ଲୁଣ ଖାଉଥିଲେ ସାବଧାନ ! ହେଇପାରେ ଏହି ସବୁ ବଡ ରୋଗ, ଜାଣନ୍ତୁ କେତେ ପରିମାଣର ଲୁଣ ଖାଇବା ଉଚିତ ?

ନମସ୍କାର ବନ୍ଧୁଗଣ , ଲୁଣ ଖାଉଥିଲେ ଆପଣ ଆଉ ବଞ୍ଚିବେନି , ଲକ୍ଷ ଲକ୍ଷ ଲୋକର ଲୁଣ ପାଇଁ ହିଁ ମରିଯିବେ , ଲୁଣ ଖାଉଥିବା ଲୋକ ଆଉ ଏ ଦୁନିଆରେ ରହିବେ ନାହିଁ । ଏହା ସତ୍ୟ ଅଟେ ବନ୍ଧୁଗଣ ମିଳିଥିବା ସୂଚନା ଅନୁସାରେ ଲୁଣକୁ ଅଧିକ ମାତ୍ରା ରେ ସେବନ କରିଥିବା ବ୍ୟକ୍ତି ବା ଲୋକେ ଆଉ ରହିବେନି ଏହି ଦୁନିଆରେ  ସବୁ ଦିନ ପାଇଁ ଛାଡିକି ଯିବାକୁ ପଡିଥାଏ ସେମାନଙ୍କୁ , ଆଧୁନିକ ଲୋକମାନେ ସେମାନଙ୍କ ଦୈନନ୍ଦିକ ଜୀବନରେ ଲୁଣ ର ପରିମାଣ ଅଧିକ ଖାଉଛନ୍ତି ଯାହା ଫଳରେ ସେମାନଙ୍କୁ ଭୋଗିବାକୁ ପଡିଥାଏ ଏହାର ପରିଣାମ ।

ଏବେ ଲୁଣ ପଲିଟିଛି ଆପଣଙ୍କ ଶରୀରରେ ଶ୍ଳୋ ପଏଜନ । ତେଣୁ ଯଦି ଆପଣ ଲୁଣ କୁ ଖାଉଛନ୍ତି ତେବେ ଆଜି ଏହି ମୂହୁର୍ତ୍ତରେ ଛାଡି ଦିଅନ୍ତୁ । କାରଣ ଲକ୍ଷ ଲକ୍ଷ ଲୋକେ ଯେଉଁ ମାନେ ଏହି ଲୁଣ କୁ ଖାଇଛନ୍ତି ସେ ଚାହିଲେ  ବି ବଞ୍ଚିପାରିବେ ନାହିଁ ।  ଲୁଣ ର ସେବନ ଆମ ପାଇଁ ଭଲ ଅଟେ , କିନ୍ତୁ ଏବେ ତାହା ହିଁ ହେଇଛି ଆମ ଶରୀର ପାଇଁ ବିଷ ଯିଏ ବି ଏହାକୁ ଖାଉଛନ୍ତି ସେ ବ୍ୟକ୍ତି କୁ ଯିବାକୁ ପଡୁଛି ଏ ଦୁନିଆରୁ । ଲୁଣ ଆମ ଖାଦ୍ୟ ରେ ବିଶେଷ ଭୂମିକା ଗ୍ରହଣ କରିଥାଏ ।

ଲୁଣ ବିନା କୋଣସି ଖାଦ୍ୟ ରୁଚି ଆସିନଥାଏ , ଯେତେ ବି ସ୍ଵାଦିଷ୍ଟ ଖାଦ୍ୟ ହେଲେ ମଧ୍ୟ ଲୁଣ ପଡିଲା ପରେ ହିଁ ସ୍ଵାଦ ଆସିଥାଏ । ତେଣୁ ଆମେ ଖାଦ୍ୟରେ ଲୁଣ କୁ ମୁଖ୍ୟ ଭୂମିକା ରଖିଥାଉ । କିନ୍ତୁ ଯଦି ଜଣେ ବ୍ୟକ୍ତି ତାହାର ଦୈନନ୍ଦିକ ଜୀବନରେ ୧୦. ୮ ରୁ ଅଧିକ ଲୁଣ ବ୍ୟବହାର କରୁଛି , ତେବେ ତାହା ସୀମା ଠାରୁ ଅଧିକ ହୋଇଯାଇଥାଏ । ଏହା ଆମ ଶରୀର ପାଇଁ ଅନୁପଯୁକ୍ତ ହୋଇଥାଏ ।

ବିଶ୍ଵ ସ୍ଵାସ୍ଥ ସଘଠନ WHO ପକ୍ଷରୁ ଲୁଣକୁ ନେଇ  ଏକ ଭୟଙ୍କର ରିପୋର୍ଟ ସାମନାକୁ ଆସିଛି । ଏଥିରେ ପ୍ରକାଶିତ ହୋଇଥିବା ବିଷୟ ସମ୍ବନ୍ଧରେ ଜାଣିଲେ ଆପଣ ହେଇଯିବେ ଆଶ୍ଚର୍ଯ୍ୟ । ଲୁଣ ଦେଖିବାକୁ ସାମାନ୍ୟ ଲାଗିଥାଏ କିନ୍ତୁ ଏହାର ଅଧିକ ସେବନ ଆପଣଙ୍କ ପାଲଟେ  ହେଇଯିବ ଶତ୍ରୁ ଏବଂ ଲୁଣ ର ଅଧିକ ବ୍ୟବହାର ଶରୀରରେ ସୃଷ୍ଟି କରିଥାଏ ହୃଦୟ ରୋଗ ।

ଯଦି ଆମେ ଏହି ଲୁଣ କୁ ସୀମିତ ନ କରୁ ତେବେ ଆସନ୍ତା ସାତ ବର୍ଷ ଭିତରେ ହେଇପାରିବ ସତୁରୀ ଲକ୍ଷ ଲୋକଙ୍କ ମୃତ୍ୟୁ ।  ଲୁଣ ର ବ୍ୟବହାର କୁ କମ କରିବା ପାଇଁ ଏହି ରିପୋଟ କୁ ଅନେକ ଦେଶମାନଙ୍କରେ ପଠାଇ ଲୁଣ ପ୍ରତି ଲୋକମାନଙ୍କୁ ସଚେତନ କରାଯାଇଛି ।

CBC  ପକ୍ଷରୁ ଏହା ଜାରି କରାଯାଇଛି ଯେ ବ୍ୟକ୍ତି  ଦିନକୁ ଏକ ଚାମୁଚ ଲୁଣ କୁ ବ୍ୟବହାର କରିବା ଉଚିତ୍ । ତେଣୁ ଆପଣ ମଧ୍ୟ ଦୀର୍ଘ ଦିନ ବଞ୍ଚିବାକୁ ଚାହୁଛନ୍ତି ତେବେ ଲୁଣ ର ମାତ୍ରା କୁ ଆପଣଙ୍କ ଘରେ ସଂପୂର୍ଣ୍ଣ କରି ନିଅନ୍ତୁ । ଏହି ପୋଷ୍ଟ କୁ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ । ଏଭଳି ପୋଷ୍ଟ ପାଇଁ ଆମ ପେଜକୁ ଲାଇକ କରି ଆପଣଙ୍କୁ ମତକୁ କମେଣ୍ଟ କରି ଜଣାନ୍ତୁ ।

Leave a Reply

Your email address will not be published. Required fields are marked *