କେହି ବାରମ୍ବାର ଅପମାନ ଦେଲେ କଣ କରିବେ ? ଏହି 5 ଟି କଥା ନିଶ୍ଚୟ ଜାଣି ରଖନ୍ତୁ (Motivational Speech)

ମଣିଷ ପାଇଁ ଏହି ଦୁନିଆ ରେ ସମ୍ମାନ ଠାରୁ ଅଧିକ ମୁଲ୍ଯବନ ଆଉ କିଛି ହୋଇ ନଥାଏ । ଯେଉଁ ମଣିଷ ର କେହି ସମ୍ମାନ କରି ନଥାନ୍ତି । ଯାହାର କୌଣସି ସ୍ଥାନ ରେ କିଛି ମଧ୍ୟ ସମ୍ମାନ ନ ଥାଏ ସେପରି ବ୍ୟକ୍ତି ବଞ୍ଚି ଥାଇ ମଧ୍ୟ ଏକ ଜୀବିତ ମୃତ ଶରୀର ସଙ୍ଗେ ସମାନ ଅଟେ । ଏପରି ରେ ଅନେକ ଲୋକ ଏପରି କହିବାକୁ ଦେଖା ଯାଇଥାଏ କି ଆମର କେହି ସମ୍ମାନ କରି ନ ଥା’ନ୍ତି । ଆମେ କଣ କରିବୁ ?

ବନ୍ଧୁଗଣ ଏହିପରି ସମସ୍ଯା ର ସମାଧାନ ପାଇଁ ଆଜି ଆମେ ଆପଣ ମାନଙ୍କ ପାଇଁ ନେଇ ଆସିଛୁ ଜୀବନ ର ଏପରି ୫ ଟି ଶିକ୍ଷା ଯାହାକୁ ଆପଣ ଜୀବନରେ ଆପଣାଇବା ଦ୍ଵାରା ଆପଣ ଙ୍କର ମଧ୍ୟ ସମାଜର ପ୍ରତ୍ଯେକ ସ୍ଥାନ ରେ ସମସ୍ତେ ଇଜ୍ଜତ କରିବାକୁ ଲାଗିବେ ।

ପ୍ରଥମ ଟି ହେଉଛି Self Respect, ଯଦି ଆପଣ ନିଜେ ହିଁ ନିଜର ଇଜ୍ଜତ ନ କରିବେ ତେବେ ଅନ୍ୟ କେହି ବ କଣ ଆପଣ ଙ୍କର ଇଜ୍ଜତ କରିବେ । ତେଣୁ ସର୍ବ ପ୍ରଥମେ ଆପଣ ନିଜେ ହିଁ ନିଜର ସମ୍ମାନ କରନ୍ତୁ । ଏହା ଜାଣି ରଖନ୍ତୁ କି କେଉଁ ସ୍ଥାନରେ କଣ କହିବା ଉଚିତ ଓ କଣ କହିବ ଅନୁଚିତ ।

ସବୁ ସ୍ଥାନରେ କହିବା ମଧ୍ୟ ଉଚିତ ହୋଇ ନଥାଏ, କି ସବୁ ସ୍ଥାନରେ ଚୁପ ରହିବା ମଧ୍ୟ ଉଚିତ ହୋଇ ନଥାଏ । ଯେତେବେଳେ କେହି ବ୍ୟକ୍ତି ଆପଣ ଙ୍କ ଶ ଖରାପ ବ୍ୟବହାର କରିଥାନ୍ତି, ବା ଆପଣ ଙ୍କର ସମୟ ର ମୂଲ୍ୟ ବୁଝି ନଥାଏ ବା ଆପଣ ଙ୍କ ଭାବନା ଆପଣ ଙ୍କର ଭଲପାଇବା କୁ ବୁଝି ନଥାଏ ସେହିପରି ବ୍ୟକ୍ତି ଙ୍କ ଠାରୁ ଦୂରେଇ ଯିବା ଉଚିତ । ଯେତେବେଳେ ନିଜ ଇଜ୍ଜତ ଉପରେ ପ୍ରଶ୍ନ ଆସେ ସେହି ସ୍ଥାନ ରେ ସମସ୍ତ ଙ୍କ ଠାରୁ ଅଧିକ ମହତ୍ଵ ଆପଣ ନିଜ ଇଜ୍ଜତ କୁ ଦିଅନ୍ତୁ ।

ଦ୍ଵିତୀୟ ଟି ହେଉଛି ଆପଣ ଙ୍କର Presentation, ଏହା ଖୁବ ଅଧିକ ମହତ୍ଵ ରଖିଥାଏ କି ଆପଣ ଦୁନିଆ ଆଗରେ କିପରି ଯାଇଥାନ୍ତି ଓ କିପରି ରହିଥା’ନ୍ତି । ତେଣୁ ସବୁବେଳେ ନିଜର ଗ୍ରୋଥ ଉପରେ ଆପଣ ଧ୍ୟାନ ଦିଅନ୍ତୁ । ତୃତୀୟ ଟି ହେଉଛି Set Your Goal, ନିଜ ଜୀବନରେ ଏକ ଗୋଲ କୁ ସେଟ କରନ୍ତୁ । ଖାଲି ବସିଥିବା ବ୍ୟକ୍ତି କୁ କେହି ପସନ୍ଦ କରନ୍ତି ନାହିଁ । ତେଣୁ ନିଜ ଜୀବନରେ ଏକ ଲକ୍ଷ ସ୍ଥଳି କେନ୍ଦ୍ରିତ କରନ୍ତୁ ।

ପ୍ରତିଦିନ ଅଧିକ ରୁ ଅଧିକ ପରିଶ୍ରମ କରନ୍ତୁ, ତାହାକୁ ପୂର୍ଣ୍ଣ କରିବା ପାଇଁ । ଚତୁର୍ଥ ଶିକ୍ଷା ହେଉଛି Improve Your Knowledge, ଯେଉଁ ବ୍ୟକ୍ତି ପାଖରେ ଯେତେ ଅଧିକ ଜ୍ଞାନ ସମାଜ ରେ ତାହାର ସେତେ ଅଧିକ ନାମ । ଏହା ହିଁ ଏହି ଦୁନିଆ ର ବାସ୍ତବିକ ସତ୍ୟ । ମୂର୍ଖ ଲୋକ ଙ୍କୁ କେହି ପସନ୍ଦ କରି ନଥାନ୍ତି ।

ଜ୍ଞାନ ର ଅର୍ଥ କେବଳ ବହି ଖାତା ଆରୁ ଅର୍ଜିତ ଜ୍ଞାନ ନୁହେଁ ଆପଣ ଜୀବନ ରୁ କଣ ଶିଖିଛନ୍ତି ଓ ଜୀବନ କୁ ଆପଣ କେଉଁ ନଜରେ ଦେଖନ୍ତି ଏହା ହିଁ ଆପଣ ଙ୍କର ପରିଚୟ ଦେଇଥାଏ । ଶେଷ ଟି ହେଉଛି Communication Skill, ଆପଣ ଙ୍କ କଥା କହିବା ଶୈଳୀ ହିଁ ଆପଣ ଙ୍କୁ ଭିଡରୁ ସମସ୍ତ ଙ୍କ ଠାରୁ ଭିନ୍ନ କରାଇଥାଏ । ତେବେ ବନ୍ଧୁଗଣ ଆପଣ ମାନଙ୍କୁ ଯଦି ଆମର ଏହି ପୋଷ୍ଟ ଟି ଭଲ ଲାଗେ, ତେବେ ଆପଣ ଆମର ଏହି ପୋଷ୍ଟ ଟି କୁ ଲାଇକ ଓ ଶେୟାର କରିବାକୁ ଭୁଲିବେନି । ଧନ୍ୟବାଦ

Leave a Reply

Your email address will not be published. Required fields are marked *