ନମସ୍କାର, ଆଜି ଆମେ ଆପଣ ମାନଙ୍କୁ କହିବାକୁ ଯାଉଛୁ ବଲିଉଡ ଇଣ୍ଡଷ୍ଟ୍ରୀ ର କିଛି ପ୍ରସିଦ୍ଧ ଅଭିନେତ୍ରୀ ଙ୍କ ବିଷୟରେ। ଯେଉଁମାନେ ଅନସ୍କ୍ରିନ ମେକଅପ ଦ୍ୱାରା ତ ବହୁତ ସୁନ୍ଦର ଦେଖାଯାଆନ୍ତି, କିନ୍ତୁ ବାସ୍ତବ ଜୀବନ ରେ ଏହି ଅଭିନେତ୍ରୀ ମାନେ ବିନା ମେକଅପ ରେ ସମ୍ପୂର୍ଣ୍ଣ ଭିନ୍ନ ଦେଖା ଯାଇଥାନ୍ତି। ଏହା ମଧ୍ୟ କହିଲେ ଅତୃପ୍ତି ହେବ ନାହିଁ ଯେ, ବାସ୍ତବ ଜୀବନ ରେ ବିନା ମେକଅପ ଦ୍ୱାରା ଏହି ଅଭିନେତ୍ରୀ ମାନଙ୍କୁ ଚିନ୍ହିବା କଷ୍ଟକର ହୋଇଯାଇଥାଏ।
ଆପଣ ମାନେ ତ ଜାଣିଥିବେ ଯେ, ବଲିଉଡ ର ଅଭିନେତ୍ରୀ ପାଇଁ ନିଜ ଅଭିନୟ ସହିତ ନିଜ ସୁନ୍ଦରତା ପାଇଁ ମଧ୍ୟ ଦର୍ଶକ ମାନଙ୍କ ହୃଦୟ ରେ ନିଜର ଏକ ସ୍ୱତନ୍ତ୍ର ସ୍ଥାନ କରିଛନ୍ତି। କିନ୍ତୁ କଣ ଆପଣ ମାନେ ଜାଣିଛନ୍ତି ଯେ ଏହି ଅଭିନେତ୍ରୀ ମାନଙ୍କର ସୁନ୍ଦରତା ର ରହସ୍ୟ ହେଉଛି ମେକଅପ ଆର୍ଟିଷ୍ଟ ଙ୍କ ପରିଶ୍ରମ। ମେକଅପ ଆର୍ଟିଷ୍ଟ ବଲିଉଡ ଅଭିନେତ୍ରୀ ମାନଙ୍କର କରୁଥିବା ମେକଅପ ଦ୍ୱାରା ସେମାନେ ଅତ୍ୟଧିକ ସୁନ୍ଦର ଦେଖା ଯାଇଥାଆନ୍ତି।
କିନ୍ତୁ ଅଫସ୍କ୍ରିନ ଏହି ଅଭିନେତ୍ରୀ ମାନେ ବିନା ମେକଅପ ରେ ନିଜ ଅନସ୍କ୍ରିନ ଜୀବନ ଠାରୁ ସମ୍ପୂର୍ଣ୍ଣ ଭାବରେ ଅଲଗା ଦେଖାଯାଆନ୍ତି। ତେବେ ଆସନ୍ତୁ ଜାଣିବା ସେହି ବଲିଉଡ ର ଅଭିନେତ୍ରୀ ମାନଙ୍କ ସମ୍ବନ୍ଧରେ ଯିଏ ବାସ୍ତବ ରେ ବିନା ମେକଅପ ରେ କିଭଳି ଦେଖାଯାଇଥାଆନ୍ତି।
୧. ପ୍ରଥମ ଅଭିନେତ୍ରୀ ଜଣକ ହେଉଛନ୍ତି, ବଲିଉଡ ଇଣ୍ଡଷ୍ଟ୍ରୀ ରେ ଲୋକପ୍ରିୟତା ହାସଲ କରିଥିବା ଅଭିନେତ୍ରୀ ‘ପ୍ରିୟଙ୍କା ଚୋପ୍ରା’। ଏହି ଅଭିନେତ୍ରୀ ଜଣକ ଅନସ୍କ୍ରିନ ତ ମେକଅପ ଦ୍ୱାରା ବହୁତ ସୁନ୍ଦର ଦେଖାଯାଆନ୍ତି ଏବଂ ନିଜ ସୁନ୍ଦରତା ପାଇଁ ସେ ଦର୍ଶକ ମାନଙ୍କୁ ମୋହିତ କରିଛନ୍ତି। କିନ୍ତୁ ଯଦି ଏହି ଅଭିନେତ୍ରୀ ଜଣଙ୍କୁ ଅଫସ୍କ୍ରିନ ବିନା ମେକଅପ ରେ ଦେଖିବା ତେବେ ସେ ନିଜ ଅନସ୍କ୍ରିନ ଜୀବନ ଠାରୁ ସମ୍ପୂର୍ଣ୍ଣ ଭିନ୍ନ ଅଟନ୍ତି।
ବିନା ମେକଅପ ରେ ପ୍ରିୟଙ୍କା ଙ୍କ ଚେହେରା ରଫ ଦେଖାଯାଇଥାଏ। କିନ୍ତୁ ଏହି ଅଭିନେତ୍ରୀ ବିନା ମେକଅପ ରେ ମଧ୍ୟ ବହୁତ ସୁନ୍ଦର ଦେଖାଯାଆନ୍ତି ଏବଂ ତାଙ୍କ ଚେହେରା ରେ କୌଣସି ଦାଗ ମଧ୍ୟ ରହିନାହିଁ। ବିନା ମେକଅପ ରେ ଏହି ଅଭିନେତ୍ରୀ ଙ୍କ ଚେହେରା ପ୍ରାୟତଃ ଗ୍ଲୋ ମଧ୍ୟ କରିଥାଏ।
୨. ଦ୍ବିତୀୟ ଅଭିନେତ୍ରୀ ଜଣକ ହେଉଛନ୍ତି ବଲିଉଡ ଇଣ୍ଡଷ୍ଟ୍ରୀ ର ନାମିଦାମୀ ଅଭିନେତ୍ରୀ ‘ରାଣୀ ମୁଖାର୍ଜୀ’। ଏହି ଅଭିନେତ୍ରୀ ଜଣକ ଅନସ୍କ୍ରିନ ମେକଅପ ଦ୍ୱାରା ତ ବହୁତ ସୁନ୍ଦର ଦେଖାଯାଆନ୍ତି ଏବଂ ଫିଲ୍ମ ରେ ଅଭିନୟ କରୁଥିବା ସମୟରେ ମେକଅପ ଦ୍ୱାରା ତାଙ୍କ ଚେହେରା ବହୁତ ମାତ୍ରା ରେ ଗ୍ଲୋ କରିଥାଏ। କିନ୍ତୁ ବାସ୍ତବତା ଏହା ଯେ, ଏହି ଅଭିନେତ୍ରୀ ଜଣକ ଅଫସ୍କ୍ରିନ ବିନା ମେକଅପ ରେ ସମ୍ପୂର୍ଣ୍ଣ ଭାବରେ ଭିନ୍ନ ଦେଖା ଯାଇଥାଆନ୍ତି।
ଏହି ଅଭିନେତ୍ରୀ ଙ୍କ ଚେହେରା ର ଦାଗ ସ୍ପଷ୍ଟ ଭାବରେ ଜଣା ପଡ଼ିଥାଏ ଏବଂ ଚେହେରା ପ୍ରାୟ ମାତ୍ରା ରେ କଳା ଦେଖାଯାଇଥାଏ। କହିବାକୁ ଗଲେ ଏହି ଅଭିନେତ୍ରୀ ଜଣକ ନିଜ ଅଫସ୍କ୍ରିନ ଏବଂ ଅନସ୍କ୍ରିନ ଜୀବନ ରେ ସମ୍ପୂର୍ଣ୍ଣ ଭାବରେ ଭିନ୍ନ ଦେଖାଯାଆନ୍ତି।
୩. ତୃତୀୟ ଅଭିନେତ୍ରୀ ଜଣକ ହେଉଛନ୍ତି ବଲିଉଡ ଇଣ୍ଡଷ୍ଟ୍ରୀ ରେ ପ୍ରସିଦ୍ଧି ଲାଭ କରିଥିବା ଅଭିନେତ୍ରୀ ‘ଦୀପିକା ପାଦୁକୋନ’। ଏହି ଅଭିନେତ୍ରୀ ଜଣକ ଅନସ୍କ୍ରିନ ମେକଅପ ଦ୍ୱାରା ବହୁତ ସୁନ୍ଦର ଦେଖାଯାଆନ୍ତି। କିନ୍ତୁ ଅଫସ୍କ୍ରିନ ନିଜ ନିତ୍ୟ ଜୀବନ ରେ ଏହି ଅଭିନେତ୍ରୀ ଜଣକ ବିନା ମେକଅପ ରେ ସମ୍ପୂର୍ଣ୍ଣ ଅଲଗା ଦେଖାଯାଆନ୍ତି ଏବଂ ବିଶ୍ଵାସ ମଧ୍ୟ କରି ହୁଏନାହିଁ ଯେ, ସେ ସତରେ ହେଉଛନ୍ତି ବଲିଉଡ ଇଣ୍ଡଷ୍ଟ୍ରୀ ର ଲୋକପ୍ରିୟ ଅଭିନେତ୍ରୀ ଦୀପିକା ପାଦୁକୋନ ବୋଲି।
ବିନା ମେକଅପ ରେ ଏହି ଅଭିନେତ୍ରୀ ଙ୍କ ଚେହେରା ର ଗୋରାପଣ କମ ଦେଖାଯାଏ କିନ୍ତୁ ଏହି ଅଭିନେତ୍ରୀ ଙ୍କ ଚେହେରା ରେ କୌଣସି ପ୍ରକାରର ଦାଗ ରହିନାହିଁ। ଶୁଣିବାକୁ ମିଳେ ଯେ ଦୀପିକା ବର୍ତ୍ତମାନ ନିଜ ଚେହେରା ର ବହୁତ ଯତ୍ନ ନେଉଛନ୍ତି।
୪. ଚତୁର୍ଥ ଅଭିନେତ୍ରୀ ଜଣକ ହେଉଛନ୍ତି ‘ଜାନ୍ହବି କପୁର’। ଏହି ଅଭିନେତ୍ରୀ ଜଣକ ନିଜ ଅଭିନୟ ଠାରୁ ନିଜ ସୁନ୍ଦରତା ପାଇଁ ଅଧିକ ଲୋକପ୍ରିୟତା ହାସଲ କରିଛନ୍ତି। ଏହି ଅଭିନେତ୍ରୀ ଜଣକ ଅନସ୍କ୍ରିନ ମେକଅପ ଦ୍ୱାରା ଯେପରି ସୁନ୍ଦର ଦେଖା ଯାଆନ୍ତି। ସେହିପରି ଅଫସ୍କ୍ରିନ ମଧ୍ୟ ବିନା ମେକଅପ ରେ ବହୁତ ସୁନ୍ଦର ଦେଖାଯାଆନ୍ତି। ଏହି ଅଭିନେତ୍ରୀ ଙ୍କୁ ନାଚୁରାଲ ବିଉଟି ମଧ୍ୟ କୁହାଯାଏ। ଏହି ଅଭିନେତ୍ରୀ ଙ୍କ ଚେହେରା ବିନା ମେକଅପ ରେ ମଧ୍ୟ ବହୁତ ଗ୍ଲୋ କରିଥାଏ ଏବଂ ତାଙ୍କ ଚେହେରା ରେ କୌଣସି ଦାଗ ମଧ୍ୟ ରହିନାହିଁ।
୫. ପଞ୍ଚମ ଅଭିନେତ୍ରୀ ଜଣକ ହେଉଛନ୍ତି ‘ମଲାଇକା ଆରୋରା’। ଅନସ୍କ୍ରିନ ଯେପରି ମେକଅପ ଦ୍ବାରା ଏହି ଅଭିନେତ୍ରୀ ଜଣକ ବହୁତ ସୁନ୍ଦର ଏବଂ ବୋଲଡ଼ ଦେଖାଯାଆନ୍ତି ସେହିପରି ଅଫସ୍କ୍ରିନ ମଧ୍ୟ ବିନା ମେକଅପ ରେ ବହୁତ ସୁନ୍ଦର ଏବଂ ଗୋରା ଦେଖାଯାଆନ୍ତି। ଏହି ଅଭିନେତ୍ରୀ ଙ୍କ ଚେହେରା ରେ କୌଣସି ଦାଗ ମଧ୍ୟ ରହିନାହିଁ ଯାହାଦ୍ୱାରା ସେ ଅଧିକ ଗ୍ଲୋ କରନ୍ତି।
ତେବେ ଏହା ଥିଲା ବଲିଉଡ ଇଣ୍ଡଷ୍ଟ୍ରୀ ର ୫ଜଣ ପ୍ରସିଦ୍ଧ ଅଭିନେତ୍ରୀ ଙ୍କ ସମ୍ବନ୍ଧରେ ଯେଉଁମାନେ ଅଫସ୍କ୍ରିନ ବିନା ମେକଅପରେ କିଭଳି ଦେଖା ଯାଇଥାନ୍ତି। କହିବାକୁ ଗଲେ ବଲିଉଡ ଇଣ୍ଡଷ୍ଟ୍ରୀ ର ଅଭିନେତ୍ରୀ ମାନେ ବିନା ମେକଅପ ରେ ସାଧାରଣ ମହିଳା ଙ୍କ ଭଳି ହିଁ ଦେଖା ଯାଇଥାଆନ୍ତି। ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରନ୍ତୁ।