Health Tips- ଏହି 2 ଟି ଜିନିଷ ପ୍ରତିଦିନ ଖାଆନ୍ତୁ, ଆପଣଙ୍କୁ କେବେ ବି ବୁଢା ହେବାକୁ ଦେବନି, ଶରୀରର ସମସ୍ତ ମଇଳା କରିଦେବ ସଫା…

ନମସ୍କାର ବନ୍ଧୁଗଣ , ଆଜି କାଲି  ର ଭିଡ ଜଗତ ରେ ଆମେ ଏତେ ଆପେଣାଇ ଥାଉ କି ଏହା କୁ ସେବନ କରିବା ଦ୍ଵାରା ଶରୀର ମଧ୍ୟରେ ଅନେକ ପରିବର୍ତ୍ତନ ଘଟିଥାଏ । ପୂର୍ବ କାଳ ର ଲୋକମାନେ ବହୁତ ବର୍ଷ ପର୍ଯ୍ୟନ୍ତ  ଯୌବାନ ଦେଖାଯାଉଥିଲେ ।  ଆମ ଶରୀରରେ କିଛି ସେଲ୍ସ ରହିଥାଏ ଯାହା ଖାଦ୍ୟ କୁ ଗ୍ରହଣ କରି କାମ କରି ବୃଦ୍ଧ ବୟସ ହେଲେ ମୃତ ହେଇ ଆଉ ଥରେ ସୃଷ୍ଟି ହୋଇଥାନ୍ତି ।

ଏହା ଏକ ପ୍ରକ୍ରିୟା ଅଟେ , ମାତ୍ର ଆଧୁନିକ ଯୁଗରେ ଆମେ ଖାଉଥିବା ଜିନିଷ ଦ୍ଵାରା ଏହି ପ୍ରକ୍ରିୟା ସଠିକ ଭାବରେ ହଊ ନାହିଁ । ତେଣୁ କରି ଆମେ ବହୁତ ଅଳ୍ପ ବୟସରେ ବୁଢା ବୁଢୀ ପରି ଦେଖା ଯାଇଥାଉ ଓ ଶରୀର ରେ ଅନେକ  ଦୁର୍ବଳତା ଦେଖାଯାଇଥାଏ । ଏହା କୁ ପୂରଣ କରିବା ପାଇଁ ଆମେ ଫଳ , ପନିପରିବା କହିଥାଉ , ମାତ୍ର ଏହା ମଧ୍ୟ ନକଲି ହୋଇଥାଏ ।

କାରଣ ଚାଷ କୁ ତ୍ରିବ ଗତିରେ କରିବା ପାଇଁ ଆଟି ପିଶିୟାଲ ପଦ୍ଧତି ରେ ସବୁ ପ୍ରକାରର ଚାଷ କରାଯାଇଥାଏ ।  ଏହାକୁ ଖାଇବା ଦ୍ଵାରା ଶରୀର ର ଭଲ ହେବା ବଦଳ ରେ  ଖରାପ ହୋଇଥାଏ । ତେଣୁ ଆମେ ଏହା ପାଇଁ ନିଜ ଜୀବନ ଶୈଳୀ କୁ ପରିବର୍ତ୍ତନ କରିପାରି ନ ଥାଉ । ଆଜି ଆମେ ଆପଣଙ୍କୁ ଦୁଇଟି ଜିନିଷ ବିଷୟ ରେ କହିବୁ ଯଥା ତାହାକୁ ଆପଣଙ୍କ ଡାଏଟ ରେ ସାମିଲ କରି ରସାୟନ ଖାଦ୍ୟ ଦ୍ଵାରା  ହେଉଥିବା ପ୍ରତିକାର ରୁ ବଞ୍ଚିପାରିବେ ।

ଏଥି  ପାଇଁ ଆପଣଙ୍କୁ  ଆବଶ୍ୟକ ହୁଏ ହଳଦୀ ଓ ନିମ ପତ୍ର ର ଗୋଲି । ଏହାକୁ  ଆପଣ ଘରୋଇ  ପଦ୍ଧତି ରେ କରିପାରିବେ । ଏହି ଦୁଇଟି ଜିନିଷ ରୁ ଆପଣଙ୍କ ଶରୀର ରେ ହଜମ ପ୍ରକ୍ରିୟା ଭଲ ଭାବରେ ହୋଇଥାଏ । ହଳଦୀ ଆପଣଙ୍କ ଶରୀର ରୁ ଖରାପ ବ୍ୟକ୍ଟେରିଆ କୁ ବାହାର କରି ଭଲ ବ୍ୟାକ୍ଟେରିଆ କୁ ସୃଷ୍ଟି କରିଥାଏ ।  ରକ୍ତ ରେ ଜମା ହେଇଥିବା ଖରାପ କୋଲୋଷ୍ଟ୍ରୋଲ କୁ ବାହାର କରିଥାଏ ।

ଏହି ଦୁଇଟି ଜିନିଷ ଶରୀର ରେ ଉପୁଜିଥିବା ସମସ୍ଯା ପାଇଁ ସଞ୍ଜୀବିନି ବୁଟୀ ପରି କାମ କରିଥାନ୍ତି । ଏହି ଗୋଳିଆ କୁ  ତିଆରି କରିବା ପାଇଁ ଆପଣଙ୍କୁ ପ୍ରଥମ କରି ଆବଶ୍ୟକ ହୋଇଥାଏ ହଳଦୀ ଗୁଣ୍ଡ ଓ ନିମପତ୍ର ର ଗୁଣ୍ଡ । ଏକ ଚାମୁଚ ନିମପତ୍ର ଗୁଣ୍ଡ ରେ ଅଳ୍ପ ପାଣି ମିଶେଇ ଅଟା ପରି ଥିବା ବେଳେ ହାତରେ ଛୋଟ ଗୋଳି ଆକୃତି କରି ରଖିବେ ଏବଂ ହଳଦୀ କୁ ମଧ୍ୟ ଠିକ ସେହି ପରି ପ୍ରସ୍ତୁତ କରିନେବେ ।

ଏହା ଦୁଇଟି ଗୋଳି କୁ ଆପଣ ସକାଳ ଖାଲି ପେଟ ରେ ଖାଇବା ଉଚିତ୍ । ଏହା କୁ 15 ଦିନ ଖାଇକି ଦେଖନ୍ତୁ ଏହା ଆପଣଙ୍କ ଶରୀର ରେ ଥିବା ରୋଗ କୁ ଦୂର କରିଥାଏ । ଆମ ପୋଷ୍ଟ କୁ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ  ଆମ ପେଜ୍ କୁ ଲାଇକ , କମେଣ୍ଟ କରିବାକୁ ଭୁଲିବେ ନାହିଁ ।

Leave a Reply

Your email address will not be published. Required fields are marked *