ହନୁମାନଙ୍କ ଏହି ଉପାୟକୁ ଆଜି ରାତିରେ କରି ଦିଅନ୍ତୁ, ତାପରେ ଦେଖିବେ ଚମତ୍କାର

ହନୁମାନଙ୍କର ଏହି ମନ୍ତ୍ରକୁ ଜପିବା ମାତ୍ରେ ଐଶ୍ୱର୍ଯ୍ୟ ପ୍ରାପ୍ତି ହେବା ସହ ଧନସମ୍ପତ୍ତିରେ ଶୁଖି ସମ୍ପନ୍ନ ଜୀବନ କଟିବ । ଏହି ଉପାୟଟି ଏତେ ଶକ୍ତିଶାଳୀ ହୋଇଥାଏ ଯେ ଏହାକୁ କରିବା ଦ୍ୱାରା ଘରେ ବହୁତ ମଙ୍ଗଳ ହୋଇଥାଏ । ମଙ୍ଗଳବାର ଦିନଟି ହନୁମାନଙ୍କର ହୋଇଥାଏ । ହନୁମାନ ଭଗବାନ ଶିବଙ୍କର ଏକାଦଶ ଅବତାର ହୋଇଥାଆନ୍ତି ।

ହନୁମାନଙ୍କୁ କଳିଯୁଗରେ ସବୁଠାରୁ ସକ୍ରିୟ ଦେବତା ବୋଲି କୁହାଯାଇଥାଏ । ହନୁମାନ ଅନ୍ୟଦେଵତାଙ୍କ ଠାରୁ ଶୀଘ୍ର ପ୍ରସନ୍ନ ହୋଇଥାଆନ୍ତି ।କଳି ଯୁଗରେ ଯେଉଁଠାରେ ପ୍ରଭୁ ଶ୍ରୀ ରାମଙ୍କ ନାମ ନିଆଯାଏ, ସେଠାରେ ପ୍ରଭୁ ହନୁମାନ ଶୀଘ୍ର ପହଞ୍ଚି ଯାଇଥାନ୍ତି । ମଙ୍ଗଳବାର ଦିନ ହନୁମାନ ଜନ୍ମ ହୋଇଥିଲେ, ତେଣୁ ମଙ୍ଗଳବାରକୁ ହନୁମାନଙ୍କ ବାର ବୋଲି କୁହାଯାଏ ।

ହନୁମାନଙ୍କ ସ୍ମରଣ ମାତ୍ରକେ ସଙ୍କଟ କଟିଯାଇଥାଏ । ଆଜି ଆମେ ଏକ ଉପାୟ ବିଷୟରେ ଜାଣିବା, ଯାହାଦ୍ୱାରା ଆପଣଙ୍କର ସବୁ ମଙ୍ଗଳ ହେବା ସହିତ ଧନ ସମ୍ପତିର ଉନ୍ନତି ହେବ । ଏହି ଉପାୟକୁ କରିବା ଦ୍ୱାରା ଆପଣ ସବୁ ସଙ୍କଟରୁ ଉଦ୍ଧାର ପାଇପାରିବେ ।

ଏହି ଉପାୟକୁ ଆପଣ ସିଦ୍ଧଚିତ୍ତ ହୋଇ, ଭଲ ଭାବରେ ଗୋଡ଼ ହାତ ଧୋଇ, କାହାସହିତ କଳି ଝଗଡା ନକରି , ମନରେ କୌଣସି ଖରାପ ଭାବନା ନ ଆଣି ଏହି ଉପାୟକୁ ଶନିବାର ଦିନ କରନ୍ତୁ । ଆସନ୍ତୁ ଜାଣିବା ସେହିଉପାୟ ବିଷୟରେ ।

ଆପଣ ପ୍ରଥମେ ଗୋଟିଏ ଲେମ୍ବୁ ଓ ଚାରୋଟି ଲବଙ୍ଗ ଆଣନ୍ତୁ । ତାପରେ ସେହି ଲେମ୍ବୁ ଉପରେ କୁକୁମ ସାହାଯ୍ୟରେ ରାମ ନାମ ଲେଖନ୍ତୁ । ଆପଣ ସେହି ଲବଙ୍ଗକୁ ଲେମ୍ବୁରେ ପୋତିଦିଅନ୍ତୁ । ତାପରେ ସେହି ଲେମ୍ବୁକୁ ନେଇ କୌଣସି ଏକ ହନୁମାନ ମଦିରକୁ ଯାଆନ୍ତୁ ।

ସେହି ଲେମ୍ବୁ କୁ ହନୁମାନଙ୍କ ପାଦତଳେ ରଖି ଦିଅନ୍ତୁ । ତାପରେ ସେହିଠାରେ ବସି ହନୁମାନ ଚାଲିସା ବସି ଶ୍ରଦ୍ଧା ଓ ଭକ୍ତିର ସହ ପାଠ କରନ୍ତୁ । ସେହି ଲେମ୍ବୁକୁ ସେଠାରୁ ନେଇ କୌଣସି ଏକ ବର କିମ୍ବା ଅଶ୍ୱସ୍ଥ ଗଛ ମୂଳରେ ପୋତି ଦିଅନ୍ତୁ ।

ପୋତିସାରିଲା ପରେ ସେହିଠାରେ ଆପଣ ୩ଥର ରାମ ନାମ ନିଅନ୍ତୁ । ନାମ ନେଇସାରିଲା ପରେ ଆପଣ ଆପଣଙ୍କର ମଂ ସ୍କାମନା କହିଦିଅନ୍ତୁ, ଦେଖିବେ ଆପଣଙ୍କର ସବୁ ଇଚ୍ଛା ଖୁବ ଶୀଘ୍ର ପୂରଣ ହୋଇଯିବ । ଏହି ଉପାୟ ଆପଣଙ୍କୁ ଶନିବାର ଦିନ ଭୋରୁ କିମ୍ବା ରାତିରେ କରିବା ଆବଶ୍ୟକ ।

ଆମ ପେଜକୁ ଲାଇକ କରି ଦିଅନ୍ତୁ । ଆମେ ସବୁ ସମୟରେ କିଛି କାମରେ ଆସିବା ଭଳି ଲେଖା ଆଣି ଥାଉ । ଯାହା ଫଳରେ ସେ ସବୁ ଆପଣ ପାଇ ପାରିବେ । ଲେଖାଟି କେମିତି ଲାଗିଲା ନିଜ ମତାମତ ଜଣାନ୍ତୁ ଓ ଅନ୍ୟମାନଙ୍କ ସହ ସେଆର କରନ୍ତୁ ।

Leave a Reply

Your email address will not be published. Required fields are marked *