Health Tips- ମାତ୍ର 2 ପାଖୁଡା ରସୁଣ ମୂଳରୁ ଶେଷ ହୋଇଯିବ ଏହି ସବୁ ଭୟଙ୍କର ରୋଗ, ଯାହା ଆପଣ କେବେ ବି ଭାବି ବି ନଥିବେ…

ବନ୍ଧୁଗଣ ଆପଣ ମାନେ ଜାଣିଥିବେ ରସୁଣ କୁ ଔଷଧୀୟ ଭାବେ ବହୁ ପୁରାତନ କାଳରୁ ବ୍ୟବହାର କରାଯାଏ । ପାଶ୍ଚାତ୍ୟ ମେଡ଼ିସିନର ଜନକ ହିପୋକ୍ରେଟ ରସୁଣ କୁ ବିଭିନ୍ନ ପ୍ରକାରର ଚିକିତ୍ସା ପାଇଁ ବ୍ୟବହାର କରୁଥିଲେ । ରସୁଣରେ ଭିଟାମିନ-ଏ, ଡି, ମ୍ୟାଗ୍ନେସିୟମ, ସେଲିନିୟମ, କ୍ୟାଲସିୟମ, କପର, ପୋଟାସିୟମ, ଫସଫରସ, ଆଇରନ ଫାଇଭର ପ୍ରଚୁର ପରିମାଣରେ ରହିଥାଏ ।

ଏହା ସହ ରସୁଣରେ ଆଣ୍ଟି ଅକ୍ସିଡେଣ୍ଟ, ଫାଇଜାଲ ଗୁଣ ଥିବାରୁ ଶରୀର ପାଇଁ ଲାଭଦାୟକ ଅଟେ । ଆଜି ଆମେ ଆପଣଙ୍କୁ ରସୁଣର ଫାଇଦା ବିଷୟରେ କହିବାକୁ ଯାଉଛୁ । 1- ରସୁଣରେ ଆଣ୍ଟି ବ୍ୟାକ୍ଟେରିୟାଲ ଓ ଭାଇରାଲ ଗୁଣ ଥିବାରୁ ଏହାକୁ ଫୁଡ ପଏଜନ ହେବାକୁ ଦିଏ ନାହି ।

2- ରସୁଣ ବିପାକ କ୍ରିୟା ବା ମେଟାଲୋଜିୟମ କୁ ବୃଦ୍ଧି କରିବାରେ ସାହାଜ୍ଯ କରିଥାଏ । ଏହା ସହ ଖାଦ୍ଯରେ ଥିବା ବିଭିନ୍ନ ପ୍ରକାରର ପୋଷକ ତତ୍ତ୍ଵ ଶରୀରକୁ ମିଳିଥାଏ ।

3- ରସୁଣ ଭୋକ ନ ଲାଗିବା ଓ ବଦ ହଜମି ସମସ୍ୟାକୁ ଦୂର କରିଥାଏ । ରସୁଣ ଖାଇଲେ ଦାନ୍ତ ବିନ୍ଧା ସମସ୍ୟାରୁ ରକ୍ଷା ମିଳେ । ଏହା ଦାନ୍ତ ବିନ୍ଧା ଓ ଦରଜକୁ କମାଇଥାଏ ।

4- ଯେଉଁ ଲୋକଙ୍କର ଓଜନ ଅଧିକ ଅଛି ସେମାନଙ୍କ ପାଇଁ ରସୁଣ ଔଷଧ ଭାବେ କାର୍ଯ୍ୟ କରିଥାଏ । ରସୁଣ ଖାଇଲେ ଶରୀରରେ ତିଆରି ଚର୍ବି ପ୍ରକ୍ରିୟାକୁ ଧୀର କରିଥାଏ ।

5- ରସୁଣ ଖାଇଲେ ଚର୍ମ ସଂକ୍ରମଣ ଜନିତ ରୋଗ ହୁଏ ନାହି । ଏଥିରେ ଥିବା ପୋଷକ ତତ୍ତ୍ଵ ସ୍କିନ ଇନଫେକସନ ରୁ ରକ୍ଷା ମିଳିଥାଏ ।

6- ରସୁଣ ରେ ଥିବା ଉପାଦାନ ରକ୍ତକୁ ପତଳା କରିଥାଏ ଓ ରକ୍ତ ନାଲି ଭିତରେ ରକ୍ତ ଜମା ବାନ୍ଧିବାକୁ ଦିଅର ନାହି । ତେଣୁ ହାର୍ଟ ଆଟାକ ସମସ୍ଯା ହୁଏ ନାହି ।

7- ରସୁଣ ଖାଇଲେ ରକ୍ତ ରେ ଇନସୁଲିନ କ୍ଷରଣ ଅଧିକ ହୋଇଥାଏ । ଯାହା ଫଳରେ ରକ୍ତରେ ସୁଗାରର ମାତ୍ରା ନିୟନ୍ତ୍ରଣ ରହିଥାଏ ।

8- ରସୁଣ ଖାଇଲେ ଏହା ରକ୍ତଚାପକୁ କମ କରେ । ରକ୍ତରେ ଥିବା ଅପରିଷ୍କାର ପଦାର୍ଥକୁ ବାହାର କରିବାରେ ସାହାୟ କରିଥାଏ ।

9- କୋଲେଷ୍ଟ୍ରୋଲ କମ କରିବା ରସୁଣର ଅନ୍ୟତମ ଗୁଣ ଅଟେ । ପ୍ରତିଦିନ ଖାଦ୍ୟ ସହ ରସୁଣ ଖାଇଲେ ଶରୀରରେ ଖରାପ କୋଲେଷ୍ଟ୍ରୋଲର ମାତ୍ରା କମିଥାଏ ।

10- ରସୁଣ ହୃତପିଣ୍ଡର ସ୍ଵାସ୍ଥ୍ୟକୁ ଭଲ ରଖିଥାଏ । ଏଥିରେ ରକ୍ତକୁ ପତଳା କରିବାର ଗୁଣ କାରଣରୁ ରକ୍ତନାଳୀରେ ରକ୍ତ ଜମାଟ ବାନ୍ଧେ ନାହି ।

11- ରସୁଣ ଖାଇଲେ ଏଥିରେ ଥିବା ଆଲାଇଲ ସଲଫାଇଡ କ୍ୟାନ୍ସରର କୋଷକୁ ଗଠନ ହେବାକୁ ଦିଏ ନାହି । କ୍ୟାନ୍ସର ରୋଗୀ ରସୁଣ ଖାଇଲେ କୋଷର ପ୍ରକ୍ରିୟାକୁ ଧୀର କରିଥାଏ ।

12- ପ୍ରତିଦିନ ରସୁଣ ଖାଇଲେ ଥଣ୍ଡା, କାଶ ହୁଏ ନାହି । ଏମିତିକି ଶ୍ଵାସନଳୀ ଇନଫେକସନ ହୁଏ ନାହି ।

13- ପ୍ରତିଦିନ ଖାଉଥିବା ଜଙ୍କ ଫୁଡ ବାହାର କରିବାରେ ରସୁଣ ସାହାଜ୍ଯ କରିଥାଏ ।

14- ପ୍ରତିଦିନ ଗୋଟେ ଲେଖା ରସୁଣ ଖାଇଲେ ଇମ୍ୟୁନିଟି ପାୱାର ବୃଦ୍ଧି ପାଇଥାଏ ।

ବନ୍ଧୁଗଣ ଆପଣ ମାନଙ୍କୁ ଆମ ପୋଷ୍ଟଟି ଭଲ ଲାଗିଥିଲେ ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *