ଏହି ପାଞ୍ଚଟି ସ୍ୱପ୍ନ ଭୁଲରେ ବି କାହାକୁ କୁହନ୍ତୁ ନାହିଁ, ହରେଇବେ ସବୁକିଛି

ବନ୍ଧୁଗଣ କେବେ ବି ଏହି ପାଞ୍ଚଟି ସ୍ନପ୍ନକୁ କାହା ସହିତ ସେୟାର ବା କୁହନ୍ତୁ ନାହିଁ । ଆମେ ଆଜି ଆପଣ ମାନଙ୍କୁ ଏମିତି କିଛି ସ୍ୱପ୍ନ ବିଷୟରେ କହିବା ପାଇଁ ଯାଉଛୁ ଜାହାକୁ କେବେ ବି କାହା କୁ ବି କହିବା କଥା ନୁହେଁ । ଏହା ବହୁତ ଯରୁରୀ ଅଟେ କି ଆପଣ ମାନଙ୍କ ର କିଛି କଥା କୁ ଆପଣ ମାନେ ନିଜ ମଧ୍ୟରେ ହିଁ ରଖନ୍ତୁ ।

ବହୁତ ଲୋକ ମାନେ ଏମିତି ରହି ଥାନ୍ତି । ଯେଉଁ ମାନେ ତାଙ୍କ ସବୁ କଥା କୁ ଅନ୍ୟ ସହିତ ସେୟାର କରନ୍ତି ହେଲେ ଏହା କରିବା ସଂମ୍ପର୍ଣ୍ଣ ଭାବେ ଭୁଲ ଅଟେ ।ସେମିତି ରେ ସ୍ୱପ୍ନ ବିଷୟ ରେ ଆମେ ଯଦି ଆପଣ ମାନଙ୍କୁ କହିବୁ ତେବେ କିଛି ସ୍ୱପ୍ନ ରହିଛି ଜାହାର ଅର୍ଥ ଶୁଭ ହୋଇ ଥାଏ ଏବଂ କିଛି ସ୍ୱପ୍ନ ର ଅର୍ଥ ଏଠାରେ ବହୁତ ଅଶୁଭ ହୋଇ ଥାଏ ।

ହେଲେ ଆମେ ଆଜି ଆପଣ ମାନଙ୍କୁ ଏମିତି ସ୍ୱପ୍ନ ବିଷୟ ରେ କହିବା ପାଇଁ ଯାଉଛୁ ଜାହା ଆପଣ ମାନଙ୍କ ପାଇଁ ଶୁଭ ହୋଇ ଥାଏ । ହେଲେ ଏହି ସ୍ୱପ୍ନ କୁ ଅନ୍ୟ ଲୋକ ମାନଙ୍କ ପାଖରେ ପ୍ରକାଶ କରିବା ଦ୍ୱାରା ସେହି ଗୁଡ଼ିକ ଅଶୁଭ ହୋଇ ଥାଏ । ତେବେ ଆସନ୍ତୁ ସେହି ସ୍ୱପା୍ନ ବିଷୟ ରେ ଜାଣି ନେବା ।

ପ୍ରଥମେ ଆପଣ ମାନେ କେବେ ନିଜର ସ୍ୱପ୍ନ ରେ ନିଜକୁ ଭଗବାନ ଆଶ୍ରୀବାଦ ଦେଉ ଥିବାର ଦେଖନ୍ତୁ ତେବେ କେବେ ବି କାହା ଆଗରେ ପ୍ରକାଶ କରନ୍ତୁ ନାହିଁ । ସେହି ପରି ଦ୍ୱତୀୟ ନମ୍ବର ରେ ରହିଛି । ଆପଣ ମାନେ ନିଜ ସ୍ୱପ୍ନ ରେ ନିଜ ମାତା ପିତା ଙ୍କୁ ପାଣି ଦେଉ ଥିବାର ଦେଖନ୍ତି ତେବେ ଏହା ଉନ୍ନତି ହେବାର ସଂଙ୍କେତ ହୋଇ ଥାଏ କେବେ ଏହାକୁ କାହା ସହିତ ସେୟାର କରନ୍ତୁ ନାହିଁ ।

ଭଗବାନ ଙ୍କ ସ୍ୱପ୍ନ ବାରମ୍ବାର ଆସିବା । ବହୁତ ସମୟ ରେ ଆପଣ ମାନଙ୍କୁ ଭଗବାନ ଙ୍କ ସ୍ୱପ୍ନ ବାରମ୍ବାର ଆସି ଥାଏ । ତେବେ ସେମିତି କ୍ଷେତ୍ର ରେ ଆପଣ ମାନଙ୍କ ଐଇଶ୍ଚର୍ଯ୍ୟ ବଢିବାର ସଂଙ୍କେତ ହୋଇ ଥାଏ ।

ଆପଣ ମାନଙ୍କ ସ୍ୱପ୍ନ ରେ କେବେ ଯଦି ଭଗବାନ ଙ୍କ ଆରତୀ ହେଉ ଥିବାର ଦେଖନ୍ତି । ତେବେ ଆପଣ ମାନେ କେବେ ବି କୈଣସି ବି ପରିସ୍ଥିତି ରେ ସେହି ଭଗବାନ ଙ୍କ ପାଖ ଛାଡିବେ ନାହିଁ । ଏମିତି ରେ ଆପଣ ମାନେ ଯଦି ଏହି ସବୁ କଥା କୁ ଅନ୍ୟ ପାଖରେ କୁହନ୍ତି ତେବେ ଏହା ବିଫଳ ହେବ ।

ଆମ ପେଜକୁ ଲାଇକ କରି ଦିଅନ୍ତୁ । ଆମେ ସବୁ ସମୟରେ କିଛି କାମରେ ଆସିବା ଭଳି ଲେଖା ଆଣି ଥାଉ । ଯାହା ଫଳରେ ସେ ସବୁ ଆପଣ ପାଇ ପାରିବେ । ଲେଖାଟି କେମିତି ଲାଗିଲା ନିଜ ମତାମତ ଜଣାନ୍ତୁ ଓ ଅନ୍ୟମାନଙ୍କ ସହ ସେଆର କରନ୍ତୁ ।

Leave a Reply

Your email address will not be published. Required fields are marked *