Health Tips- କିସମିସ ଖାଆନ୍ତୁ ଓ ସବୁ ରୋଗ ଭଗାନ୍ତୁ ! କିସମିସ ଏହି ଚମତ୍କାରୀ ଫାଇଦା ଶୁଣିଲେ ଆପଣଙ୍କ ହୋସ ଉଡିଯିବ…

ନମସ୍କାର ବନ୍ଧୁଗଣ । ସୂଚନା ଅନୁସାରେ ଶରୀରକୁ ବିଭିନ୍ନ ପ୍ରକାର ଭିଟାମିନ ଓ ମିନେରାଲ୍ ର ଆବଶ୍ୟକତା ରହିଥାଏ । କାରଣ ଏହା ଦ୍ଵାରା ଶରୀରର ଭିଟାମିନର ଆବଶ୍ୟକତା ପୂରଣ ହୋଇଥାଏ । ଖିସମିସ୍ ଖାଇବାକୁ ସମସ୍ତଙ୍କୁ ଭଲ ଲାଗିଥାଏ । ତେବେ ଖିସମିସରେ ମଧ୍ୟ ଏପରି କିଛି ପୋଷକ ତତ୍ଵ ରହିଅଛି । ଯାହାକୁ ଖାଇବା ଦ୍ଵାରା ଶରୀର ସମ୍ବଦ୍ଧୀୟ ଅନେକ ପ୍ରକାର ରୋଗ ବେମାରୀରୁ ଶରୀର ସୁରକ୍ଷା ପାଇପାରିବ ।

ତେବେ ଚାଲନ୍ତୁ ଖିସମିସର ଶରୀର ପାଇଁ ଥିବା ଉପକାରୀତା ସମ୍ପର୍କରେ ଜାଣିବା । ଖିସମିସ ଖାଇବା ଦ୍ଵାରା ପଚନ ଶକ୍ତି ଶକ୍ତିଶାଳୀ ହୋଇଥାଏ । ଯେଉଁ ମାନଙ୍କର କୋଷ୍ଠକାଠିନ୍ୟ ଭଳି ସମସ୍ଯା ରହୁଥାଏ । ସେମାନେ ରାତିରେ ପାଣିରେ କିଛି ଖିସମିସ ଭିଯାଇ ରଖନ୍ତୁ । ସକାଳୁ ଉଠି ଖାଲି ପେଟରେ ସେହି ଖିସମିସ ପାଣିର ସେବନ କରନ୍ତୁ ।

ଏହାର ସେବନ ଦ୍ଵାରା ପେଟ ସଂପୂର୍ଣ୍ଣ ଭାବରେ ପରିଷ୍କାର ହେବା ସହ ଶରୀର ନିରୋଗ ରହିବ । ଦିତୀୟରେ ଯେଉଁ ମାନଙ୍କର ରକ୍ତହୀନତା ବା ଏନିମିଆ ଭଳି ସମସ୍ଯା ରହୁଥାଏ । ତେବେ ସେମାନେ ମଧ୍ୟ ଖିସମିସର ସେବନ କରିବା ଉଚିତ । ଯାହା ଦ୍ଵାରା ଶରୀରରେ ରକ୍ତ ତିଆରିରେ ଖିସମିସ ସାହାଜ୍ଯ କରିଥାଏ । ଯେଉଁ ମାନଙ୍କର ଜ୍ଵର, ଥଣ୍ଡା ଓ କାଶ ବହୁତ ସମୟରେ ଲାଗି ରହୁଥାଏ ।

ତେବେ ସେମାନେ ମଧ୍ୟ କିଛି ମାତ୍ରାରେ ଖିସମିସକୁ ଆଡ୍ କରନ୍ତୁ । ଯେଉଁ ମାନଙ୍କର ଭଯାଇନାଲ ପାର୍ଟରେ ଇନେଫେକ୍ସନ ସମସ୍ଯା ରହୁଥାଏ । ତେବେ ସେମାନେ ମଧ୍ୟ କିଛି ପରିମାଣରେ ନିଜ ଖାଦ୍ୟ ରୁଟିନରେ ଖିସମିସକୁ ସାମିଲ କରି ଖାଆନ୍ତୁ । ଏହା ସେମାନଙ୍କ ପାଇଁ ବହୁତ ଲାଭଦାୟକ ହୋଇଥାଏ । ଉଭୟ ପୁଅ ଓ ଝିଅ ନିଜ ଚେହେରାକୁ ସବୁବେଳେ ସୁନ୍ଦର ଓ ଚମକଦାର କରି ରଖିବାକୁ ପସନ୍ଦ କରିଥାନ୍ତି ।

ବହୁତ ଲୋକଙ୍କର ଅଳ୍ପ ବର୍ଷ ବୟସରୁ ମୁହଁରେ ରୀଙ୍କଲ ସମସ୍ଯା ଆସି ଚେହେରାର ସୌନ୍ଦର୍ଜ୍ୟକୁ ନଷ୍ଟ କରିଦେଉଛି । ତେବେ ଯଦି ଆପଣଙ୍କ ଚେହେରାକୁ ଟାଇଟ, ଚମକଦାର ଓ ସୁନ୍ଦର କରିବାକୁ ଚାହୁଁଥାନ୍ତି । ତେବେ ଆଜି ଠାରୁ ହିଁ ଖିସମିସ କିଛି କିଛି ଖାଇବାକୁ ଆରମ୍ଭ କରି ଦିଅନ୍ତୁ । ଖିସମିସରେ ପଲିଫିନୋଲ ଆଣ୍ଟି ଆକ୍ସିଡେଣ୍ଟ ରହିଥାଏ ।

ଯାହାର ସେବନ ଦ୍ଵାରା ସ୍କିନ ଓ ହେୟାର ପାଇଁ ବହୁତ ହିଁ ଭଲ ଉପାଦାନ ହୋଇଥାଏ । ତେଣୁ ଖିସମିସର ସେବନ ଦ୍ଵାରା କେଶ ମଧ୍ୟ ମଜଭୁତ ଓ ଲମ୍ବା ହୋଇଥାଏ । ଏପରିକି ଖିସମିସରେ ଥିବା ଆଣ୍ଟି ଆକ୍ସିଡେଣ୍ଟ କ୍ୟାନ୍ସର ଭଳି ମାରାତ୍ମକ ଭଳି ରୋଗ ଠାରୁ ମଧ୍ୟ ବ୍ୟକ୍ତିକୁ ସୁରକ୍ଷା ପ୍ରଦାନ କରିଥାଏ ।

ତେଣୁ ଖିସମିସର କିଛି କିଛି ମାତ୍ରାରେ ସେବନ କରି ତାହାର ସ୍ଵାସ୍ଥଗତ ଫାଇଦାର ଲାଭ ଉଠାନ୍ତୁ । ଯଦି ଏହି ପୋଷ୍ଟଟି ଭଲ ଲାଗିଥାଏ । ତେବେ ଆମ ପେଜକୁ ଲାଇକ୍, କମେଣ୍ଟ ଓ ଶେୟାର କରନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *