Health Tips- ବାସ ନିଜ ଡାଏଟ ରେ ସାମିଲ କରନ୍ତୁ ଏହି ଜିନିଷ, ବୁଢା ହେଲା ପର୍ଯ୍ୟନ୍ତ Liver ଖରାପ ହେବ ନାହିଁ…

ନମସ୍କାର ବନ୍ଧୁଗଣ । ସୂଚନା ଅନୁସାରେ ଲିଭର ଶରୀରର ଏକ ଅତ୍ୟନ୍ତ ମହତ୍ବପୂର୍ଣ୍ଣ ଅଙ୍ଗ ହୋଇଥାଏ । କାରଣ ଏହା ଶରୀରର ବହୁ ବିଧ କାର୍ଯ୍ୟ କରିଥାଏ। ତେଣୁ ଏହାର ଯତ୍ନ ନେବା ନିହାତି ଉଚିତ । କାରଣ ପ୍ରତ୍ଯେକଟି ଅଙ୍ଗର ସଠିକ ଭାବରେ ଯତ୍ନ ନେବା ଦ୍ଵାରା ହିଁ ତାହା ବହୁତ ଦିନ ପର୍ଯ୍ୟନ୍ତ ସୁସ୍ଥ ଓ ରହିବା ସହ ଠିକ ଭାବରେ କାର୍ଯ୍ୟକାରୀ ହୋଇପାରିଥାଏ । ଆଜି ଆପଣ ଲିଭରକୁ ସଫା କରିବା ସହିତ ହେଲଦି ରଖିବାର ଉପାୟ ଜାଣି ରଖନ୍ତୁ ।

ଯାହା ଦ୍ଵାରା ଆପଣଙ୍କ ଲିଭର ବହୁତ ଦିନ ପର୍ଯ୍ୟନ୍ତ ଠିକ ସେ କାର୍ଯ୍ୟକାରୀ ହୋଇପାରିବ । ଲିଭରକୁ ସୁସ୍ଥ ରଖିବାକୁ ଆପଣଙ୍କୁ କୌଣସି ରେମିଡିର ଆବଶ୍ୟକତା ନାହିଁ ବଂର ନିଜ ଖାଦ୍ୟରେ କେତେକ ହେଲଦି ଖାଦ୍ୟକୁ ସାମିଲ କରି ଖାଇବା ଦ୍ଵାରା ଲିଭର ସୁସ୍ଥ ରହିଥାଏ ।

ପ୍ରଥମେ ହେଉଛି କୃଶୀଫେରସ ପରିବା । ଏହି ପରିବାରେ ସମସ୍ତ ଜାତୀୟ କୋବି, ମୂଳା, ପାଳଙ୍ଗ ଓ ସଲଯମ ଆସିଥାଏ । ଏହି ସବୁ ପରିବାକୁ ଯଦି ସ୍ଯାଲାଡ କରି ବା ସଂତୁଳା ପ୍ରସ୍ତୁତ କରି ଖାଇବେ । ତେବେ ଏହାର ବହୁତ ଭଲ ପ୍ରଭାବ ଆପଣଙ୍କ ଲିଭର ପଡିବ । ଯାହା ଦ୍ଵାରା ଲିଭରର ସଫେଇ ହେବା ସହ ଏହା ବହୁତ ଦିନ ପର୍ଯ୍ୟନ୍ତ ସୁସ୍ଥ ରହିବ ।

ଦିତୀୟ ଖାଦ୍ୟ ପଦାର୍ଥ ହେଉଛି ସ୍ପ୍ରାଉଟେଡ ଖାଦ୍ୟ ପଦାର୍ଥ । ଏଥିରେ ଅଙ୍କୁରିତ ଚଣା, ଦାନା ଗଜାମୁଗ ପରି ଖାଦ୍ୟ ପଦାର୍ଥକୁ ଖାଇବେ । ଏହାକୁ ଖାଇବା ଏଥିରୁ ମିଳୁଥିବା ଭିଟାମିନ ଓ ମିନେରାଲ୍ ରୁ ଶରୀର ସୁସ୍ଥ ରହିବା ସହିତ ଲିଭରର ମଧ୍ୟ ସଫେଇ ହୋଇଯାଇଥାଏ । ଏହାକୁ ପ୍ରତିଦିନ ନିଜ ଖାଦ୍ୟରେ ସାମିଲ କରିବା ଉଚିତ ।

ତୃତୀୟ ଖାଦ୍ୟ ପଦାର୍ଥ ହେଉଛି ବିଟ୍ । ଏଥିରେ ନାଇଟ୍ରିଟ ଓ ବିଟାଲାଇନ୍ସ ଭଳି ୨ ଟି ଉପାଦାନ ରହିଥାଏ । ଯାହା ଲିଭରକୁ ସଫେଇ କରିବାକୁ ରହିଥିବା ଏନଯାଇମକୁ ସକ୍ରିୟ କରାଇଦେଇଥାଏ । ଯାହା ଦ୍ଵାରା ଏହାକୁ ଖାଇଲେ ଲିଭର ଭିତରେ ଥିବା ଟକସିନ ବା ବିଷାକ୍ତ ପଦାର୍ଥ ବାହାରି ଚାଲିଆସିଥାଏ ।

ବିଟକୁ ରୋଷେଇ କରି ଖାଇବା ସହିତ ଏହାର ଅଧିକ ଭଲ ପ୍ରଭାବ ଲିଭର ଉପରେ ପକାଇବାକୁ ଚାହୁଁଥିଲେ । ବିଟରେ ସ୍ଯାଲାଡ ବା ଜୁଷ ପ୍ରସ୍ତୁତ କରି ସେବନ କରନ୍ତୁ । ଚତୁର୍ଥ ଖାଦ୍ୟ ପଦାର୍ଥଟି ହେଉଛି ରଶୁଣ । ରଶୁଣରେ ସେଲେନିୟମ ଭଳି ପଦାର୍ଥ ରହିଥାଏ । ତେଣୁ ରଶୁଣର ସେବନ କରି ଖାଇବା ଦ୍ଵାରା ସେଥିରେ ଥିବା ସେଲେନିୟମ ଲିଭରକୁ କ୍ଳିନ କରିବାରେ ସାହାଜ୍ଯ କରିଥାଏ ।

ତେଣୁ ରୋଷେଇରେ ରଶୁଣର ବ୍ଯବହର ସମସ୍ତେ କରିଥାନ୍ତି । ଏହାର ଭଲ ରେଜଲ୍ଟ ପାଇଁ ସକାଳୁ ୨ କୋଲା ରଶୁଣ ଖାଲି ପେଟରେ ଖାଇବା ଉଚିତ । ଯଦି ଏହି ପୋଷ୍ଟଟି ଭଲ ଲାଗିଥାଏ । ତେବେ ଆମ ପେଜକୁ ଲାଇକ୍, କମେଣ୍ଟ ଓ ଶେୟାର କରନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *