Health Tips- କିଡନୀ ଖରାପ ହେବା ପୂର୍ବରୁ ଶରୀର ଦେଇଥାଏ ଏହି 6 ସଙ୍କେତ, ହେଇଯାନ୍ତୁ ସାବଧାନ !

ବନ୍ଧୁଗଣ, ଆମ ଶରୀରରେ ଆମେ କୌଣସି ପ୍ରକରାର ପରିବର୍ତ୍ତନ ଦେଖିଲେ ଆମେ ବୁଝି ଯାଇଥାଉ ଯେ, ଆମ ଶରୀରରେ କେଉଁ ପ୍ରକାରର ସମସ୍ୟା ରହିଅଛି । ଉଦାହରଣ ସ୍ୱରୂପ ଯେତେବେଳେ ଆମକୁ ନିଶ୍ଵାସ ପ୍ରଶ୍ଵାସ ନେବାରେ ଅସୁବିଧା ଅନୁଭବ ହେଲେ ଆମେ ବୁଝି ନେଇଥାଉ ଯେ ଆମର ଫୁସଫୁସ ଠିକ ନାହିଁ ।

ସେହିଭଳି ଛାତିରେ ଦରଦ ହେଲେ ଆମେ ବୁଝିଥାଉ ଯେ, ଆମ ହୃଦୟରେ କିଛି ଗଡବଡ ହେଉଅଛି । ମାତ୍ର ଆମ ଶରୀରରେ ଉପସ୍ଥିତି ଥିବା କିଡ୍ନି ସହିତ କଣ ଏଭଳି ସ୍ଥିତି ହୋଇଥାଏ ? କିଡ୍ନି ମନୁଷ୍ୟ ଶରୀରର ମୁଖ୍ୟ ଅଙ୍ଗ ହୋଇଥାଏ । ଏହା ଶରୀରରୁ ଦୂଷିତ ପଦାର୍ଥ କୁ ବାହାର କରିବା ସହିତ ଅନ୍ୟାନ୍ୟ ମହତ୍ଵପୂର୍ଣ୍ଣ କାର୍ଯ୍ୟ କରିଥାଏ । ମାତ୍ର ଯେତେବେଳେ କିଡ୍ନି ଏହି କାର୍ଯ୍ୟ କୁ ନକରି ପାରେ ତେବେ ସେହି ସ୍ଥିତି କୁ କିଡ୍ନି ର ଖରାବ ଅବସ୍ଥା ଭାବରେ ଗ୍ରହଣ କରାଯାଇଅଛି ।

କିଡ୍ନି ଖରାପ ହେବା ପୂର୍ବରୁ ମନୁଷ୍ୟ କୁ କିଛି ସଙ୍କେତ ମିଳିଥାଏ ଯାହାକି କିଛି ଦିନ ପୂର୍ବରୁ ଶରୀରରେ ଦେଖାଯାଇଥାଏ । ଆଜି ଆମ୍ଭେ ଆପଣ ମାନଙ୍କୁ ସେହି ବିଶେଷ ଲକ୍ଷଣ ସମ୍ବନ୍ଧରେ କହିବାକୁ ଯାଉଅଛୁ ।

୧- ପେଟରେ ଦରଦ;- ପେଟର ଦରଦ ଯଦି ବାମ ପାର୍ଶ୍ଵ ଅଥବା ଡାହାଣ ପାର୍ଶ୍ଵ ରେ ହୋଇଥାଏ ଏବଂ ଏହା ଏତେ ମାତ୍ରା ରେ ବଢିଯାଏ ଯେ, ତାହାକୁ ସହ୍ୟ କରିବା ସମ୍ଭବ ହୋଇ ନଥାଏ । ତେବେ ଏହାକୁ ନଜର ଅନ୍ଦାଜ କରନ୍ତୁ ନାହିଁ । କାରଣ ଏହା କିଡ୍ନି ଖରାପ ହେବାର ସଂକେତ ମଧ୍ୟ ହୋଇପାରେ ।

