Hair Growth Tips- ନା ଝଡିବ-ନା ଛିଣ୍ଡିବ ! କେଶକୁ ମୂଳରୁ ମଝବୁତ ଓ ଲମ୍ବା କରିବାର ଏହି ଉପାୟ ଜାଣିଲେ ଆଶ୍ଚର୍ଯ୍ୟ ହେଇଯିବେ

ବନ୍ଧୁଗଣ, ସାଧାରଣତ ଆଜିଭଳି ଦିନରେ ସମସ୍ତଙ୍କ ସମସ୍ୟା ଏହା ରହିଅଛି ଯେ, କେଶ କିଭଳି ଲମ୍ବା ହେବ ? ମୁଖ୍ୟତ କେଶ ଆମ ଶରୀରର ସୁନ୍ଦରତକୁ ବଢାଇଥାଏ । କେଶ ଅତିଶୀଘ୍ର ଲମ୍ବା କରିବା ଏତେ ସହଜ ହୋଇ ନଥାଏ ।

ସମସ୍ତ ଝିଅ ତଥା ମହିଳା ମାନଙ୍କ ଇଛା ଥାଏ ଯେ ତାