ନମସ୍କାର ବନ୍ଧୁଗଣ , ଆଜି କାଲି ର ଭିଡ ଜଗତ ରେ ଆମେ ଏତେ ଆପେଣାଇ ଥାଉ କି ଏହା କୁ ସେବନ କରିବା ଦ୍ଵାରା ଶରୀର ମଧ୍ୟରେ ଅନେକ ପରିବର୍ତ୍ତନ ଘଟିଥାଏ । ପୂର୍ବ କାଳ ର ଲୋକମାନେ ବହୁତ ବର୍ଷ ପର୍ଯ୍ୟନ୍ତ ଯୌବାନ ଦେଖାଯାଉଥିଲେ । ଆମ ଶରୀରରେ କିଛି ସେଲ୍ସ ରହିଥାଏ ଯାହା ଖାଦ୍ୟ କୁ ଗ୍ରହଣ କରି କାମ କରି ବୃଦ୍ଧ ବୟସ ହେଲେ ମୃତ ହେଇ ଆଉ ଥରେ ସୃଷ୍ଟି ହୋଇଥାନ୍ତି ।
ଏହା ଏକ ପ୍ରକ୍ରିୟା ଅଟେ , ମାତ୍ର ଆଧୁନିକ ଯୁଗରେ ଆମେ ଖାଉଥିବା ଜିନିଷ ଦ୍ଵାରା ଏହି ପ୍ରକ୍ରିୟା ସଠିକ ଭାବରେ ହଊ ନାହିଁ । ତେଣୁ କରି ଆମେ ବହୁତ ଅଳ୍ପ ବୟସରେ ବୁଢା ବୁଢୀ ପରି ଦେଖା ଯାଇଥାଉ ଓ ଶରୀର ରେ ଅନେକ ଦୁର୍ବଳତା ଦେଖାଯାଇଥାଏ । ଏହା କୁ ପୂରଣ କରିବା ପାଇଁ ଆମେ ଫଳ , ପନିପରିବା କହିଥାଉ , ମାତ୍ର ଏହା ମଧ୍ୟ ନକଲି ହୋଇଥାଏ ।
କାରଣ ଚାଷ କୁ ତ୍ରିବ ଗତିରେ କରିବା ପାଇଁ ଆଟି ପିଶିୟାଲ ପଦ୍ଧତି ରେ ସବୁ ପ୍ରକାରର ଚାଷ କରାଯାଇଥାଏ । ଏହାକୁ ଖାଇବା ଦ୍ଵାରା ଶରୀର ର ଭଲ ହେବା ବଦଳ ରେ ଖରାପ ହୋଇଥାଏ । ତେଣୁ ଆମେ ଏହା ପାଇଁ ନିଜ ଜୀବନ ଶୈଳୀ କୁ ପରିବର୍ତ୍ତନ କରିପାରି ନ ଥାଉ । ଆଜି ଆମେ ଆପଣଙ୍କୁ ଦୁଇଟି ଜିନିଷ ବିଷୟ ରେ କହିବୁ ଯଥା ତାହାକୁ ଆପଣଙ୍କ ଡାଏଟ ରେ ସାମିଲ କରି ରସାୟନ ଖାଦ୍ୟ ଦ୍ଵାରା ହେଉଥିବା ପ୍ରତିକାର ରୁ ବଞ୍ଚିପାରିବେ ।
ଏଥି ପାଇଁ ଆପଣଙ୍କୁ ଆବଶ୍ୟକ ହୁଏ ହଳଦୀ ଓ ନିମ ପତ୍ର ର ଗୋଲି । ଏହାକୁ ଆପଣ ଘରୋଇ ପଦ୍ଧତି ରେ କରିପାରିବେ । ଏହି ଦୁଇଟି ଜିନିଷ ରୁ ଆପଣଙ୍କ ଶରୀର ରେ ହଜମ ପ୍ରକ୍ରିୟା ଭଲ ଭାବରେ ହୋଇଥାଏ । ହଳଦୀ ଆପଣଙ୍କ ଶରୀର ରୁ ଖରାପ ବ୍ୟକ୍ଟେରିଆ କୁ ବାହାର କରି ଭଲ ବ୍ୟାକ୍ଟେରିଆ କୁ ସୃଷ୍ଟି କରିଥାଏ । ରକ୍ତ ରେ ଜମା ହେଇଥିବା ଖରାପ କୋଲୋଷ୍ଟ୍ରୋଲ କୁ ବାହାର କରିଥାଏ ।
ଏହି ଦୁଇଟି ଜିନିଷ ଶରୀର ରେ ଉପୁଜିଥିବା ସମସ୍ଯା ପାଇଁ ସଞ୍ଜୀବିନି ବୁଟୀ ପରି କାମ କରିଥାନ୍ତି । ଏହି ଗୋଳିଆ କୁ ତିଆରି କରିବା ପାଇଁ ଆପଣଙ୍କୁ ପ୍ରଥମ କରି ଆବଶ୍ୟକ ହୋଇଥାଏ ହଳଦୀ ଗୁଣ୍ଡ ଓ ନିମପତ୍ର ର ଗୁଣ୍ଡ । ଏକ ଚାମୁଚ ନିମପତ୍ର ଗୁଣ୍ଡ ରେ ଅଳ୍ପ ପାଣି ମିଶେଇ ଅଟା ପରି ଥିବା ବେଳେ ହାତରେ ଛୋଟ ଗୋଳି ଆକୃତି କରି ରଖିବେ ଏବଂ ହଳଦୀ କୁ ମଧ୍ୟ ଠିକ ସେହି ପରି ପ୍ରସ୍ତୁତ କରିନେବେ ।
ଏହା ଦୁଇଟି ଗୋଳି କୁ ଆପଣ ସକାଳ ଖାଲି ପେଟ ରେ ଖାଇବା ଉଚିତ୍ । ଏହା କୁ 15 ଦିନ ଖାଇକି ଦେଖନ୍ତୁ ଏହା ଆପଣଙ୍କ ଶରୀର ରେ ଥିବା ରୋଗ କୁ ଦୂର କରିଥାଏ । ଆମ ପୋଷ୍ଟ କୁ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆମ ପେଜ୍ କୁ ଲାଇକ , କମେଣ୍ଟ କରିବାକୁ ଭୁଲିବେ ନାହିଁ ।