Love Quiz Game- ବାଛନ୍ତୁ ୧ ନମ୍ବର ଦେଖିବା ଆପଣଙ୍କୁ କିଏ Miss କରୁଛି ?

ନମସ୍କାର ବନ୍ଧୁଗଣ । ଆଜି ଆମେ ଆପଣ ମାନଙ୍କ ପାଇଁ ନେଇ ଆସିଛୁ ଏକ ଏପରି ମନୋରଞ୍ଜକ ବିଷୟ ଯେଉଁଥିରେ କି ଆପଣ ନିମ୍ନୋକ୍ତ ନମ୍ୱର ମାନଙ୍କ ମଧ୍ୟରୁ କୌଣସି ଗୋଟିଏ ନମ୍ବର ର ଚୟନ କରି ଜାଣି ପାରିବେ ଆପଣ ଙ୍କୁ ଏହି ସମୟ ରେ ଅଧିକ କିଏ ମନେ ପକାଉଛନ୍ତି । ସର୍ବପ୍ରଥମେ ଆମେ କହୁରଖୁ ହୁ ଏହା ଏକ ସାଧାରଣ ରୀଡ଼ିଂ ଅଟେ । ଏହାକୁ ମାତ୍ରା ଆପଣ ଏକ ଏଣ୍ଟର୍ଟେନ୍ମେଣ୍ଟ ରୂପରେ ହିଁ ନିଅନ୍ତୁ ।

ବନ୍ଧୁଗଣ ଯେଉଁ ମାନେ 1 ନମ୍ୱର ର ଚୟନ କରିଛନ୍ତି ସେମାନଙ୍କ ପାଇଁ ଜାଣି ନିଅନ୍ତୁ କି ଆପଣ ଯେଉଁ ମାନଙ୍କ ର ସାହାର୍ଯ୍ୟ କରନ୍ତି, ସେହି ବ୍ୟକ୍ତି ମାନେ ଆପଣଙ୍କୁ ଏହି ସମୟ ରେ ଖୁବ୍ ଅଧିକ ମନେ ପକାଉଛନ୍ତି ।

ଯଦି ଆପଣ ନମ୍ବର 2 କୁ ବାଚିଛନ୍ତି, ତେବେ ଯେଉଁ ମାନେ ଆପଣ ଙ୍କର ଧ୍ୟାନ ରଖିଥାନ୍ତି, ସେହି ମାନେ ଏହି ସମୟରେ ଆପଣ ଙ୍କୁ ଖୁବ ମନେ ପକାଉଛନ୍ତି । ଯଦି ଆପଣ ନମ୍ବର 3 କୁ ବାଚିଛନ୍ତି, ତେବେ ଯେଉଁ ମାନେ ଆପଣଙ୍କୁ ସମ୍ମାନ କରନ୍ତି ସେହି ମାନେ ଆପଣ ଙ୍କୁ ମନେ ପକାଉଛନ୍ତି ।

ଯଦି ଆପଣ ନମ୍ବର 4 କୁ ବାଚିଛନ୍ତି, ତେବେ ଯେଉଁ ମାନେ ଆପଣଙ୍କ ବିଷୟ ରେ ସବୁବେଳେ ଭାବନ୍ତି, ସେହି ମାନେ ଏହି ସମୟ ରେ ଆପଣ ଙ୍କୁ ଖୁବ ମନେ ପକାଉଛନ୍ତି । ଯଦି ଆପଣ ନମ୍ବର 5 କୁ ବାଚିଛନ୍ତି, ତେବେ ଯେଉଁ ମାନେ ଆପଣ ଙ୍କ ବିନା ରହିବାକୁ ଚାହିଁ ନଥାନ୍ତି, ସେମାନେ ଏହି ମୂହୁର୍ତ୍ତ ରେ ଆପଣ ଙ୍କ ବିଷୟରେ ଖୁବ ମନେ ପକାଉଛନ୍ତି ।

ଯଦି ଆପଣ ନମ୍ବର 6 କୁ ବାଚିଛନ୍ତି, ତେବେ ଯେଉଁ ମାନେ ଆପଣ ଙ୍କର ଅଧିକ ଚିନ୍ତା କରନ୍ତି, ସେହି ମାନେ ଏହି ସମୟ ରେ ଆପଣ ଙ୍କ ବିଷୟରେ ଖୁବ ଅଧିକ ଭାବୁଛନ୍ତି । ଯଦି ଆପଣ ନମ୍ବର 7 କୁ ବାଚିଛନ୍ତି, ତେବେ ଜାଣି ନିଅନ୍ତୁ, ଯେଉଁ ମାନେ ଆପଣ ଙ୍କୁ ଭଲ ପାଉଛନ୍ତି, ସେମାନେ ଏହି ସମୟରେ ଆପଣଙ୍କୁ ମନେ ପକାଉଛନ୍ତି ।

ଯଦି ଆପଣ ନମ୍ବର 8 କୁ ବାଚିଛନ୍ତି, ତେବେ ଯେଉଁ ମାନଙ୍କୁ ଆପଣ ସେମାନଙ୍କର କର୍ଜ ଫେରେଇବାର ଅଛି, ସେମାନେ ଏହି ସମୟ ରେ ଆପଣ ଙ୍କୁ ଖୁବ ଅଧିକ ମନେ ପକାଉଛନ୍ତି । ଯଦି ଆପଣ ନମ୍ବର 9 କୁ ବାଚିଛନ୍ତି, ତେବେ ଯେଉଁ ମାନଙ୍କୁ ଆପଣଙ୍କ ଠାରୁ କିଛି କାମ ରହିଛି, ସେମାନେ ଏହି ସମୟରେ ଆପଣଙ୍କୁ ଖୁବ ଅଧିକ ମନେ ପକାଉଛନ୍ତି ।

ଯଦି ଆପଣ ନମ୍ବର 10 କୁ ବାଚିଛନ୍ତି, ତେବେ ଯେଉଁ ମାନେ ଆପଣ ଙ୍କ ଆଖ ପାଖରେ ଅଛନ୍ତି ସେହି ମାନେ ଆପଣ ଙ୍କୁ ଏହି ସମୟ ରେ ଖୁବ ଅଧିକ ମନେ ପକାଉଛନ୍ତି । ଯଦି ଆପଣ ମାନଙ୍କୁ ଆମର ଏହି ପୋଷ୍ଟ ଟି ଭଲ ଲାଗେ, ତେବେ ଆପଣ ମାନେ ଏହି ପୋଷ୍ଟ କୁ ଲାଇକ କରିବାକୁ ଭୁଲିବେନି । ଧନ୍ୟବାଦ 

 

Leave a Reply

Your email address will not be published. Required fields are marked *