ମାତ୍ର 2 ଟଙ୍କାରେ ଗୋଟିଏ ଥର ବ୍ୟବହାର କରି ଦାନ୍ତର ପୋକକୁ ଏମିତି କରନ୍ତୁ ବାହାର- Health Tips

ବନ୍ଧୁଗଣ ନମସ୍କାର, ବନ୍ଧୁଗଣ ପ୍ରାୟତଃ ବ୍ୟକ୍ତି ଙ୍କ ଦାନ୍ତ ରେ ପୋକ ଲାଗି ଯାଇଥାଏ ଏବଂ ବହୁତ ଯନ୍ତ୍ରଣା ହୋଇଥାଏ । ଆପଣଙ୍କ ଖରାପ ଦାନ୍ତ ଯୋଗୁଁ ଆପଣଙ୍କର ପୁରା ବ୍ୟକିତ୍ବ ଖରାପ ହୋଇଯାଇଥାଏ ।

ଏହା ସହିତ ଆପଣ ଖୋଲିକି ହସି ମଧ୍ୟ ପାରନ୍ତି ନାହିଁ । ଯଦି ଥରେ ଦାନ୍ତ ସମସ୍ୟା ଦେଖାଦିଏ ତେବେ ଏହି ସମସ୍ୟା କୁ ଦୂର କରିବା ବହୁତ କଠିନ ହେଇଯାଏ । ଏଭଳି ବହୁତ ଲୋକ ଅଛନ୍ତି ଯୋଉମାନଙ୍କ ଦାନ୍ତ ସଢ଼ି ଯାଏ ଏବଂ ଦାନ୍ତ କଣା ମଧ୍ୟ ହୋଇଯାଏ । ସେମାନେ ଏହି ସମସ୍ୟା କୁ ଦୂର ମଧ୍ଯ କରିପାରନ୍ତି ନାହିଁ । କିନ୍ତ ଆଜି ଆମେ ଆପଣ ମାନଙ୍କୁ ଏକ ଉପାୟ କହିବୁ ଯାହାଦ୍ବାରା ଆପଣଙ୍କ ଦାନ୍ତ ଜନିତ ସମସ୍ୟାର ତୁରନ୍ତ ସମାଧାନ ହୋଇଯିବ ।

ଆପଣ ମାନଙ୍କ ପାଇଁ ଏହି ଉପାୟ ବହୁତ ଜରୁରୀ ଅଟେ । ଯଦି ଆପଣ ମାନେ ମାର୍କେଟ ରେ ଦାନ୍ତ ସଫା କରିବକୁ ଯାଆନ୍ତି ତେବେ ବହୁତ ଟଙ୍କା ଖର୍ଚ୍ଚ ହୋଇଥାଏ । ଯଦି ଆପଣ ବିନା ଖର୍ଚ୍ଚ ରେ ଆପଣଙ୍କ ଦାନ୍ତ କୁ ଧଳା ସଫା ଏବଂ ଯନ୍ତ୍ରଣା ମୁକ୍ତ କରିବକୁ ଚାହୁଁଛନ୍ତି ତେବେ ଏହି ଉପାୟ ନିଶ୍ଚିତ ଭାବରେ ପ୍ରୟୋଗ କରନ୍ତୁ । ଏହି ଉପାୟ ନିଶ୍ଚିତ ଆପଣଙ୍କ ପାଇଁ ଲାଭଦାୟକ ହେବ । ତେବେ ଆସନ୍ତୁ ଏହି ସମ୍ବନ୍ଧରେ ବିସ୍ତାର ରୂପରେ ଜାଣିବା ।

ବନ୍ଧୁଗଣ ଏହି ଘରୋଇ ଉପଚାର ନିମନ୍ତେ ଆପଣଙ୍କୁ ମାତ୍ର ଦୁଇଟି ସାମଗ୍ରୀ ର ଆବଶ୍ୟକତା ରହିଛି । ତାହା ହେଉଛି ପାନ ରେ ବ୍ୟବହୃତ ଚୂନ ଏବଂ ଫିଟକିରୀ । ତେବେ ସର୍ବ ପ୍ରଥମେ ଆପଣ ଫିଟକିରୀ କୁ ଗୁଣ୍ଡ କରି ଏହାର ଚୂର୍ଣ୍ଣ ପ୍ରସ୍ତୁତ କରନ୍ତୁ । ଏହାପରେ ଆପଣ ପାନ ର ଚୂନ ଏବଂ ଫିଟକିରୀ କୁ ଏକ ଚୁଟକି ନିଅନ୍ତୁ । ଏହି ଦୁଇଟି ସାମଗ୍ରୀ କୁ ଭଲ ଭାବରେ ମିଶାଇ ଏକ ପାତ୍ର ରେ ରଖନ୍ତୁ ।

ଏହାପରେ ସେଥିରେ ଅଳ୍ପ ପାଣି ମିଶାଇ ଏକ ପେଷ୍ଟ ପ୍ରସ୍ତୁତ କରନ୍ତୁ । ବର୍ତ୍ତମାନ ଆପଣଙ୍କ ଘରୋଇ ଉପଚାର ଟି ସମ୍ପୂର୍ଣ୍ଣ ରୂପରେ ପ୍ରସ୍ତୁତ ହୋଇଗଲା । ଆପଣ ଚୂନ ଓ ଫିଟକିରୀ ର ସେହି ମିଶ୍ରଣ କୁ ଛୁଞ୍ଚି ବା କାଠି ରେ ତୁଳା ଲଗାଇ ସେହି ପେଷ୍ଟ ଲଗାନ୍ତୁ ଏବଂ ଧୀରେ ଧୀରେ ଆପଣଙ୍କ ଦାନ୍ତ ର ଯେଉଁ ସ୍ଥାନରେ ପୋକ ଲାଗିଛି ବା ଯନ୍ତ୍ରଣା ହେଉଛି ସେହି ସ୍ଥାନରେ ଲଗାନ୍ତୁ । ଏହାଦ୍ବାରା ଆପଣଙ୍କ ଦାନ୍ତ ରେ ଲାଗିଥିବା ପୋକ ବାହାରିଯିବ ଏବଂ ଯନ୍ତ୍ରଣା ମୁକ୍ତ ରହିବ ।

ତେବେ ବନ୍ଧୁଗଣ ଆପଣ ଯଦି ଏଭଳି ଦାନ୍ତ ଜନିତ ସମସ୍ୟା ରୁ ମୁକ୍ତି ପାଇବାକୁ ଚାହାନ୍ତି ତେବେ ନିଶ୍ଚିତ ଭାବରେ ଏହି ଘରୋଇ ଉପଚାର ର ପ୍ରୟୋଗ କରନ୍ତୁ । ଏହାର ଚମତ୍କାରୀ ଲାଭ ଆପଣ ମାନଙ୍କୁ ନିଶ୍ଚିତ ଭାବରେ ପ୍ରାପ୍ତ ହେବ ।

ବନ୍ଧୁଗଣ ଆମେ ଆଶା କରୁଛୁ କି ଆପଣଙ୍କୁ ଏହି ଖବର ଭଲ ଲାଗିଥିବ । ତେବେ ଏହାକୁ ନିଜ ବନ୍ଧୁ ପରିଜନ ଙ୍କ ସହ ସେୟାର୍ ନିଶ୍ଚୟ କରନ୍ତୁ । ଏଭଳି ଅଧିକ ପୋଷ୍ଟ ପାଇଁ ଆମ ପେଜ୍ କୁ ଲାଇକ ଏବଂ ଫଲୋ କରନ୍ତୁ ଧନ୍ୟବାଦ ।

Leave a Reply

Your email address will not be published. Required fields are marked *