ମହାଶିବରାତ୍ରୀ (18 February) ଦିନ ନିଶ୍ଚୟ ଖାଇ ନିଅନ୍ତୁ ଖାଇ ନିଅନ୍ତୁ ଏହି 1 ଜିନିଷ, ପୂରା ବର୍ଷ ଆପଣଙ୍କ ଘରେ ହେବ ଧନର ବର୍ଷା

ବନ୍ଧୁଗଣ ଆପଣ ମାନଙ୍କୁ ମହାଶିବରାତ୍ରି ଉପଲକ୍ଷେ ଅନେକ ଅନେକ ହାର୍ଦ୍ଦିକ ଅଭିନନ୍ଦନ । ଏହି ବର୍ଷ ଫେବୃଆରି ୧୮ ଶନିବାର ଦିନ ପଡିବାକୁ ଯାଉଛି ଜାଗର ପର୍ବ । ଏହି ଦିନରେ ବହୁତ ସାରା ବିଶେଷ ଶୁଭ ଯୋଗ ନିର୍ମାଣ ହେଉଛି । କିଛି ଗ୍ରହ ମାନଙ୍କର ମିଳନରୁ ଏହି ଦିନ କେତେ ରାଜଯୋଗ ଓ ଧନ ଯୋଗର ନିର୍ମାଣ ହେଉଛି । ଏହି ଦିନ ସିଦ୍ଧି ନାମକ ଯୋଗ ବନୁଅଛି । ଏହି ଦିନ ପବିତ୍ର ଦିନ ଅଟେ । ମହାଦେବଙ୍କୁ ଏହି ଦିନ ବହୁତ ପ୍ରିୟ ଅଟେ ।

ତେବେ ଏହି ଦିନ ଗୋଟେ ଜିନିଷ ଖାଇବା ଦ୍ଵାରା ଧନର ବୃଦ୍ଧି ହେବା ସହ ମହାଦେବଙ୍କ କୃପା ଲାଗି ରହିବ । ଆସନ୍ତୁ ଜାଣିବା ବିସ୍ତାର ଭାବେ । ଭଗବାନ ଶିବ ଙ୍କ ପୂଜାରେ ଅକ୍ଷତ, ବେଲପତ୍ର ନିଶ୍ଚୟ ଅର୍ପଣ କରନ୍ତୁ । ଅକ୍ଷତ ଅର୍ପଣ କରିଲେ ଜୀବନରେ କେବେ ବି ଧନର ଅଭାବ ହେବ ନାହି । କିନ୍ତୁ ଚାଉଳ ଯେମିତି ଖଣ୍ଡ ହୋଇନ  ଥିବ । ଏହି ଦିନ କଳା ବସ୍ତ୍ର ପିନ୍ଧିବା ଦ୍ଵାରା ମହାଦେବ କ୍ରୋଧିତ ହୋଇଥାନ୍ତି । ଜାଗର ପର୍ବ ଦିନ ସକାଳୁ ଶଯ୍ୟା ତ୍ୟାଗ କରି ସ୍ନାନ କରିବା ଉଚିତ । ଏହା ଦ୍ଵାରା ମହାଦେବ ପ୍ରସନ୍ନ ହୋଇଥାନ୍ତି ।

ସକାଳ ୮ଟା ପୂର୍ବରୁ ସ୍ନାନ କରିଲେ ପଜେଟିଭ ଊର୍ଜା ଆସିଥାଏ । ମହାଦେବଙ୍କୁ ଜଳ ଅର୍ପଣ କରିବା ସମୟରେ ପ୍ଲାଷ୍ଟିକ ପାତ୍ର ବ୍ୟବହାର କରନ୍ତୁ । ଏହା ସହ ତୁଳସୀ ପତ୍ରର ବ୍ୟବହାର କରିବା ଅନୁଚିତ । ଶିବରାତ୍ରି ଦିନ ସଂଭୋଗ କରିଲେ ପର ଜନ୍ମରେ ଭୟଙ୍କର କଷ୍ଟ ଭୋଗିବାକୁ ପଡିଥାଏ । ଏହି ଜନ୍ମରେ ଆପଣ ଦୁର୍ଭାଗ୍ୟକୁ ସାମ୍ନା କରିବାକୁ ପଡିଥାଏ ।

ଯେବେ ଯାଏଁ ସମ୍ଭବ ଆପଣ ବ୍ରତ ରଖନ୍ତୁ । ଯଦି ବ୍ରତ ରଖୁ ନାହାନ୍ତି ତେବେ ରୋଷେଇ କରି ଖାଇପାରିବେ । ଏହି ଦିନ ମଦ, ମାଂସ, ପିଆଜ ଓ ରସୁଣ ଖାଆନ୍ତୁ ନାହି । ଏହି ଦିନ ପ୍ରତେକ ସମୟରେ ଓମ ନମହ ସିବାୟ ମନ୍ତ୍ର ଜପ କରନ୍ତୁ । ଭଗବାନ ଶିବଙ୍କୁ ପ୍ରସନ୍ନ କରିବା ବହୁତ ସହଜ ହୋଇଥାଏ ।

ଏବେ ଆସନ୍ତୁ ଜାଣିବା କେଉଁ ୫ଟି ଜିନିଷ ଆଣିଲେ ମହାଦେବ ପ୍ରସନ୍ନ ହୋଇଥାନ୍ତି । ତେବେ ଏହି ଦିନ ଭଗବାନ ଶିବଙ୍କ ଡମ୍ବରୁ, ଶିବ ପାର୍ବତୀଙ୍କ ଫୋଟୋ, ଏକମୁଖୀ ରୁଦ୍ରାକ୍ଷ, ଶ୍ରୀଯନ୍ତ୍ର ଆଣି ଘରେ ରଖନ୍ତୁ । ଏହା ଦ୍ଵାରା ଘରେ ସୁଖ ସମୃଦ୍ଧି ଓ ଧନର ବୃଦ୍ଧି ହୋଇଥାଏ । ଏହି ଦିନ ତ୍ରିଶୂଳ କୌଣସି ମନ୍ଦିରରେ ଦାନ କରିଲେ ଜନ୍ମ ଜନ୍ମ ଯାଏଁ ଦୁର୍ଭାଗ୍ଯର ସାମ୍ନା କରିବାକୁ ପଡେ ନାହି ।

ମହାଶିବରାତ୍ରି ଦିନ ଏମିତି କରନ୍ତୁ । ଏହି ଦିନ ମୟୂର ପଙ୍ଖ ଘରକୁ ଆଣିଲେ ଶୁଭ ହୋଇଥାଏ । ଶିବ ପୁରାଣ ଅନୁଯାୟୀ ଶିବରାତ୍ରି ଦିନ ବ୍ରତ ରଖିଥିବା ବ୍ୟକ୍ତି ମାନେ ଦୂଦୁରା ଫଳକୁ ଖାଇବା ଉଚିତ  । ଏହାର ମଞ୍ଜି ବିଷାକ୍ତ ହୋଇଥାଏ । ଏହି ଦିନ ଭାଙ୍ଗର ସେବନ କରିପାରିବେ ।

ବନ୍ଧୁଗଣ ଆପଣ ମାନଙ୍କୁ ଆମ ପୋଷ୍ଟଟି ଭଲ ଲାଗିଥିଲେ ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *