ବନ୍ଧୁଗଣ, ଆୟୁର୍ବେଦ ଅଷ୍ଟାଙ୍ଗ ହୃଦୟମ ରେ ପିଜୁଳି ପତ୍ର ର ଔଷଧୀୟ ଗୁଣ ସମ୍ବନ୍ଧରେ କିଛି ବିଶେଷ କଥା କୁହା ଯାଇଅଛି । ଏହାର ଅଭଳି ଔଷଧୀୟ ଗୁଣ ରହିଅଛି ଯେ, ଯାହାର ଆପଣ ମାନେ କଳ୍ପନା ମଧ୍ୟ କରି ପାରିବେ ନାହିଁ ।
ଆପଣଙ୍କୁ ଅଥବା ଆପଣଙ୍କ ପରିବାର ସଦସ୍ୟ ଙ୍କ ମଧ୍ୟରୁ କାହାକୁ ମଧ୍ୟ ଯଦି ଡାଇବେଟିକ୍ସ, ବ୍ଲଡ଼ ପ୍ରେସର, ତଥା ହାର୍ଟ ଜନିତ ରୋଗ ଅଥବା ବ୍ରେନ ରିଲେଟେଡ କିଛି ସମସ୍ୟା ତଥା ବ୍ଲଡ଼ ସର୍କୁଲେସନ ଯଦି ଆପଣଙ୍କ ର ସଠିକ ଭାବରେ ହେଉନାହିଁ ତେବେ ଏହି ସବୁ ସମସ୍ୟା ନିମନ୍ତେ କେଉଁ ଉପଚାର କରିବା ଆବଶ୍ୟକ ଆସନ୍ତୁ ଜାଣିବା । ଆଜି ଆମ୍ଭେ ଆପଣଙ୍କୁ କହିବାକୁ ଯାଉଅଛୁ ଯେ ପିଜୁଳି ପତ୍ର ଖାଇଲେ କଣ କଣ ଲାଭ ମିଳିଥାଏ ? ଏହା ସହିତ ଏହାର ସେବନ କାହା ସହିତ କରିବେ ?
ଯଦି ଆପଣଙ୍କର ସକାଳୁ ସଠିକ ଭାବରେ ପେଟ ସଫା ହେଉ ନାହିଁ ତେବେ ରାତିରେ ଶୋଇବା ପୂର୍ବରୁ ଆପଣଙ୍କୁ ଏକ ମାଟି ପାତ୍ର ରେ ୧ ଗିଲାସ ପାଣି ରଖିବାର ଅଛି ଏବଂ ସେଥିରେ ଏକ ଚାମଚ ତ୍ରିଫଳା ଚୁରନ ପକାନ୍ତୁ । ଏହାକୁ ସକାଳେ ଛାଣି ହଲ୍କା ଭାବରେ ଗରମ କରିବାର ଅଛି । ଏହାପରେ ପିଜୁଳି ର ସବୁଜ ରଙ୍ଗ ର ତାଜା ପତ୍ର ୩ ଟି ଆଣି ତାହାକୁ ଛେଚି ତାହାକୁ ତ୍ରିଫଳା ର ପାଣି ରେ ପକାଇ ସେବନ କରିବା ଆବଶ୍ୟକ ।
ଏହା ପେଟ ସଫା କରିବାରେ ବହୁଳ ଭାବରେ ସହାୟତା କରିଥାଏ । ଏହା ବ୍ୟତୀତ ଯଦି ଆପଣ ସକାଳୁ ଉଠି କେବଳ ପିଜୁଳି ପତ୍ର କୁ ଚୋବାନ୍ତି ତେବେ ଆପଣଙ୍କୁ ତଥା ଆପଣଙ୍କ ଘରେ କାହାକୁ ଡାଇବେଟିକ୍ସ ର ପ୍ରୋବ୍ଲେମ ରହିଅଛି ସେମାନଙ୍କ ନିମନ୍ତେ ବହୁତ ଜବରଦସ୍ତ କାରଣରେ ପିଜୁଳି ପତ୍ର କାମ କରିଥାଏ । ଆପଣ ଜାମୁ କୋଳି ମଞ୍ଜି ର ଚୁରନ ଆଣନ୍ତୁ ।
ଏହାପରେ ଏକ ଚାମଚ ଜାମୁ ମଞ୍ଜି ର ପାଉଡର ନିଅନ୍ତୁ ଏହାପରେ ପିଜୁଳି ପତ୍ର କୁ ଛେଚି ଏକ ଚାମଚ ଲେଖା ନେଇ ଉଭୟ କୁ ମିଶାଇ ବିନା ପାଣି ର ସହାୟତା ରେ ଧୀରେ ଧୀରେ କରି ସେବନ କରନ୍ତୁ । ମାତ୍ର ଧ୍ୟାନ ରଖିବେ ଯେ ଅଳ୍ପ ଅଳ୍ପ କରି ଏହାକୁ ଖାଇବେ ଏକା ସହିତ ସବୁ ଖାଇବେ ନାହିଁ । ଏହା ଦ୍ଵାରା ଡାଇବେଟିକ୍ସ କଣ୍ଟ୍ରୋଲ ରେ ଆସିଥାଏ । ଯଦି ଆପଣ ସଂପୂର୍ଣ୍ଣ ରୂପେ ଡାଇବେଟିକ୍ସ କୁ ସଠିକ କରିବାକୁ ଚାହିଁଥାନ୍ତି ।
ତେବେ ଆପଣଙ୍କୁ କପାଳଭାତି ପ୍ରାଣାୟମ ସୂର୍ଯ୍ୟ ଉଦୟ ପୂର୍ବରୁ କରିବାକୁ ହେବ । ପିଜୁଳି ପତ୍ର ରେ ବହୁତ ଔଷଧୀୟ ଗୁଣ ରହିଥିବାରୁ ଏହାକୁ ସପ୍ତାହରେ କେବଳ ୩ ଦିନ ସେବନ କରିଲେ ଆପଣଙ୍କ ବ୍ଲଡ଼ ସର୍କୁଲେସନ ମଧ୍ୟ ଠିକ ହୋଇ ପାରିବ । ଆପଣଙ୍କୁ ଏହି ବିବରଣୀ ଟି କିଭଳି ଲାଗିଲା ନିଜର ମତାମତ କମେଣ୍ଟ ମାଧ୍ୟମରେ ଜଣାନ୍ତୁ । ଆମ ପୋଷ୍ଟଟି ଆପଣଙ୍କୁ ଭଲ ଲାଗିଥିଲେ ଲାଇକ, କମେଣ୍ଟ ଓ ସେୟାର କରନ୍ତୁ । ଏଭଳି ଅଧିକ ପୋଷ୍ଟ ପାଇଁ ଆମ ପେଜ୍ କୁ ଲାଇକ ଏବଂ ଫଲୋ କରନ୍ତୁ ଧନ୍ୟବାଦ ।