ଏହି ସମୟରେ ସଂଭୋଗ କଲେ ହୋଇଥାଏ ମହାବିନାଶ ! ଜାଣନ୍ତୁ ସଠିକ ସମୟ ! (Jaya Kishori)

ଦର୍ଶକ ବନ୍ଧୁ ଆପଣ ମାନେ ସମସ୍ତେ ବରାହ ଅବତାର ବିଷୟରେ ନିଶ୍ଚୟ ଜାଣିଥିବେ । ଭଗବାନ ବିଷ୍ଣୁ ବରାହ ଅବତାର ନେଇ ଥିଲେ । ତେବେ ବିଷ୍ଣୁ ନିଜ ଅବତାରକୁ ନେଇ ଥରେ ରାଜା ପରୀକ୍ଷିତଙ୍କ ସହ ଆଲୋଚନା କରୁଥିଲେ । ସେହି ସମୟରେ ରାଜା ପରୀକ୍ଷିତ ଭଗବାନ ବିଷ୍ଣୁଙ୍କୁ ପଚାରି ଥିଲେ, ପ୍ରଭୁ ମୋତେ ବରାହ ଅବତାର ବିଷୟରେ କୁହନ୍ତୁ ଆପଣ ସେହି ଅବତାର କାହିଁକି ନେଲେ ।

ଏହାର ଉତ୍ତର ଦେଇ ପ୍ରଭୁ ବିଷ୍ଣୁ କହିଲେ, ରାଜା ଦକ୍ଷଙ୍କ କନ୍ୟା ଦିତି ନିଜ ସ୍ଵାମୀ କାଶ୍ୟପ ଋଷିଙ୍କ ପାଖକୁ ପୁତ୍ର ସନ୍ତାନ କାମନା କରି ଆସି ଥିଲେ । ସେତେବେଳେ ସନ୍ଧ୍ୟା ହୋଇଥାଏ ତେଣୁ କାଶ୍ୟପ ଋଷି କହିଲେ ଏ ସମୟ ଠିକ ନାହିଁ । ସନ୍ଧ୍ୟା ସମୟ ହେଉଛି ପୂଜା ପାଠର ସମୟ । ଆମ ହିନ୍ଦୁ ସମାଜରେ ଏହି ସନ୍ଧ୍ୟା ସମୟକୁ ଗୌଥୁଲି ବେଲା କୁହନ୍ତି । ଏହି ନାମ ସେତେବେଳେ ହେଇଥିଲା ଯେତେବେଳେ ଶ୍ରୀ କୃଷ୍ଣ ଗାଈ ଚରାଇବାକୁ ଯାଉ ଥିଲେ ।

ଏହି ସମୟରେ ସେ ଗାଈକୁ ଚରାଇ ଘରକୁ ଫେରୁ ଥିଲେ । ଦ୍ଵିତୀୟ କାରଣ ହେଉଛି ସନ୍ଧ୍ୟା ସମୟରେ ପ୍ରଭୁ ଶିବ ଓ ମାତା ପାର୍ବତୀ ପୃଥିବୀର ପରିକ୍ରମା କରିବାର ମାନ୍ୟତା ରହିଛି । ହେଲେ ପତ୍ନୀ ଦିତି ସମ୍ବନ୍ଧ ରଖିବାକୁ ଜିଦି କଲେ ତେଣୁ କାଶ୍ୟପ ତାଙ୍କ କଥାରେ ରାଜି ହୋଇ ସମ୍ବନ୍ଧ ରଖିଲେ ଆଉ ପୁନର୍ବାର ଗାଧୋଇ ପୂଜା ପାଠ କରିଲେ । ଦିତି ଭାବିଲେ କାଶ୍ୟପ ରାଗି ଗଲେ ତେଣୁ ସେ କହିଲେ ମୁଁ ଯାହା କଲି ଆପଣଙ୍କ ପାଇଁ କଲି ଆପଣଙ୍କ ସନ୍ତାନ ହେବ ବଂଶ ବୃଦ୍ଧି ହେବ ।

ଏହା ଶୁଣି କାଶ୍ୟପ କହିଲେ ଭୁଲ ସମୟରେ କରିଥିବା କାର୍ଯ୍ୟ ଭୁଲ ପରିଣାମ ଦେଇ ଥାଏ । ଛୁଆ ହେବେ ଗୋଟେ ନୁହେଁ ଜୁଡୁବା ଛୁଆ ହେବେ ହେଲେ ବହୁତ ଦୁଷ୍ଟ ହେବେ । ଦୁଷ୍ଟ ମାନେ ସାଧାରଣ ଦୁଷ୍ଟ ନୁହେଁ ସେମାନେ ରାକ୍ଷସ ହେବେ । ତାଙ୍କ ଗର୍ଭରୁ ଦୁଇଟି ରାକ୍ଷସ ଜନ୍ମ ହେଲେ ଜଣେ ହେଉଛନ୍ତି ହିରାଣକ୍ଷ ସେହି ସମୟରେ ହିରାଣକ୍ଷ ବହୁତ ଉତପାତ ହେଲେ ।

ତେଣୁ ହିରାଣକ୍ଷକୁ ରୋକିବା ପାଇଁ ପ୍ରଭୁ ବିଷ୍ଣୁ ବରାହ ଅବତାର ନେଇଥିଲେ । ତେଣୁ ବନ୍ଧୁଗଣ କେବେ ହେଲେ ସନ୍ଧ୍ୟା ସମୟରେ ସଂଭୋ-ଓଗ କରିବେ ନାହିଁ । ଆପଣ ମାନେ ରାତ୍ରି ସମୟରେ ସଂଭୋ-ଓଗ କରନ୍ତୁ ଏହାର ପରିଣାମ ଭଲ ହେବ । ତା ହେଲେ ଏହି ଖବର ଉପରେ ଆପଣ ମାନଙ୍କର ମତ କଣ ଆମକୁ କମେଣ୍ଟ ମାଧ୍ୟମରେ ନିଶ୍ଚୟ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *