Health Tips- ଖାଇସାରିବା ପରେ ୧ ଚାମଚ ଏହି ଗୁଣ୍ଡ ଖାଇ ନିଅନ୍ତୁ, Diabetes ମାସକ ଭିତରେ ଗାୟବ ହେଇଯିବ

ନମସ୍କାର ବନ୍ଧୁଗଣ । ସୂଚନା ଅନୁସାରେ ଯେଉଁ ବ୍ୟକ୍ତି ମାନେ ଡାଇବେଟିସ ବା ମଧୁମେହ ରୋଗରେ ପୀଡିତ ଥାଆନ୍ତି । ସେମାନଙ୍କୁ କେତେକ ଖାଦ୍ୟର ବର୍ଜନ କରାଯିବା ସହିତ ବିଭିନ୍ନ ପ୍ରକାର ମେଡ଼ିସିନର ସେବନ କରିବାକୁ ପଡିଥାଏ । ଡାଇବେଟିସକୁ ଶରୀରରେ ନିୟନ୍ତ୍ରଣ କରିବାର ଏକ ଉପଚାର ଆଜି ଆପଣ ମାନେ ଜାଣିବାକୁ ପାଇବେ । ଏହି ଉପଚାରକୁ ପ୍ରସ୍ତୁତ କରିବାକୁ ଆପଣ ୩ ଟି ସାମଗ୍ରୀର ଆବଶ୍ୟକତା ରହିଛି ।

ଯେଉଁ ସାମଗ୍ରୀ ଆପଣଙ୍କୁ ସହଜରେ ଘରେ ଉପଲବ୍ଧ ହୋଇଯିବ । ସେହି ସାମଗ୍ରୀ ଗୁଡିକ ହେଉଛି ମେଥି ଦାନା, ଜୁଆଣୀ ଓ କାଲିଜିରୀ । ଗ୍ଯାସରେ ଏକ କଢେଇ ବା ପ୍ଯାନ ବସାଇ ପ୍ରଥମେ ଆପଣ କିଛି ମେଥି ଦାନାକୁ ଅଳ୍ପ ଭାଜି ଦିଅନ୍ତୁ । ମେଥି ଦାନା ଡାଇବେଟିସକୁ ନିୟନ୍ତ୍ରଣ କରିବା ସହ ଆଣ୍ଠୁ ଯନ୍ତ୍ରଣାକୁ ମଧ୍ୟ ଦୂର କରିଥାଏ ।

୧ ମିନିଟ ପର୍ଯ୍ୟନ୍ତ ତାହାକୁ ଭାଜି କାଢି ଦିଅନ୍ତୁ । ତାପରେ କଢେଇରେ କିଛି ଜୁଆଣୀକୁ ଆଣି ଅଧ ମିନିଟ ପର୍ଯ୍ୟନ୍ତ ଭାଜନ୍ତୁ । ଜୁଆଣୀ ଡାଇବେଟିସ ରୋଗକୁ ଠିକ କରିବା ସହିତ ମଧ୍ୟ ହଜମ କ୍ରିୟାକୁ ଶକ୍ତିଶାଳୀ କରିଥାଏ । ତାପରେ ଜୁଆଣୀକୁ କାଢି ସେଥିରେ କିଛି କାଲିଜିରୀକୁ ଅଧ ମିନିଟ ପର୍ଯ୍ୟନ୍ତ ଭାଜନ୍ତୁ ।

ତାପରେ ପ୍ରଥମେ ଗ୍ରାଇଣ୍ଡରରେ ମେଥିକୁ ଗ୍ରାଇଣ୍ଡିଙ୍ଗ କରି ଦିଅନ୍ତୁ । ତାପରେ ମେଥିକୁ କାଢି ଜୁଆଣୀକୁ ଗ୍ରାଇଣ୍ଡିଙ୍ଗ କରି ଦିଅନ୍ତୁ । ତାପରେ ଜୁଆଣୀକୁ କାଢି ସେଥିରେ କାଲିଜିରୀକୁ ପକାଇ ଗ୍ରାଇଣ୍ଡିଙ୍ଗ କରି ଦିଅନ୍ତୁ । ୩ ଟି ଯାକ ସାମଗ୍ରୀକୁ ଭଲ ଭାବରେ ବାଟି ତାହାର ଗୁଣ୍ଡ ପ୍ରସ୍ତୁତ କରି ଦିଅନ୍ତୁ । ତାପରେ ସେହି ୩ ଟି ଯାକ ଗୁଣ୍ଡକୁ ଭଲ ଭାବରେ ମିଶାଇ ଗୋଳାଇ ଦିଅନ୍ତୁ । ତାପରେ ଏକ ଡବାରେ ରଖି ତା’ ର ଢକନକୁ ଭଲ ଭାବରେ ବନ୍ଦ କରି ଦିଅନ୍ତୁ । ଯେପରି ସେଥିରେ ବାୟୁ ଚଳାଚଳ ହୋଇପାରିବ ନାହିଁ ।

ଏବେ ସେହି ପ୍ରସ୍ତୁତ କରିଥିବା ପାଉଡରର ସେବନର ପ୍ରଣାଳୀ ବିଷୟରେ ଆପଣ ଜାଣିବାକୁ ପାଇବେ । ରାତିରେ ଖାଇସାରିଲା ପରେ ଏହି ପାଉଡରକୁ ଆପଣଙ୍କୁ ସେବନ କରିବାକୁ ପଡିବ । ରାତ୍ରି ଖାଇସାରିବାର ୨ ଘଣ୍ଟା ପରେ ଏହି ଗୁଣ୍ଡରୁ ଏକ ଚାମଚ ଏକ ଗ୍ଲାସ ଉଷୁମ ପାଣିରେ ମିଶାଇ ଏହାର ସେବନ କରି ଦିଅନ୍ତୁ ।

୧ ମାସ ଏହି ରେମିଡିର ସେବନ ଦ୍ଵାରା ଶରୀରରେ ଏହାର ଫରକ ଦେଖିବାକୁ ପାଇବେ । ରକ୍ତରେ ଆପଣଙ୍କ ସୁଗାର ଟେଷ୍ଟ କରିବା ଦ୍ଵାରା ଡାଇବେଟିସ କେତେ ମାତ୍ରାରେ ନିୟନ୍ତ୍ରଣ ହୋଇଛି ତାହା ଆପଣ ଜାଣିପାରିବେ । ଯଦି ଏହି ପୋଷ୍ଟଟି ଭଲ ଲାଗିଥାଏ । ଆମ ସହ ଯୋଡି ହୋଇ ରହିବା ପାଇଁ  ଆମ ପେଜକୁ ଲାଇକ୍, କମେଣ୍ଟ ଓ ଶେୟାର ନିହାତି ଭାବେ କରନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *