ଯେତେ ପଢିଲେ ବି ପାଠ ମନେ ରହୁ ନାହିଁ ? ଜୀବନରେ ଆଗକୁ ଯିବାକୁ ଚାହାଁନ୍ତି, ଆଜି ଠାରୁ ହିଁ ଜପନ୍ତୁ ଏହି ମନ୍ତ୍ର, ହେବ ଚମତ୍କାର

ବନ୍ଧୁଗଣ ସବୁବେଳେ ଆମେ ମାନେ ସମସ୍ତେ ଅଧିକ  ପାଠ ମନେ ରଖିବା ପାଇଁ ଚାହିଁ ଥାନ୍ତି । ଆମେ ଇଚ୍ଛା କରିଥାଉ ଆମେ ସବୁବେଳେ ପାଠ ରେ ଆଗରୁ ରହୁ ଏବଂ କ୍ୟାରିୟରରେ ସଫଳତା ମିଳୁ ବୋଲି । ଆମେ ବେଳେବେଳେ ଯେତେ ଚେଷ୍ଟା କରିଲେ ବି ଆମର ପାଠ ମନେ ରୁହେ ନାହି । ଯଦିଓ ମନେ ରହେ ପାଠ ଆମେ ଖୁବ ଅଳ୍ପ ସମୟରେ ଏହାକୁ ଭୁଲି ଯାଇଥାଉ । ଏହି ସବୁ ସମସ୍ଯା ଯଦି ଆପଣଙ୍କ ସହ ହେଉଛି ତା ହେଲେ ଏହାର ସମାଧାନ ପାଇଁ ଆମେ ଆପଣଙ୍କୁ ଏକ ସୁନ୍ଦର ଉପାୟ ଟି କହିବୁ ପାଠ ମନେ ରଖିବା ପାଇଁ ।

ବନ୍ଧୁଗଣ ପ୍ରତେକ ବ୍ୟକ୍ତି ନିଜ ଜୀବନରେ ପାଠ ପଢି ବଡ ମଣିଷ ହେବା ପାଇଁ ସ୍ଵପ୍ନ ଦେଖିଥାଏ । ତେବେ ଏହି ସ୍ଵପ୍ନ ସେତେବେଳେ ସାକାର ହୋଇଥାଏ ଯେବେ ବିଦ୍ୟା ଭଲ ହୋଇଥାଏ । ଯଦି କୌଣସି ବ୍ୟକ୍ତି ଭଲ ପାଠ ପଢିଥାନ୍ତି ତେବେ ସେମାନେ ଜୀବନରେ ଉନ୍ନତି ଓ ସଫଳତା ଲାଭ କରିଥାନ୍ତି । କିନ୍ତୁ ଏମିତି କିଛି ବ୍ୟକ୍ତି ଅଛନ୍ତି ଯେଉଁ ମାନଙ୍କର ପାଠ ପଢା ରେ ମନ ଲାଗେ ନାହି କିମ୍ବା ପାଠ ମନେ ରୁହେ ନାହି ।

ଯାହା ଫଳରେ ସେମାନେ କ୍ୟାରିୟର ରେ ସଫଳତା ହାସଲ କରି ପାରନ୍ତି ନାହି । ଏଥିପାଇଁ ଅନେକ କିଛି ନା କିଛି ଉପାୟ ଅବଲମ୍ବନ କରିଥାନ୍ତି । କିନ୍ତୁ କିଛି କ୍ଷେତ୍ର ରେ ଏହା ସଫଳ ହୋଇଥାଏ ତ ଆଉ କିଛି କ୍ଷେତ୍ରରେ ହୁଏ ନାହି । ମା ସରସ୍ଵତୀ ହେଉଛନ୍ତି ବିଦ୍ୟା ଦାତ୍ରୀ ।

ତାଙ୍କର କୃପା ଲାଭ ହେଲେ ବ୍ୟକ୍ତି ଜୀବନରେ ବଡ ରୁ ବଡ ସଫଳତା ହାସଲ କରିବାରେ ସକ୍ଷମ ହୋଇ ପାରିବ । ତେବେ ଯଦି ଆପଣ ନିଜ ପାଠ ଓ କ୍ୟାରିୟରରେ ସଫଳତା ହେବାକୁ ଚାହୁଁ ଛନ୍ତି ତା ହେଲେ ମା ସରସ୍ଵତୀ ଙ୍କ ଏହି ମନ୍ତ୍ର କୁ ପ୍ରତେକ ଦିନ ଜପ କରନ୍ତୁ । ଯାହା ଦ୍ଵାରା ପ୍ରତେକ କାମରେ ଆପଣଙ୍କୁ ସଫଳତା ହାସଲ ହେବ ।

ମା ସରସ୍ଵତୀ ଙ୍କୁ ବିଦ୍ୟାର ଦେବୀ ବୋଲି କୁହା ଯାଇଥାଏ । ସଦ ବୁଦ୍ଧି ଓ ବିଦ୍ୟା ପ୍ରାପ୍ତି ପାଇଁ ଭଗବାନ ଗଣେଶ ଙ୍କ ସହ ମା ସରସ୍ଵତୀ କୁ ପୂଜା କରିବାର ବି ବିଧାନ ଅଛି । ମା ସରସ୍ଵତୀଙ୍କ ମନ୍ତ୍ର ଟି ହେଉଛି ସରସ୍ଵତୀ ନମସ୍ତୁଭ୍ୟ ବରଦେ କାମରୂପୀଣୀ ବିଦ୍ୟାରମ୍ଭ କରିଶ୍ୟାମୀ ସିଧିର ଭବ ତୁମେ ସଦା ।

ଯଦି ପ୍ରତେକ ଦିନ ସକାଳୁ ମା ସରସ୍ଵତୀ ଙ୍କ ସମୁଖରେ ଆପଣ ଏହି ମନ୍ତ୍ର ଜପ କରିବେ ତା ହେଲେ ଆପଣଙ୍କୁ ଜୀବନରେ ନିଶ୍ଚୟ ସଫଳତା ମିଳିବ । ଏହା ସହ ମା ସରସ୍ଵତୀ ଙ୍କ କୃପା ଆପଣଙ୍କ ଉପରେ ରହିବ । ବନ୍ଧୁଗଣ ଆପଣ ମାନଙ୍କୁ ଆମ ପୋଷ୍ଟ ଟି ଭଲ ଲାଗିଥିଲେ ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *