Chanakya Niti- ସବୁବେକେ କମ କହୁଥିବା ଲୋକଙ୍କ ପାଖରେ ଥାଏ ଏହି ଖାସ ଗୁଣ, ନିଶ୍ଚୟ ଦେଖନ୍ତୁ…

ନମସ୍କାର ବନ୍ଧୁଗଣ । ସୂଚନା ଅନୁସାରେ ଦୁନିଆରେ ଅନେକ ପ୍ରକାର ସ୍ଵଭାବର ବ୍ୟକ୍ତି ଦେଖିବାକୁ ମିଳିଥାନ୍ତି । ବ୍ଯକ୍ତିର କଥାବାର୍ତ୍ତା, ଚାଲିଚଳନୀ ଓ ବ୍ୟବହାର ଦେଖିକରି ତାହାର ବ୍ୟକ୍ତିତ୍ବ ବିଷୟରେ ଅବଗତ କରାଯାଇପାରିବ । ସେହି ପରି ଆଜି ଆପଣ ଜାଣିପାରିବେ । କଥା କମ୍ କହୁଥିବା ଲୋକ କିପରି ସ୍ଵଭାବର ହୋଇଥାନ୍ତି । ଏହି ଅଳ୍ପ କଥା କହୁଥିବା ଲୋକମାନେ ଅନ୍ୟ ଆଗରେ କିପରି ନିଜକୁ ପରିବେଷଣ କରିଥାନ୍ତି ।

କଥା କମ୍ କହୁଥିବା ଲୋକଙ୍କୁ ଭଲ ବ୍ୟକ୍ତିତ୍ବର ଆକ୍ଷା ମିଳିଛି । ଏକ ସଭ୍ୟ ସଭ୍ୟତାର ବ୍ୟକ୍ତି ରୂପରେ ପରିଗଣୀତ କରାଯାଇଛି । କିଛି ଲୋକଙ୍କୁ ଅଧିକ କଥା କହୁଥିବା ଲୋକ ଭଲ ଲାଗିଥାନ୍ତି । କିଛି ଲୋକଙ୍କୁ ଅଳ୍ପ କହୁଥିବା ଲୋକ ପସନ୍ଦ ହୋଇଥାନ୍ତି । ଅଧିକ କଥା କିମ୍ବା ଅଳ୍ପ କଥା କୁହନ୍ତୁ କିନ୍ତୁ ଏପରି କୁହନ୍ତୁ ଯେପରି ଆପଣଙ୍କ ବାଣୀ ଦ୍ଵାରା ସମସ୍ତେ ଖୁସି ହୋଇପାରିବେ ।

ଏହା ସହିତ ଆପଣଙ୍କ ସାଥିରେ ମିତ୍ରତା କରିବା ପାଇଁ ଚେଷ୍ଟା କରିବେ । କାରଣ ମଧୁର ବଚନ କହୁଥିବା ଲୋକ ସମସ୍ତଙ୍କର ପ୍ରିୟ ହୋଇଥାନ୍ତି । କମ୍ କଥା କହୁଥିବା ଲୋକ ଅଯଥା କାହା ସହିତ ଗପି ସମୟ ନଷ୍ଟ କରିବା ପାଇଁ ଚାହିଁନଥାଏ । କାହା ସହିତ ବେଶି ସମୟ ଗପି ଯୁକ୍ତି ତର୍କ କରିବା ପାଇଁ ମଧ୍ୟ ପସନ୍ଦ କରିନଥାଏ । ଅଳ୍ପ କଥା କହୁଥିବା ବ୍ୟକ୍ତି ନିଜ ଅଧିକାର ପାଇଁ କାହା ସହିତ ବେଶି କଥା ଦ୍ଵାରା ଲଢିପାରେ ନାହିଁ । ଯେଉଁ କାରଣରୁ ସେ ନିଜର ମଧ୍ୟ ବେଳେବେଳେ ଅଧିକାର ହରାଇ ବସିଥାଏ ।

ପ୍ରାୟତଃ ସମୟରେ ଦେଖାଯାଇଛି କମ୍ କଥା କହୁଥିବା ଲୋକ କାହା ସହିତ ଖରାପ ଭାବରେ କଥା କହିନଥାଏ । ଯେଉଁ କାରଣରୁ ସେ ଅନ୍ୟର ଖରାପ କଥା ସହି ଯାଇଥାଏ କିନ୍ତୁ ଅନ୍ୟକୁ କିଛି ମଧ୍ୟ କହିପାରିନଥାଏ । ସେଥିପାଇଁ ଏତେ ଅଳ୍ପ କଥା ମଧ୍ୟ କହିବା ଉଚିତ ନୁହେଁ । ଯାହା ଦ୍ଵାରା ସାମ୍ନା ବ୍ୟକ୍ତି ଆପଣଙ୍କୁ କିଛି ମଧ୍ୟ ଶୁଣାଇ ଚାଲିଯିବ । ବହୁତ ଲୋକ ଥାନ୍ତି ଯେପରି ଜାଣିବାକୁ ପାଇବେ ।

ଆପଣ କାହା ସହିତ ଅଧିକ ଯୁକ୍ତି ତର୍କ କରିବାକୁ ପସନ୍ଦ କରିନଥାନ୍ତି । କାହା ସହିତ ମଧ୍ୟ ଅପ ଶବ୍ଦ ବ୍ୟବହାର କରି କଥା ହୋଇନଥାନ୍ତି । ଚାଲାକ ଲୋକ ଏହି ଅଳ୍ପ କଥା କହୁଥିବା ଲୋକଙ୍କର ଫାଇଦା ଉଠାଇ ତାଙ୍କୁ ବହୁତ କିଛି କଠୋର କଥା କହିଦେଇଥାନ୍ତି । ସେଥିପାଇଁ ଅଳ୍ପ କହୁଥିବା ଲୋକ ସ୍ଵଭାବରେ ବହୁତ ନମ୍ର ଓ ଭଦ୍ର ହୋଇଥାନ୍ତି ।

ଏହା ସହିତ ସେମାନଙ୍କୁ ସବୁ ପରିସ୍ଥିତିରେ ଚୁପ ନ ରହି ଯେତିକି ପରିମାଣରେ ଆବଶ୍ୟକ ସେତିକି କହିବା ନିହାତି ଆବଶ୍ୟକ । ଯାହା ଦ୍ଵାରା ଆପଣ ନିଜର ବ୍ୟକ୍ତିତ୍ବ ଅନ୍ୟ ଆଗରେ ଠିକ ଭାବରେ ଉପସ୍ଥାପନା କରିବେ । କିନ୍ତୁ କେବେ ମଧ୍ୟ କାହା ସହିତ କଠୋର ଶବ୍ଦ ବ୍ୟବହାର କରି କଥା ହେବା ଉଚିତ ହୋଇନଥାଏ । ଯଦି ଏହି ପୋଷ୍ଟଟି ଭଲ ଲାଗିଥାଏ । ତେବେ ଆମ ପେଜ୍କୁ ଲାଇକ୍, କମେଣ୍ଟ ଓ ଶେୟାର କରିବାକୁ ଜମାରୁ ଭୁଲିବେ ନାହିଁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *