ଘରେ ଘରେ ମରୁତ ପରିଜନ ଙ୍କ ଫଟୋ ଲଗେଇବା ଉଚିତ ? ଜାଣନ୍ତୁ ଶୁଭ ନା ଅଶୁଭ

ବନ୍ଧୁଗଣ ଆପଣ ମାନେ ଜାଣିଥିବେ ପିତୃପୁରୁଷ ଫୋଟୋ ଅନେକ ଲୋକ ଘରେ ଲଗାଇଥାନ୍ତି । ଏମିତି ବି କିଛି ଲୋକ ଅଛନ୍ତି ଯେଉଁ ମାନେ ତାଙ୍କର କିଛି ଜିନିଷ ନିଶାନି ଭାବେ ସାଇତି ରଖିଥାନ୍ତି । କିନ୍ତୁ କଣ ଆପଣ କେବେ ଜାଣିଛନ୍ତି ଏମିତି କରିବା ଦ୍ଵାରା ତାଙ୍କ ପାଇଁ ସମସ୍ୟାର କାରଣ ହୋଇପାରେ । ଆଜି ଆମେ ଆପଣଙ୍କୁ କହିବୁ ମୃ-ତ-କ-ଙ୍କ ଫୋଟୋ ଘରେ ରଖିବା ଉଚିତ କି ନୁହେଁ ।

ଶାସ୍ତ୍ର ଅନୁଯାୟୀ ପିତୃପୃଷଙ୍କ ଫୋଟୋ ଘରେ ଲଗାଇବା ଉଚିତ । ପିତୃପୁରୁଷ ମାନେ ସ୍ଵପ୍ନରେ ଆସି ଘଟିବାକୁ ଥିବା ଘଟଣାମାନ ବିଷୟରେ ସୁଚାଇଥାନ୍ତି । ଏମିତି କହିଲେ ଭୁଲ ହେବ ନାହି ଯଦି ଆପଣଙ୍କ ସହ କିଛି ଅଘଟଣ ଘଟିବାର ଅଛି ତେବେ ପିତୃପୁରୁଷ ଆପଣଙ୍କ ମାନରେ ସେଇ ବିଚାର ଆଣିବାରେ ସାହାଜ୍ଯ କରନ୍ତି ।

ଏମିତିରେ ତାଙ୍କର ଫୋଟୋ ଲଗାଇ ମାଳା ଚଢାଇ ଧୂପ, ଦୀପ ଦେଲେ ଏହା ଭୁଲ ନୁହେଁ । ଏହା ଦ୍ଵାରା ମୃ-ତ-କ ଆପଣଙ୍କ ସ୍ଵପ୍ନରେ ଆସି କିଛି ସୂଚନା ଦେଇଥାନ୍ତି । କିନ୍ତୁ ଯଦି ଆପଣ ମୃ-ତ-କ-ଙ୍କୁ କହିବେ ଆପଣଙ୍କ ଜୀବନକୁ ଫେରି ଆସିବାକୁ ତେବେ ଏହା କହିବା ଭୁଲ ହେବ । କାରଣ ପିତୃପୁରୁଷ ଆମ ଉପରେ ସବୁବେଳେ ନଜର ରଖିଥାନ୍ତି ।

ତାଙ୍କର ଜୀବନରେ ଆସିବା କିଛି ଦୁଷ୍ପରିଣାମ ନେଇକି ଆସିପାରେ । କାରଣ ଆବଶ୍ୟକ ନାହି କି ସବୁ ମୃତକ ବ୍ୟକ୍ତି ଭଲ ସ୍ଵଭାବର ହୋଇଥିବେ । କିଛି ପିତୃପୁରୁଷ ଦୁଷ୍ଟ ପ୍ରକୃତିର ହୋଇଥାନ୍ତି । ମୃ-ତ୍ୟୁ ପରେ ବି ବ୍ଯକ୍ତିର ସ୍ଵଭାବ ସେମିତି ଥାଏ ଯାହା ବଞ୍ଚିବା ବେଳେ ଥାଏ । ମୃ-ତ-କ ଆପଣଙ୍କ ଜୀବନରେ ଭୁଲ ପ୍ରଭାବ ପକାଇବା ସହ କିଛି ଦାନ କରିବାକୁ କହିଥାନ୍ତି ।

ଏହା ସହ ଧର୍ମ୍ଜ୍ଞଙ୍କ ଅନୁଯାୟୀ ମୃତ ବ୍ୟକ୍ତିଙ୍କ ଫୋଟୋ ଘରେ ରଖିବା ଅନୁଚିତ । ଏମିତି କରିବା ଦ୍ଵାରା ଆମେ ତାଙ୍କର ସଦଗତିକୁ ରୋକିଥାଉ । ଯେବେ ଯାଏଁ ସେ ଜୀବିତ ଥିଲେ ସେ ଆପଣଙ୍କ ସହ ଥିଲେ କିନ୍ତୁ ମୃ-ତ୍ୟୁ ପରେ ତାଙ୍କ ଫୋଟୋ ଘରେ ରଖିଲେ ସେ ନିଜ ଲୋକଙ୍କ ଠାରୁ ମୋହ ଛଡାଇ ପାରନ୍ତି ନାହି ।

ଯଦି ଆପଣ ମୃ-ତ-କ-ଙ୍କୁ ମନେ ପକାଇବେ ତେବେ ତାଙ୍କର ଆ-ତ୍ମା ଜବାବ ଦେବାକୁ ନିଶ୍ଚୟ ଚେଷ୍ଟା କରିବ । କିନ୍ତୁ ତାଙ୍କ ପାଖରେ ଶରୀର ନ ଥିବାରୁ ସେମାନେ ବିଚଳିତ ହୋଇ ପୃଥିବୀ ଲୋକରେ ବୁଲିଥାନ୍ତି । ଆଉ ତାଙ୍କୁ ଶାନ୍ତି ମିଳିପାରି ନାହି । ଭଗବାନଙ୍କ ଫୋଟୋ ପାଖରେ କେବେବି ମୃତକଙ୍କ ଫୋଟୋ ରଖନ୍ତୁ ନାହି ।

ଯଦି ପୂଜା ଘରେ ମୃ-ତ-କ-ଙ୍କ ଫୋଟୋ ଲଗାନ୍ତି ତେବେ ଦୁଖର ଆଗମନ ହୋଇଥାଏ । ହିନ୍ଦୁ ଧର୍ମ ଅନୁଯାୟୀ ମନୁଷ୍ୟର ମୃ-ତ୍ୟୁ ପରେ ତାର ଶରୀର ଆଉ ଏକ ଶରୀରକୁ ରବେଶ କରିଥାଏ । ମୃ-ତ-କ-ଙ୍କ ଫୋଟୋ ଘରର ମଧ୍ୟ ଭାଗରେ ଲଗାଇବା ଦ୍ଵାରା ସମାଜରେ ମାନ ସମାନ ହାନି ହୋଇଥାଏ । ପିତୃଙ୍କ ଫୋଟୋ ଘରର ସେଠାରେ ଲଗାନ୍ତୁ ନାହି ଯେଉଁ ଠାରେ ଯିବା ଆସିବା ସମୟରେ ନଜର ପଡିଥାଏ ।

ବନ୍ଧୁଗଣ ଆପଣ ମାନଙ୍କୁ ଆମ ପୋଷ୍ଟଟି ଭଲ ଲାଗିଥିଲେ ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *