ଘରକୁ ମା’ ଲକ୍ଷ୍ମୀ ଆସିବାର 5 ସଙ୍କେତ ! କଣ ଆପଣଙ୍କୁ ମିଳୁଛି ଏମିତି ସଙ୍କେତ ତ ଆପଣ ହୋଇ ପାରଣଟି ଧନବାନ

ନମସ୍କାର ବନ୍ଧୁଗଣ , ଆମ ଜୀବନରେ ଧନର ବହୁତ ମହତ୍ଵ ରହିଛି । ଧନ ର ଅଭାବରୁ ମଣିଷ ଖୁସିରେ ରହି ନ ଥାଏ । କିନ୍ତୁ ଧନ ହିଁ ସବୁ କିଛି ହୋଇନଥାଏ , ବା ଧନ  ଦ୍ଵାରା ଆମେ ଖୁସି ଏବଂ ସମ୍ପର୍କକୁ କିଣିପାରିବା ନାହିଁ । ବାସ୍ତବରେ ଧନ ସବୁ କିଛି ତ ନାହିଁ  , କିନ୍ତୁ ବହୁତ କିଛି ହୋଇଥାଏ । ଧନରେ ଆମେ ଖୁସିକୁ କିଣିପାରିବା ନାହିଁ , ବରଂ ଧନ ପାଖରେ ଥିଲେ ଖୁସି ଆପେ ଆପେ ଆସିଥାଏ । ଯଦି ଜୀବନରେ ଧନ ର ମହତ୍ଵ କିଛି ନ ଥାଆନ୍ତା ।

ତେବେ ମଣିଷ କ’ଣ ପାଇଁ ଧନ କମେଇବା ପାଇଁ ଦିନ ରାତି ଏକାଠି  କରିଦେଇଥାଆନ୍ତା ।  ଧନ ର କାମନା ପ୍ରତ୍ୟେକ    ବ୍ୟକ୍ତି  କରିଥାନ୍ତି । ପ୍ରତ୍ୟେକ ବ୍ୟକ୍ତି ଏକ ସୁଖଦାୟକ ଜୀବନ ଅତିବାହିତ କରିବାର  ଆକାଂକ୍ଷା ରହିଥାଏ ।  ଏହା ଦୁନିଆର ଏକ କଟୁ ସତ୍ୟ ଅଟେ କି ଯାହା ପାଖରେ ପଇସା ଥାଏ । ତାହା ହାତ ମୁଠାରେ ପୁରା ଦୁନିଆ ରହିଥାଏ ।ଏଥି ପାଇଁ ପ୍ରତ୍ୟେକ ବ୍ୟକ୍ତି  ମା ‘ ଲକ୍ଷ୍ମୀଙ୍କର ପୂଜା କରିଥାନ୍ତି ଓ ଧନ , ସମ୍ପତି ର କାମନା କରିଥାନ୍ତି ।  କିନ୍ତୁ ମା ‘ ଲକ୍ଷ୍ମୀ କାହା ଉପରେ ଏତେ ସହଜରେ ପ୍ରସନ୍ନ ହୁଅନ୍ତି ନାହିଁ ।

ମା ‘ ଲକ୍ଷ୍ମୀ କୁ ଖୁସି କରିବା ବହୁତ କଠିନ କାମ ଅଟେ । କିନ୍ତୁ କାହା ଉପରେ ମା ‘ ଲକ୍ଷ୍ମୀଙ୍କର କୃପା ଥାଏ  , ସେ କେବେ ବି ଦୁଃଖ ରେ ରହିନଥାଏ ।  ମା ‘ ଲକ୍ଷ୍ମୀ ତାଙ୍କ ର ପ୍ରତ୍ୟେକ  ଭକ୍ତଙ୍କର  ଉପରେ କୋଣସି ନା କୋଣସି ଦିନ କୃପା କରିଥାନ୍ତି , ଓ ତାଙ୍କ ଭକ୍ତଙ୍କ  ଉପାସନାରେ ପ୍ରସନ୍ନ ହୋଇ ତାଙ୍କ ଘରକୁ ମଧ୍ୟ ଆସିଥାନ୍ତି । ଯେତେ ବେଳେ ମା ‘ ଲକ୍ଷ୍ମୀ ଆସିଥାନ୍ତି ତେବେ ସେ ଆମକୁ ଏମିତି କିଛି ସଂକେତ ଦେଇଥାନ୍ତି ।

ଯାହା ଫଳରେ ଆମେ ଜାଣିପାରିଥାଉ କି ମାତା ଲକ୍ଷ୍ମୀ ଆସିଛନ୍ତି ବୋଲି । ଏହି ସଂକେତଙ୍କୁ ଅତ୍ୟନ୍ତ ଶୁଭ ଓ ମଙ୍ଗଳ  ଏବଂ ସାକ୍ଷାତ ମାତା ଲକ୍ଷ୍ମୀଙ୍କର ଆଗମନ ମାନା  ଯାଇଥାଏ । ଯଦି ଏମିତି ସଂକେତ ଆପଣ ମଧ୍ୟ ପାଇଁ ଥାନ୍ତି ତେବେ ଜାଣିନିଅନ୍ତୁ  କି ମାତା ଲକ୍ଷ୍ମୀ ଆପଣଙ୍କ ଗୃହକୁ  ଆସିଅଛନ୍ତି  । ତେବେ ଆସନ୍ତୁ ଜାଣିବା ଏହି ସଂକେତ ସମ୍ବନ୍ଧରେ । ଯଦି ଅମାବାସ୍ୟା ଦିନ ପେଚା ଦେଖନ୍ତି , ବିଲେଇ କ୍ଷୀର ପିଇବା ଦେଖିଥାନ୍ତି ଓ କଳା ମୂଷା ଘରକୁ ଆସିବାର ଦେଖିଥାନ୍ତି ।

ଏପରି ଯଦି ଅମାବାସ୍ୟା ଦିନ ଦେଖନ୍ତି ତେବେ ମା ‘ ଲକ୍ଷ୍ମୀଙ୍କ ଆଗମନ ସଂକେତ ରହିଥାଏ ।  ଶନିବାର ଦିନ କୋଣସି ଜିନିଷ ବିକ୍ରି କରନ୍ତୁ ନାହିଁ ନଚେତ୍ ମା ‘ ଲକ୍ଷ୍ମୀ ଘରୁ ପଳେଇବେ । ଯଦି ଘରେ ଧନ ର ଅଭାବ ଦେଖାଯାଇଥାଏ । ତେବେ ଗୋଟିଏ କାମ କରନ୍ତୁ  ଛୋଟ ପିତଳ ଢାଳରେ  ଖୁଚୁରା ମୁଦ୍ରା ପୂର୍ଣ କରି ଘରର  ପଶ୍ଚିମ ପାଖରେ ରଖି ସବୁ ଦିନ ମୁଣ୍ଡିଆ ମାରନ୍ତୁ । ଗୁରୁ ବାର ଦିନ ଘର , ଜମି ଆଦି ବିକ୍ରି କରନ୍ତୁ ନାହିଁ ।

ଯଦି ଆପଣ ଘରେ ବା ବାହାରେ ଧଳା ପେଚା ଦେଖନ୍ତି , ତେବେ ଏହା ଅତ୍ୟନ୍ତ ଶୁଭ ସଂକେତ ହୋଇଥାଏ । ଏହି ସବୁ ସଂକେତ ମିଳିଲେ ଜାଣିବେ ଯେ ମା ‘ ଲକ୍ଷ୍ମୀ ଆପଣଙ୍କ ଘର କୁ ଆଗମନ କରି ବାକୁ ଯାଉଛନ୍ତି । ଏଭଳି ପୋଷ୍ଟ ପାଇଁ ଆମ ପେଜ କୁ ଲାଇକ ଶେୟାର ଆଉ କମେଣ୍ଟ କରନ୍ତୁ ।

Leave a Reply

Your email address will not be published. Required fields are marked *