ଧନକୁ ଚୁମ୍ବକ ପରି ଟାଣିଥାଏ ଏହି ଗଛ, ବାଡିରେ ଲଗାନ୍ତୁ କେବେ ବି ହେବ ନାହିଁ ଧନର ଅଭାବ ! 

ନମସ୍କାର ବନ୍ଧୁଗଣ । ସୂଚନା ଅନୁସାରେ ସମସ୍ତଙ୍କ ଜୀବନରେ ଟଙ୍କାର ନିହାତି ଆବଶ୍ୟକତା ରହିଥାଏ । କାରଣ ଟଙ୍କା ଦ୍ଵାରା ମନୁଷ୍ୟ ତାର ପ୍ରତ୍ଯେକ ଆବଶ୍ୟକ ପଦାର୍ଥକୁ ବହୁତ ସହଜରେ କିଣିପାରିଥାଏ । ତେବେ ଟଙ୍କା ପାଇବା ପାଇଁ ଚାହୁଁଥିଲେ । ତେବେ ପ୍ରତ୍ଯେକ ମନୁଷ୍ୟକୁ ପ୍ରଥମେ ତାର କର୍ମ ଉପରେ ଅଧିକ ଧ୍ୟାନ ଦେବା ପାଇଁ ପଡିବ । କାରଣ କର୍ମ ବିନା ଜୀବନରେ କେବେ ମଧ୍ୟ ଉନ୍ନତି କରିପାରିବ ନାହିଁ  ।

ବହୁତ ଲୋକଙ୍କର ସମସ୍ଯା ଥାଏ କି ସେମାନେ ରୋଜଗାର କରୁଥିବେ କିନ୍ତୁ ସେଥିରୁ ଲାଭ ମିଳୁନଥିବ । କେତେକଙ୍କ କ୍ଷେତ୍ରରେ ଟଙ୍କା ରୋଜଗାର ହେଉଥିବ କିନ୍ତୁ ଟଙ୍କା ବହୁତ ସମୟ ପର୍ଯ୍ୟନ୍ତ ହାତରେ ରହୁନଥିବ । କୌଣସି ନା କୌଣସି ବାଟରେ ଟଙ୍କାର ଅଯଥା ଖର୍ଚ ହୋଇଯାଉଥିବ ।

ତେବେ ଏହି ସମସ୍ଯାକୁ ଦୂର କରିବା ପାଇଁ ଆପଣ ମାନେ ନିଜ ଘରେ ଏକ ବହୁତ ଭଲ ଗଛ ଲଗାନ୍ତୁ । ଯାହା ଆପଣଙ୍କର ଅଯଥା ଖର୍ଚକୁ ରୋକିବା ସହିତ ଧନ ଆସିବାର ମାର୍ଗ ଖୋଲିଥାଏ । ସେହି ଚମତ୍କାରୀ ବୃକ୍ଷଟି ହେଉଛି କ୍ରାସୁଲା ଗଛ । କ୍ରାସୁଲା ଗଛକୁ କୁବେରୀ ପ୍ଳାଣ୍ଟ ମଧ୍ୟ କୁହାଯାଇଥାଏ । ଏହି ଗଛର ବୈଶିଷ୍ଠ ଯେତେ କହିଲେ ମଧ୍ୟ ସେତେ କମ୍ ପଡିବ ।

କାରଣ ଏହି ଗଛର ଏପରି ଜାଦୁ ଅଛି । ଯାହା ଧନକୁ ଚୁମ୍ବକ ପରି ପାଖକୁ ଟାଣିଥାଏ । କାରଣ ଏହି ଗଛ ଉପରେ ମା ଲକ୍ଷ୍ମୀ ଓ କୁବେର ଦେବତାଙ୍କର ବିଶେଷ କୃପାଦୃଷ୍ଟି ରହିଛି । ଯେଉଁ ମାନଙ୍କର ଅର୍ଥକୁ ବହୁତ ପ୍ରକାର ସମସ୍ଯା ରହୁଛି । ସେମାନେ ନିହାତି ଭାବରେ ଏହି କ୍ରାସୁଲା ଗଛକୁ ଆଣି ଘରେ ଲଗାଇପାରିବେ । ଆପଣ ଚାହିଁଲେ ଏହାକୁ ଘରର ମୁଖ୍ୟ ଦ୍ଵାର ପାଖରେ ଲଗାଇ ପାରିବେ ।

ଯଦି ଆପଣଙ୍କ ବାଡି ବଗିଚା ଅଛି, ତେବେ ସେଠାରେ ମଧ୍ୟ ଆପଣ ଏହାକୁ ରୋପଣ କରିପାରିବେ । ଏହି ଗଛ ଲଗାଇଲା ପରେ ଏହାର ରକ୍ଷଣାବେକ୍ଷଣ କରିବା ପାଇଁ ବିଶେଷ କିଛି ନିୟମ ନାହିଁ । ସାଧାରଣ ଗଛ ଭଳି ଏହାକୁ ଲଗାଇ ଏହାକୁ ପାଣି ଉପଯୁକ୍ତ ଭାବରେ ଦେଇ ଏହାକୁ ଯତ୍ନର ବଢାଇବେ । ତେବେ ନିହାତି ଭାବେ ଆପଣଙ୍କର ଆର୍ଥିକ ସ୍ଥିତି ଧୀରେ ଧୀରେ କରି ପରିବର୍ତ୍ତନ ହୋଇଯିବ ।

ଆପଣ ନିଜେ ଅନୁଭବ କରିପାରିବେ । ଆପଣଙ୍କର ଆଗ ଅପେକ୍ଷା କେତେ ଅଧିକ ଧନରୁ ବୃଦ୍ଧି ଆପଣଙ୍କ ପାଖରେ ହେଉଛି । ଯଦି ଏହି କ୍ରାସୁଲା ଗଛରେ ଲଗାଇବାର କିଛି ଦିନ ଭିତରେ ଫୁଲ ଧରିଥାଏ । ତେବେ ଏହା ବହୁତ ହିଁ ଶୁଭ ହୋଇଥାଏ । କାରଣ ଏହା ଦ୍ଵାରା ଘରକୁ ମା ଲକ୍ଷ୍ମୀଙ୍କର ଆଗମନ ହୋଇଥାଏ ବୋଲି କୁହାଯାଇଥାଏ । ଯଦି ଏହି ପୋଷ୍ଟଟି ଭଲ ଲାଗିଥାଏ । ତେବେ ଆମ ପେଜକୁ ଲାଇକ୍, କମେଣ୍ଟ ଓ ଶେୟାର କରନ୍ତୁ ।

Leave a Reply

Your email address will not be published. Required fields are marked *