ବନ୍ଧୁଗଣ, ଚାଣକ୍ୟ ନୀତି ଆଚାର୍ଯ୍ୟ ଚାଣକ୍ୟ ଙ୍କ ଦ୍ଵାରା ରଚିତ ଏକ ନୀତି ଗ୍ରନ୍ଥ ଅଟେ । ମନୁଷ୍ୟ ଜୀବନ କିଭଳି ସଫଳ ବନାଇବାକୁ ହେବ ତାହା ଏହି ନୀତିଶିକ୍ଷାରେ ଉଲ୍ଲେଖ ହୋଇଅଛି । ସାଧାରଣତ ମନୁଷ୍ୟ ଜୀବନରେ ପ୍ରାଏ ସମସ୍ତେ ମାତା ଲକ୍ଷ୍ମୀ ଙ୍କ କୃପା ପାଇବାକୁ ଚାହିଁଥାନ୍ତି ।
ମନୁଷ୍ୟ ନିଜ ଜୀବନରେ ବହୁତ ଧନ ଉପାର୍ଜନ କରିବାକୁ ଚାହିଁଥାଏ । କାରଣ ଟଙ୍କା ବିନା ମନୁଷ୍ୟ ନିଜର ଜୀବିକା ନିର୍ବାହ କରି ପାରିବ ନାହିଁ । ମାତ୍ର ଅନେକ ବ୍ୟକ୍ତି ଏଭଳି ଅଛନ୍ତି ଯେଉଁମାନେ ଟଙ୍କା ବହୁତ କମାଇ ଥାନ୍ତି କିନ୍ତୁ ତାଙ୍କ ପାଖରେ ଟଙ୍କା ଆଦୌ ରହି ନଥାଏ । ଆଜି ଆମ୍ଭେ ଆପଣ ମାନଙ୍କୁ ଯେଉଁ ଉପାୟ କହିବାକୁ ଯାଉଅଛୁ ତାହା ପ୍ରୟୋଗ କରି ଆପଣ ଲକ୍ଷପତି ହୋଇପାରିବେ ଆସନ୍ତୁ ତେବେ ଜାଣିବା ସେହି ଉପାୟ ଟି କଣ ?
୧- ଯଦି ଆପଣ ନିଜ ଘରେ ସୁଖ ସମୃଦ୍ଧି ଚାହୁଁଛନ୍ତି ତେବେ ଆପଣ ରବିବାର ଦିନ ଗୋଟିଏ ପାତ୍ର ରେ ପାଣି ସହିତ ଅଳ୍ପ କ୍ଷୀର ମିଶାଇ ତାହାକୁ ସକାଳେ ବରଗଛ ମୂଳରେ ଅର୍ପଣ କରି ଆସନ୍ତୁ । ଏହା ଫଳରେ ଆପଣ ଙ୍କ ଘରେ ଟଙ୍କା ର ଆଗମନ ହେବ ।
୨- ଯଦି ଆପଣଙ୍କର କୌଣସି କାର୍ଯ୍ୟ ରେ ବାଧା ସୃଷ୍ଟି ହେଉଅଛି, ତେବେ ଆପଣ ରବିବାର ଦିନ ଏକ କଳା କୁକୁର ଅଥବା କଳା ପକ୍ଷୀ ଙ୍କୁ କିଛି ଖାଦ୍ୟ ଖାଇବାକୁ ଦିଅନ୍ତୁ । ଏଭଳି କରିବା ଦ୍ଵାରା ଆପଣଙ୍କର ସମସ୍ତ ବାଧା ବିଘ୍ନ ର ଅବସାନ ଘଟିବ ।
୩- ରବିବାର ଦିନ କଳା ରାଶି ଅଥବା ଯେ କୌଣସି କଳା ଦାନା କୁ ଦାନ କରିବାରୁ ଆପଣଙ୍କ ଜୀବନରେ ଆସୁଥିବା ସମସ୍ତ ସମସ୍ୟା ର ଅନ୍ତ ହୋଇଯାଇଥାଏ । ଏହା ସହିତ ଆପଣଙ୍କ ଉପରେ ଶନି ଦେବ ଙ୍କ କୃପା ବନି ରହିଥାଏ ।
୪- ରବିବାର ଦିନ ସକାଳୁ ଶୀଘ୍ର ଉଠି ସୂର୍ଯ୍ୟ ଦେବତା ଙ୍କୁ ଜଳ ଅର୍ପଣ କରନ୍ତୁ ଏବଂ ଜଳ ଧାର ପଡୁଥିବା ସମୟରେ ସେଥିରେ ଆପଣ ସୂର୍ଯ୍ୟ ଦେବତା ଙ୍କୁ ଦର୍ଶନ କରନ୍ତୁ । ଏଭଳି କରିବାରେ ଆଖିର ଜ୍ୟୋତି ବଢିଥାଏ । ଆପଣଙ୍କୁ କୌଣସି ରୋଗ ବୈରାଗ୍ୟ ର ଶିକାର ହେବାକୁ ପଡି ନଥାଏ ।
୫- ରବିବାର ଦିନ ଆପଣ ବରଗଛ ମୂଳରେ ଗୋଟିଏ ଦୀପା ରେ ୪ ଟି ମୁଖା କରି ସଳିତା ପକାଇ ତାହାକୁ ଜଳାନ୍ତୁ । ଏହା ଫଳରେ ଆପଣଙ୍କ ବ୍ୟାପାର ବାଣିଜ୍ୟ ରେ ବୃଦ୍ଧି ହୋଇଥାଏ । ଏହା ସହିତ ଆପଣଙ୍କ ଘରକୁ ଧନ ଆସିବାର ଉପାୟ ବନିଯାଇଥାଏ । ଆପଣଙ୍କ ଘରେ ଲାଗିରହିଥିବା ସମସ୍ତ ସମସ୍ୟା ମଧ୍ୟ ଦୂର ହୋଇଯାଇଥାଏ । ଆପଣ ଏହି ସବୁ ନିୟମ ଗୁଡିକ ରବିବାର ଦିନ ପାଳନ କରି ଦେଖନ୍ତୁ ଆପଣଙ୍କୁ ଧନ ନିଶ୍ଚିତ ପ୍ରାପ୍ତି ହେବ ।
ଏହା ସହିତ ଆପଣଙ୍କ ଘରକୁ ସୁଖ ସମୃଦ୍ଧି ର ଲହରୀ ଖେଳିବାକୁ ଲାଗିବ । ବନ୍ଧୁଗଣ ଆପଣ ମାନଙ୍କୁ ଏହି ମହତ୍ଵପୂର୍ଣ୍ଣ ବିବରଣୀ ଟି କିଭଳି ଲାଗିଲା ନିଜର ମତାମତ କମେଣ୍ଟ ମାଧ୍ୟମରେ ଜଣାନ୍ତୁ । ଆପଣଙ୍କୁ ଏହି ବିବରଣୀ ଟି କିଭଳି ଲାଗିଲା ନିଜର ମତାମତ କମେଣ୍ଟ ମାଧ୍ୟମରେ ଜଣାନ୍ତୁ । ଆମ ପୋଷ୍ଟଟି ଆପଣଙ୍କୁ ଭଲ ଲାଗିଥିଲେ ଲାଇକ, କମେଣ୍ଟ ଓ ସେୟାର କରନ୍ତୁ । ଏଭଳି ଅଧିକ ପୋଷ୍ଟ ପାଇଁ ଆମ ପେଜ୍ କୁ ଲାଇକ ଏବଂ ଫଲୋ କରନ୍ତୁ ଧନ୍ୟବାଦ ।