ମୃତ ବ୍ୟକ୍ତି ସ୍ଵପ୍ନରେ ଦେଖାଦେଲେ ଦିଅନ୍ତି ଏହି 7 ସଙ୍କେତ, କଣ ଆପଣଙ୍କୁ ମିଳୁ ନାହିଁ ତ ଏମିତି ସଙ୍କେତ ?

ନମସ୍କାର ବନ୍ଧୁଗଣ । ସୂଚନା ଅନୁସାରେ ପ୍ରତ୍ଯେକଟି ପ୍ରାଣୀ ନିଜ ଶରୀରକୁ କିଛି ବିଶ୍ରାମ ଦେବା ପାଇଁ ଶୋଇଥାଏ । ଯାହା ଦ୍ଵାରା ସେ ଶାରୀରିକ ଓ ମାନସିକ ସ୍ତରରେ ଶାନ୍ତି ପାଇପାରିବ । ସବୁ ମନୁଷ୍ୟ ମାନଙ୍କ ଶୋଇବା ସମୟରେ ପ୍ରାୟତଃ ସ୍ଵପ୍ନ ଆସିଥାଏ । ସେହି ସ୍ଵପ୍ନ କିଛି ପ୍ରକାରର ବି ହୋଇପାରେ। ଯଦି ଆମେ ଭଲ ସ୍ଵପ୍ନକୁ ଦେଖୁ । ତେବେ ଆମର ନିଦ ଭାଙ୍ଗିବା ବେଳେ ଆମକୁ ବହୁତ ଖୁସି ଲାଗିବା ସମୟରେ ଯଦି ଆମେ କୌଣସି ପ୍ରକାର ଖରାପ ସ୍ଵପ୍ନ ଦେଖିଥାଉ ।

ତେବେ ନିଦ ଭାଙ୍ଗିଗଲେ, ମନଟା ଅସ୍ଥିର ହୋଇଯାଇଥାଏ । ଆପଣ ମାନେ କଣ ଜାଣିଛନ୍ତି ସ୍ଵପ୍ନରେ କାହିଁକି ମରିଯାଇଥିବା ବ୍ୟକ୍ତିର ସ୍ଵପ୍ନ ଆସିଥାଏ । ଯେଉଁ ବ୍ୟକ୍ତିର ପରିବାରରେ ହଟାତ କୌଣସି କାରଣ ବଶତଃ ଅକାଳ ମୃତ୍ୟୁ ହୋଇଯାଇଥାଏ । ସେ ପରିବାର ସଦସ୍ୟକୁ ଛାଡି ଚାଲିଯାଇଥାଏ ସତ କିନ୍ତୁ ତାଙ୍କର କିଛି ସ୍ମୃତି ଘର ପରିବାର ସଦସ୍ୟଙ୍କ ପାଖରେ ରହିଜାଇଥାଏ ।

ଯେଉଁ କାରଣରୁ ଆମେ ଯଦି ସକାଳର କୌଣସି ସମୟରେ ତାଙ୍କ କଥାକୁ ଭାବନାରେ ଆଣିଥାଉ । ସେହି ଭାବନା ଗୁଡିକ ମସ୍ତିସ୍କରେ ରହିଜାଇଥାଏ । ଯେତେବେଳେ ନିଷ୍ପଦ ରାତିରେ ସମସ୍ତେ ଶୋଇପଡିଥାନ୍ତି । ସେତେବେଳେ ସେହି ଭାବନା ଗୁଡିକ ସ୍ଵପ୍ନ ଆକାରରେ ଆସିଥାଏ । ଯଦି ଘରର କୌଣସି ବ୍ୟକ୍ତିଙ୍କର ବୟସ୍କ ହୋଇଯାଇଥିବା କାରଣରୁ ବୃଦ୍ଧ ହୋଇ ମୃତ୍ୟୁ ବରଣ କରିଥାନ୍ତି ।

ତେବେ ସେହି ଲୋକଙ୍କର ଯଦି ସ୍ଵପ୍ନରେ ଦେଖନ୍ତି । ତେବେ ସେ ଆପଣଙ୍କ ସ୍ଵପ୍ନକୁ ଆସିବା ମାନେ ହେଉଛି । ସେ ଏହି ମର୍ତ୍ତ୍ୟଲୋକରେ ନିଜ କର୍ମ ତୁଲାଇ ଆରପାରିକୁ ଚାଲିଯାଇଛନ୍ତି । ତେଣୁ ଅଯଥାରେ ତାଙ୍କ କଥା ଭାବି ମନ ଦୁଃଖ କରିବା ଅନୁଚିତ । ସ୍ଵପ୍ନରେ ଯଦି ଘରର କୌଣସି ବ୍ୟକ୍ତିଙ୍କର ମୃତ୍ୟୁ ହୋଇଯାଇଥାଏ ।

ତେବେ ସେ ଯଦି ସ୍ଵପ୍ନରେ ଆସି ତାଙ୍କର କୌଣସି ଅଧୁରା ସ୍ଵପ୍ନକୁ ପୂରଣ କରିବାକୁ ଆପଣଙ୍କ ନିକଟରେ ପ୍ରକାଶ କରିଥାନ୍ତି । ତେବେ ଯଦି ବ୍ୟକ୍ତି ପାଖରେ ସେହି ମୃତ ବ୍ୟକ୍ତିର ଇଛା ପୂରଣ କରିବାର ସମର୍ଥତା ରହିଥାଏ । ତେବେ ନିହାତି ଭାବରେ ଇଛା ପୂରଣ କରିଦେବା ଉଚିତ । ଯାହା ଦ୍ଵାରା ମୃତ ବ୍ୟକ୍ତିର ଆତ୍ମାକୁ ଶାନ୍ତି ପ୍ରାପ୍ତ ହୋଇବ ।

ଏହା ସହିତ ସେହି ଘରର ବହୁ ବିଧ ଉନ୍ନତି ହୋଇବ । ଘର ପରିବାରରେ ସମସ୍ତେ ଶାନ୍ତିରେ ବସବାସ କରିପାରିବେ । ନଚେତ ସେହି ମୃତ ବ୍ୟକ୍ତିର ଅଧୁରା ଇଛା ପୂରଣ ନହୋଇପାରିଲେ । ତାଙ୍କ ଆତ୍ମା ଶାନ୍ତି ପାଇପାରିନଥାଏ । ଯାହା ଦ୍ଵାରା ଘରେ ଅଶାନ୍ତିର ବାତାବରଣ ଦେଖିବାକୁ ମିଳିଥାଏ । ଯଦି ଏହି ପୋଷ୍ଟଟି ଭଲ ଲାଗିଥାଏ । ତେବେ ଆମ ପେଜକୁ ଲାଇକ୍, କମେଣ୍ଟ ଓ ଶେୟାର କରିବାକୁ ଜମାରୁ ଭୁଲନ୍ତୁ ନାହିଁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *