Beauty Tips- ମାତ୍ର 3 ଦିନରେ ମୁହଁର ବ୍ରଣ ଆଉ କଳା ଦାଗ ଚିହ୍ନ ସବୁଦିନ ପାଇଁ ହେଇଯିବ ଗାୟବ, କରନ୍ତୁ ଏହି ଛୋଟିଆ ଉପାୟ

ବନ୍ଧୁଗଣ, ସାଧାରଣତ ଆମ ସମସ୍ତଙ୍କୁ ବ୍ରଣ ଆସିଥାଏ । ଏହା ଆମ ନିମନ୍ତେ ସବୁଠାରୁ ବଡ ପ୍ରୋବ୍ଲେମ ହୋଇଥାଏ । ଆମ୍ଭେ ତାହାକୁ ଲୁଚାଇବା ପାଇଁ ତାହା ଉପରେ ବହୁତ ମେକଅପ କରି ଦେଇଥାଉ । ମାତ୍ର ଆପଣ କେବେ ମଧ୍ୟ ବ୍ରଣ ଉପରେ ମେକଅପ କରନ୍ତୁ ନାହିଁ ।

ଏହା ଆମ୍ଭ ନିମନ୍ତେ ବହୁତ ଖରାପ ଅଟେ । ଏହା ଦ୍ୱାରା ଆମ୍ଭ ସ୍କିନ ଅତ୍ୟଧିକ ଖରାପ ହୋଇଯାଇଥାଏ । ଆଜି ଆମ୍ଭେ ଆପଣଙ୍କୁ ଯେଉଁ ଘରୋଇ ଉପଚାର ସମ୍ବନ୍ଧରେ କହିବାକୁ ଯାଉଅଛୁ ତାହାକୁ ଆପଣ ବ୍ୟବହାର କରି ମାତ୍ର ୩ ଦିନରେ ସମସ୍ତ ବ୍ରଣ ତଥା ଦାଗ ଧପା ଲିଭାଇ ପାରିବେ । ଆସନ୍ତୁ ବର୍ତ୍ତମାନ ଏହି ଘରୋଇ ଉପଚାର ସମ୍ବନ୍ଧରେ ସଂପୂର୍ଣ୍ଣ ବିବରଣୀ ଜାଣିନେବା । ପ୍ରଥମେ ଆପଣ ୧୦ ରୁ ୧୨ ଟି ତାଜା ନିମ୍ବ ପତ୍ର ନିଅନ୍ତୁ । ଏହାପରେ ନିମ୍ବ କୁ ଆପଣ ମାନେ କୁଟା ମାଧ୍ୟମରେ କୁଟି ଦିଅନ୍ତୁ ।

ମାତ୍ର ସଂପୂର୍ଣ୍ଣ ଭାବେ ନିମ୍ବ ପତ୍ର କୁ ପେଷ୍ଟ ବନାଇବେ ନାହିଁ । ଏହାକୁ ଟିକିଏ ଖଦଡା ରଖି ଏକ ପାତ୍ର ରେ ବାହାର କରି ଦିଅନ୍ତୁ । ଏହାପରେ ୨ ଚାମଚ ଗୋଲାପ ଜଳ ଏଥିରେ ମିଶାଇ ଦିଅନ୍ତୁ । ଆପଣ ଙ୍କ ପାଖରେ ଯଦି ଗୋଲାପ ଜଳ ନାହିଁ ତେବେ ଆପଣ ନର୍ମାଲ ଜଳ ମଧ୍ୟ ନେଇ ପାରିବେ । ଏହାପରେ ଏହାକୁ କିଛି ସମୟ ନିମନ୍ତେ ରଖି ଦିଅନ୍ତୁ । ଆପଣ ୱାଇଟ ରଙ୍ଗ ର ପେଷ୍ଟ ନିଅନ୍ତୁ ।

ଏହି ପେଷ୍ଟ ରେ ଆପଣ ୨ ଟି ଶ୍ରୀ କର୍ପୁର ନେଇ ମିଶାଇ ଦିଅନ୍ତୁ । ଏହାପରେ ଆପଣ ହାତ ଆଙ୍ଗୁଠି ମାଧ୍ୟମରେ ବ୍ରଣ ହୋଇଥିବା ଜାଗାରେ ଲଗାନ୍ତୁ । ଏହାକୁ ଭଲଭାବରେ ଲଗାନ୍ତୁ । ଏହି ମିଶ୍ରଣ ଟି ଆପଣଙ୍କର ବ୍ରଣ କୁ ହଟାଇବାରେ ସାହାର୍ଯ୍ୟ କରିବ । ୧୦ ରୁ ୧୫ ମିନିଟ ପରେ ନିଜ ଚେହେରା କୁ ଆପଣ ଗରମ ପାଣି ରେ ଧୋଇ ଦିଅନ୍ତୁ । ଏହାପରେ ଆପଣ ପୂର୍ବ ରୁ ପ୍ରସ୍ତୁତ କରି ରଖିଥିବା ନିମ୍ବ ପତ୍ର ର ମିଶ୍ରଣ କୁ ନିଅନ୍ତୁ ।

ଏହାକୁ ଅନ୍ୟ ପାତ୍ର କୁ ଛାଣି ନିଅନ୍ତୁ । ଆପଣ କିଛି ତୁଳା ନେଇ ନିଜ ଚେହେରା ରେ ଛାଣିଥିବା ମିଶ୍ରଣ ର ପାଣି କୁ ଲଗାନ୍ତୁ । ଯେଉଁ ଜାଗାରେ ଆପଣଙ୍କର ବ୍ରଣ ହୋଇଥିଲା ସେହି ଜାଗାରେ ଆପଣ ଏହି ପାଣି କୁ ଭଲ ଭାବରେ ଲଗାନ୍ତୁ । ଏହା ସହିତ ଯେଉଁ ଯେଉଁ ଜାଗାରେ ଆପଣଙ୍କର ଦାଗ ଧପା ହୋଇଅଛି ସେହି ସ୍ଥାନ ମାନଙ୍କରେ ମଧ୍ୟ ଲଗାନ୍ତୁ । ମାତ୍ର ଧ୍ୟାନ ରଖିବେ ଏହି ମିଶ୍ରଣ ଟି ଯେପରି ଆପଣଙ୍କ ଆଖି ରେ ନ ଲାଗେ ।

ଏହିଭଳି ଭାବରେ ଆପଣ ୩ ଦିନ ଲଗାଇ ଦେଖନ୍ତୁ । ଦେଖିବେ ଆପଣଙ୍କର ବ୍ରଣ ତଥା ସମସ୍ତ ଦାଗ ଧପା ଅତି ସହଜରେ ଦୂର ହୋଇଯିବ । ବନ୍ଧୁଗଣ ଆପଣଙ୍କୁ ଏହି ବିଶେଷ ବିବରଣୀ ଟି କିଭଳି ଲାଗିଲା ନିଜର ମତାମତ ଆମ୍ଭକୁ କମେଣ୍ଟ ମାଧ୍ୟମରେ ଜଣାନ୍ତୁ । ଆପଣଙ୍କୁ ଏହି ବିବରଣୀ ଟି କିଭଳି ଲାଗିଲା ନିଜର ମତାମତ କମେଣ୍ଟ ମାଧ୍ୟମରେ ଜଣାନ୍ତୁ । ଆମ ପୋଷ୍ଟଟି ଆପଣଙ୍କୁ ଭଲ ଲାଗିଥିଲେ ଲାଇକ, କମେଣ୍ଟ ଓ ସେୟାର କରନ୍ତୁ । ଏଭଳି ଅଧିକ ପୋଷ୍ଟ ପାଇଁ ଆମ ପେଜ୍ କୁ ଲାଇକ ଏବଂ ଫଲୋ କରନ୍ତୁ ଧନ୍ୟବାଦ ।

Leave a Reply

Your email address will not be published. Required fields are marked *