ଦୀର୍ଘ 500 ବର୍ଷ ପରେ ଶ୍ରାବଣ ମାସର ଏଇ ସୋମବାରରେ ବନୁଛି ମହାମୃତ୍ୟୁଞ୍ଜୟ ଯୋଗ, ଏହି 5 ଟି ରାଶିରେ ମହାଦେବ କରିବେ ଚମତ୍କାର

ବନ୍ଧୁଗଣ, ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ ପ୍ରତ୍ୟକ ମନୁଷ୍ୟର ରାଶି ତାଙ୍କ ପାଇଁ ଖୁବ ମହତ୍ଵପୂର୍ଣ୍ଣ ଅଟେ । ରାଶି ତଥା ନକ୍ଷତ୍ର ମାନଙ୍କର ଆଧାରରେ ମନୁଷ୍ୟ ନିଜ ଜୀବନ ସହିତ ଜଡିତ କଥାମାନ ପୂର୍ବରୁ ହିଁ ଅନୁମାନ କରିପାରେ ।

ଚଳିତ ବର୍ଷ ଶ୍ରାବଣ ମାସର ଏହି ସୋମବାର ରେ ଗ୍ରହ ତଥା ନକ୍ଷତ୍ର ମାନଙ୍କରେ ଏକ ଅଦ୍ଭୁତ ସଂଯୋଗ ଘଟିବାକୁ ଯାଉଅଛି । ଏହା ଦୀର୍ଘ ୫୦୦ ବର୍ଷ ପରେ ଘଟିବାକୁ ଯାଉଅଛି । ଶନିଗ୍ରହ ସୂର୍ଯ୍ୟଙ୍କର ନିକଟତର ହେବାକୁ ଯାଉଛନ୍ତି । ଏଣୁ ଏହି ସଂଯୋଗ ହେଉଛି ମହାମୃତ୍ୟୁଞ୍ଜୟ ସଂଯୋଗ । ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ ଏପରି ସଂଯୋଗ ଦ୍ଵାରା ଏହାର ପ୍ରଭାବ ରାଶି ଚକ୍ରରେ ଥିବା କେତେକ ବିଶେଷ ରାଶି ମାନଙ୍କ ଉପରେ ପଡିବାକୁ ଯାଉଛି । ଆଜି ଆମ୍ଭେ ସେହି ରାଶି ମାନଙ୍କ ସମ୍ବନ୍ଧରେ ବିଶେଷ ବିବରଣୀ ଦେବାକୁ ଯାଉଅଛୁ ।

୧- କନ୍ୟା ରାଶି;- ଏହି ରାଶିର ସ୍ଵାମୀ ହେଉଛନ୍ତି ବୁଦ୍ଧ । ଏଣୁ ଏମାନଙ୍କୁ ସବୁଜ ରଙ୍ଗ ବହୁତ ଆକର୍ଷଣୀୟ ଲାଗିଥାଏ । ଏମାନଙ୍କ ଉପରେ ଭଗବାନ ଶିବଙ୍କର ସର୍ବଦା କୃପା ଦୃଷ୍ଟି ରହିଥାଏ । ଏହା ଫଳରେ ଏମାନେ ଜୀବନରେ ଅନେକ ସଫଳତା ହାସଲ କରିଥାନ୍ତି । ଶ୍ରାବଣ ମାସରେ ଶିବଙ୍କ ଉପରେ ଜଳ ତଥା ମହୁ ରେ ଅଭିଷେକ କରିଲେ, ଆପଣ ନିଜ ଜୀବନରେ ଅନେକ କିଛି ହାସଲ କରି ପାରିବେ ।

୨- ମେଷ ରାଶି;- ଏହି ରାଶିର ଜାତକଙ୍କର ସ୍ଵାମୀ ହେଉଛନ୍ତି ମଙ୍ଗଳ । ଏହି ରାଶି ର ଲୋକେ ମହାଦେବ ଙ୍କର ଅତିପ୍ରିୟ ହୋଇଥାନ୍ତି । ମହାଦେବ ଙ୍କ କୃପାରୁ ଏହି ରାଶିର ଭାଗ୍ୟ ସର୍ବଦା ସେମାନଙ୍କ ସହିତ ରହିଥାଏ । ଏମାନେ ଚାକିରି ତଥା ବ୍ୟବସାୟ ୨ ଟି ଯାକ ବ୍ୟବସାୟ ରେ ଅନେକ ସଫଳତା ହାସଲ କରିଥାନ୍ତି । ଭୋଳାନାଥ ଙ୍କ କୃପା ରୁ କମ ପରିଶ୍ରମ ରେ ଅଧିକ ଫଳ ମିଳିଥାଏ ।

୩- କୁମ୍ଭ ରାଶି;- ଏହି ରାଶିର ସ୍ଵାମୀ ହେଉଛନ୍ତି ଶନିଦେବ । ଏହି ରାଶିର ଲୋକେ ମହାଦେବ ଙ୍କ ପ୍ରିୟ ହୋଇଥାନ୍ତି । ଏମାନେ ବିଶ୍ଵସ୍ଥ ହେବା ସହିତ ସମାଜର ହୀତ ସମ୍ବନ୍ଧରେ ସର୍ବଦା ଚିନ୍ତା କରିଥାନ୍ତି । ଏହି କାରଣରୁ ଏମାନଙ୍କୁ ମାନସନମାନ ମିଳିଥାଏ ।

୪- ବୃଷ ରାଶି;- ଏହି ରାଶିର ଲୋକେ ଭଗବାନ ଶିବଙ୍କର ଅତି ନିକଟତର ଅଟନ୍ତି । ଏମାନଙ୍କୁ ଯେତେ ଅସୁବିଧା ତଥା ଖରାପ ସମୟ ଆସିଲେ ମଧ୍ୟ ମହାଦେବ ଙ୍କ କୃପା ରୁ ଏମାନେ ସହଜରେ ପାର ହୋଇଯାଆନ୍ତି ।

୫- ମକର ରାଶି;- ଏହି ରାଶିର ସ୍ଵାମୀ ମଧ୍ୟ ଶନିଦେବ ଅଟନ୍ତି । ଶନିଦେବ ଭଗବାନ ଶିବ ଙ୍କୁ ନିଜ ଗୁରୁ ରୂପେ ମାନନ୍ତି । ଏଠି ନିମନ୍ତେ ଭଗବାନ ଶିବ ଙ୍କ ଆରଧନା କରିଲେ, ଶନି ଦେବ ସନ୍ତୁଷ୍ଠ ହୋଇଥାନ୍ତି । ଏହି ରାଶିର ଲୋକେ କଠିନ ରୁ କଠିନ ପରିସ୍ଥିତିର ସାମ୍ନା କରିବାକୁ ପଛାନ୍ତି ନାହିଁ । ବନ୍ଧୁଗଣ ଏହି ବିଶେଷ ବିବରଣୀ ଟି ଆପଣଙ୍କୁ କିଭଳି ଲାଗିଲା ନିଜର ମତାମତ ଆମ୍ଭକୁ କମେଣ୍ଟ ମାଧ୍ୟମରେ ଜଣାନ୍ତୁ ।

ଆପଣଙ୍କୁ ଏହି ବିବରଣୀ ଟି କିଭଳି ଲାଗିଲା ନିଜର ମତାମତ କମେଣ୍ଟ ମାଧ୍ୟମରେ ଜଣାନ୍ତୁ । ଆମ ପୋଷ୍ଟଟି ଆପଣଙ୍କୁ ଭଲ ଲାଗିଥିଲେ ଲାଇକ, କମେଣ୍ଟ ଓ ସେୟାର କରନ୍ତୁ । ଏଭଳି ଅଧିକ ପୋଷ୍ଟ ପାଇଁ ଆମ ପେଜ୍ କୁ ଲାଇକ ଏବଂ ଫଲୋ କରନ୍ତୁ ଧନ୍ୟବାଦ ।

Leave a Reply

Your email address will not be published. Required fields are marked *