୨- ପାଦ ଅଚାନକ ଫୁଲିଯିବା;- ପାଦ ଫୁଲିଯିବା ଅନ୍ୟ କୌଣସି କାରଣ ରୁ ମଧ୍ୟ ହୋଇପାରେ । କିନ୍ତୁ କିଡ୍ନି ଖରାପ ହେଲେ ପାଦ ଫୁଲିଯାଇଥାଏ । ଏହା ସହିତ ହାତ, ଚେହେରା ଫୁଲି ଯାଇଥାଏ । ନୀତିଦିନିଆ କାର୍ଯ୍ୟ କରିବା ନିମନ୍ତେ ମଧ୍ୟ ଅସୁବିଧା ହୋଇଥାଏ ।

୩- ତ୍ଵଚା ରେ ଦାଗ ଦାଗ ଦେଖାଯିବା;- ଅଧକାଂଶ ସମୟରେ ଏହା କେତେକ ବିଷାକ୍ତ ପଦାର୍ଥ କୁ ଫିଲ୍ଟର କରି ପାରିନଥାଏ, ଏହି ତତ୍ଵ ରକ୍ତ ରେ ମିଶି ରହିଜାଇଥାଏ । ଯେତେବେଳେ ଶରୀର ରକ୍ତ ରେ ଏହି ପଦାର୍ଥ ମାନଙ୍କୁ ଗ୍ରହଣ କରିଥାଏ ତେବେ, ସ୍କିନ ରେ ବନୁଥିବା ତେଲ ର ସମାନ ଉତ୍ପାଦନ ର ପ୍ରକ୍ରିୟା ବଦଳି ଯାଇଥାଏ । ଏହା ସହିତ ଦାଗ ହୋଇଥିବା ସ୍ଥାନ ମାନଙ୍କରେ କୁଣ୍ଡାଇ ହେବା ଆରମ୍ଭ ହୋଇଥାଏ । ଏହା ଦ୍ଵାରା କମ୍ଜୋର ମଧ୍ୟ ଲାଗିଥାଏ । ଯଦି କୌଣସି ବ୍ୟକ୍ତି ର ଶରୀର ଏଭଳି ସଙ୍କେତ ଦେଉଅଛି ତେବେ ନଜର ଅନ୍ଦାଜ କରନ୍ତୁ ନାହିଁ ।

୪- ପରିସ୍ରା ରେ ଯନ୍ତ୍ରଣା;- ଯଦି କୌଣସି ବ୍ୟକ୍ତି ଙ୍କୁ ପରିସ୍ରା କରିଲା ସମୟରେ ଯନ୍ତ୍ରଣା ତଥା କୌଣସି ପ୍ରକାରର ଯନ୍ତ୍ରଣା ହେଉଅଛି, ତେବେ ଏହି ସଙ୍କେତ କିଡ୍ନି ଖରାପ ହେବାର ସଂକେତ ହୋଇଥାଏ । ଏହି ସଂକେତ ଦେଖିଲେ ଡାକ୍ତରଙ୍କ ସହିତ ପରାମର୍ଶ ନିଅନ୍ତୁ । ବନ୍ଧୁଗଣ ଏହି ୪ ଟି ଲକ୍ଷଣ କିଡ୍ନି ଖରାପ ହେବାର କାରଣ ହୋଇପାରେ ।

ଆପଣଙ୍କର ଏଭଳି ସମସ୍ୟା ହେଉଥିଲେ ଡାକ୍ତରଙ୍କ ସହିତ ପରାମର୍ଶ କରନ୍ତୁ । ଆପଣଙ୍କୁ ଏହି ବିବରଣୀ ଟି କିଭଳି ଲାଗିଲା ନିଜର ମତାମତ କମେଣ୍ଟ ମାଧ୍ୟମରେ ଜଣାନ୍ତୁ । ଆମ ପୋଷ୍ଟଟି ଆପଣଙ୍କୁ ଭଲ ଲାଗିଥିଲେ ଲାଇକ, କମେଣ୍ଟ ଓ ସେୟାର କରନ୍ତୁ । ଏଭଳି ଅଧିକ ପୋଷ୍ଟ ପାଇଁ ଆମ ପେଜ୍ କୁ ଲାଇକ ଏବଂ ଫଲୋ କରନ୍ତୁ ଧନ୍ୟବାଦ ।

Leave a Reply

Your email address will not be published. Required fields are marked *