ମାସରେ କେବଳ ଥରେ ଲଗାନ୍ତୁ ? ସାରା ଜୀବନ କେବେ ବି ଧଳା କେଶ ଆସିବ ନାହିଁ !

ବନ୍ଧୁଗଣ, ପୁରୁଷ ହୁଅନ୍ତୁ କିଅବା ନାରୀ ସମସ୍ତଙ୍କୁ ନିଜ କେଶ ବହୁତ ପସନ୍ଦ ଅଟେ । ମାତ୍ର ଯଦି ସେହି କେଶ ଧଳା ହୋଇଯାଏ ମନୁଷ୍ୟ ଅନେକ ଚିନ୍ତା କରିବାକୁ ଲାଗିଯାଏ । ଏହାପରେ ନିଜ କେଶ କୁ କଳା କରିବା ନିମନ୍ତେ ଅନେକ ପ୍ରକାରର କେମିକାଲ୍ସ ପ୍ରଡ଼କ୍ଟ ର ବ୍ୟବହାର କରିବାକୁ ଲାଗିଥାଏ ।

ଏହା ଦ୍ଵାରା କେଶକୁ ବହୁତ ଅଧିକ କ୍ଷତି ପହଞ୍ଚିଥାଏ । ଆଜି ଆମ୍ଭେ ଆପଣଙ୍କୁ ଏଭଳି ଏକ ଘରୋଇ ଉପଚାର ସମ୍ବନ୍ଧରେ କହିବାକୁ ଯାଉଅଛୁ । ଯାହାକୁ ପ୍ରସ୍ତୁତ କରିବାକୁ ଖୁବ ଅଳ୍ପ ସମୟ ଲାଗିଥାଏ । ମାତ୍ର ଆପଣଙ୍କ କେଶ ପ୍ରାକୃତିକ ଉପାୟ ରେ କଳା ହୋଇଯାଏ । ବଢୁଥିବା ପ୍ରଦୂଷଣ ବଢୁଥିବା ଟେନସନ ଏବଂ ଭୋଜନ ରେ ଜରୁରୀ ମିନେରାଲ ର ଅଭାବ କାରଣରୁ ଆଜିକାଲି ଅସମୟରେ କେଶ ଧଳା ହେବାକୁ ଲାଗିଛି । ଏହି ଉପାୟ ଟି ବହୁତ ଲାଭ ଦାୟକ ଅଟେ । ଆସନ୍ତୁ ଜାଣିବା ତାହା ସମ୍ବନ୍ଧରେ,-

ଭୂଷଙ୍ଗ ପତ୍ର ଖାଇବା ସହିତ ଆମ କେଶ ନିମନ୍ତେ ବହୁତ ଲାଭ ଦାୟକ ଅଟେ । ଏହି ଉପଚାର ବନାଇବା ନିମନ୍ତେ ଆପଣ ମାନଙ୍କୁ ଆବଶ୍ୟକ ୫୦ ଗ୍ରାମ ନଡିଆ ତେଲ ଏବଂ ୧୦୦ ଗ୍ରାମ ଭୂଷଙ୍ଗ ପତ୍ର । ଗ୍ୟାସ ରେ ଗୋଟିଏ ପାତ୍ର ବସାଇ ସେଥିରେ ୫୦ ଗ୍ରାମ ନଡିଆତେଲ ପକାନ୍ତୁ । ସେହି ତେଲ କୁ ହାଲ୍କା ଗରମ କରି ଦିଅନ୍ତୁ । ହାଲ୍କା ଗରମ ହୋଇଗଲା ପରେ ଆପଣ ଭୂଷଙ୍ଗ ପତ୍ର କୁ ପକାନ୍ତୁ ଏବଂ ଗ୍ୟାସକୁ ସିମ କରି ଦିଅନ୍ତୁ ।

ସମୁଦାୟ ୧୦ ମିନିଟ ପର୍ଯ୍ୟନ୍ତ ଏହାକୁ ଫୁଟିବାକୁ ଦିଅନ୍ତୁ । ଏହାପରେ ଆପଣ ଦେଖିବାକୁ ପାଇବେ ଯେ ନଡିଆ ତେଲ ର ରଙ୍ଗ ବଦଳି ଯିବ । ଏହାପରେ ଏହାକୁ ଥଣ୍ଡା କରି କୌଣସି ବୋତଲ ରେ ଭାରି ରଖନ୍ତୁ । ଏହାପରେ ସପ୍ତାହ ରେ ୩ ଥର ଏହି ତେଲ ର ମାଲିସ କରି ନିଅନ୍ତୁ ।

ଏହାପରେ ଆପଣ ଏହାର ଫାଇଦା ଦେଖିବେ । ଏଥିରୁ ଛାଣିଥିବା ପତ୍ର କୁ ଆପଣ ପେଷ୍ଟ ବନାଇ ଦିଅନ୍ତୁ । ଏହାପରେ ଏହି ପେଷ୍ଟ କୁ ଆପଣ ନିଜ କେଶ ମୂଳରେ ଲଗାନ୍ତୁ । ଏହାଦ୍ଵାରା ଆମ୍ଭ କେଶ ନରମ ହୋଇଥାଏ । ଆପଣ ଦେଖିବେ ଏହି ଘରୋଇ ଉପଚାର ଦ୍ଵାରା ଆପଣଙ୍କ କେଶ ପ୍ରକୃତିକ ଉପାୟ ଦ୍ଵାରା କଳା ହୋଇଯିବ । ଏହାଛଡା ଆପଣଙ୍କ କେଶ ଝଡିବା ସମସ୍ୟା ବନ୍ଦ ହୋଇଯିବ ।

ଆପଣଙ୍କ କେଶ ଘନ ତଥା ସୁନ୍ଦର ଦେଖାଯିବ । ଆପଣ ଅନ୍ୟ କୌଣସି କେମିକାଲ ର ପ୍ରୟୋଗ ନ କରି ଥରେ ମାତ୍ର ଏହାର ପ୍ରୟୋଗ କରନ୍ତୁ ଏବଂ ସୁପରିଣାମ ଦେଖନ୍ତୁ । ଆପଣଙ୍କୁ ଏହି ବିଶେଷ ବିବରଣୀ ଟି କିଭଳି ଲାଗିଲା ନିଜର ମତାମତ କମେଣ୍ଟ ମାଧ୍ୟମରେ ଜଣାନ୍ତୁ । ଆମ ପୋଷ୍ଟଟି ଆପଣଙ୍କୁ ଭଲ ଲାଗିଥିଲେ ଲାଇକ, କମେଣ୍ଟ ଓ ସେୟାର କରନ୍ତୁ । ଏଭଳି ଅଧିକ ପୋଷ୍ଟ ପାଇଁ ଆମ ପେଜ୍ କୁ ଲାଇକ ଏବଂ ଫଲୋ କରନ୍ତୁ ଧନ୍ୟବାଦ ।

Leave a Reply

Your email address will not be published. Required fields are marked *