି ନାମ ର ଝିଅ ମାନେ ବହୁତ ସ୍ୱାର୍ଥପର ହୋଇଥାନ୍ତି । ନିଜର ସ୍ବାର୍ଥ ପାଇଁ ଏମାନେ କିଛି ବି କରିପାରନ୍ତି । ଏମାନେ ବହୁତ ଚତୁରତା ର ସହିତ ଅନ୍ୟ ଠାରୁ କାର୍ଯ୍ୟ ହାସଲ କରିନିଅନ୍ତି ।

ନିଜର କୌଣସି କାମ ଥିବା ବେଳେ ସେମାନେ ଅନ୍ୟ ଜଣଙ୍କ ସହିତ ବହୁତ ଚତୁରତା ର ସହିତ ମିତ୍ରତା କରି ଥାଆନ୍ତି ଯାହା ଦ୍ୱାରା ତାଙ୍କର ସମସ୍ତ କାମ ସହଜ ହୋଇଯିବ । ଏହି ନାମ ର ଝିଅ ମାନେ ଏହା ବି ଭାବି ନ ଥାନ୍ତି କି ତାଙ୍କ କାମ ଦ୍ବାରା ଅନ୍ୟ କାହାର କଣ କ୍ଷତି ହେଉଛି । ସେ କେବଳ ନିଜର ହିଁ ଲାଭ ଦେଖିଥାନ୍ତି ।

K ନାମ ର ଝିଅ-ଏହି ନାମ ର ଝିଅ ମାନେ ବହୁତ ଭଲ ହୋଇଥାନ୍ତି । ଏହି ଝିଅ ମାନଙ୍କ ମସ୍ତିଷ୍କ ବହୁତ ତୀବ୍ର ଓ ତୀକ୍ଷ୍ଣ ହୋଇଥାଏ । ଏହି ଝିଅ ମାନେ ବହୁତ ବୁଦ୍ଧିମାନ ହୋଇଥାନ୍ତି । କିନ୍ତୁ ଏମାନେ ସେତେବେଳେ ନିଜ ବୁଦ୍ଧି ର ପ୍ରୟୋଗ କରିଥାନ୍ତି ଯେତେବେଳେ ଅନ୍ୟ କାହାର ଫାଇଦା ହୋଇଥାଏ ।

ଆଉ କାହାର କ୍ଷତି ପାଇଁ ଏମାନେ ଭୁଲ ରେ ବି ନିଜର ବୁଦ୍ଧି ପ୍ରୟୋଗ କରି ନ ଥାନ୍ତି । ଏମାନେ ସବୁବେଳେ ଅନ୍ୟ ର ମଙ୍ଗଳ ଚିନ୍ତା କରିଥାନ୍ତି । ଏହି ଝିଅ ମାନେ ବହୁତ ରଚନାତ୍ମକ ହୋଇଥାନ୍ତି । ସମସ୍ତେ ଏମାନଙ୍କ ସହିତ ମିତ୍ରତା କରିବାକୁ ଚେଷ୍ଟା କରିଥାନ୍ତି ।

M ନାମ ର ଝିଅ-ଏହି ନାମ ର ଝିଅ ମାନେ ଜନ୍ମ ରୁ ହିଁ ବହୁତ ଚାଲାକ ହୋଇଥାନ୍ତି । ଏହି ଝିଅ ମାନଙ୍କ ସହିତ ଶତ୍ରୁତା କରିବା ବହୁତ କ୍ଷତିକାରକ ହୋଇଥାଏ । କାରଣ ଏହି ନାମ ର ଝିଅ ମାନେ ଯେତେବେଳେ ପ୍ରତିଶୋଧ ନେଇଥାନ୍ତି ସେତେବେଳେ ବହୁତ ଯନ୍ତ୍ରଣା ହୋଇଥାଏ ।

ଏମାନେ ନିଜର ଶତ୍ରୁ ଠାରୁ ପ୍ରତିଶୋଧ ନେବା ପାଇଁ ନିଜର ସମସ୍ତ ପ୍ରକାର ବୁଦ୍ଧି ବିବେକ ବ୍ୟବହାର କରିଥାନ୍ତି । ଏହି ନାମ ର ଝିଅ ମାନେ ବାସ୍ତବ ରେ ବହୁତ ଭଲ ହୋଇଥାନ୍ତି କିନ୍ତୁ ଯଦି କୌଣସି ବ୍ୟକ୍ତି ଏମାନଙ୍କ ସହିତ ଶତ୍ରୁତା କରେ ସେ ତେବେ ଏହି ଝିଅ ମାନେ ନିଜର ଅସଲ ରୂପ ଦେଖାଇ ଥାଆନ୍ତି ।

ବନ୍ଧୁଗଣ ଆମେ ଆଶା କରୁଅଛୁ କି ଆପଣଙ୍କୁ ଏହି ପୋଷ୍ଟ ନିଶ୍ଚିତ ଭଲ ଲାଗିଥିବ। ଏଭଳି ଅଧିକ ଖବର ପାଇଁ ଆମ କୁ ଲାଇକ ଏବଂ ଫଲୋ ନିଶ୍ଚିତ କରନ୍ତୁ ଧନ୍ୟବାଦ।

Leave a Reply

Your email address will not be published. Required fields are marked *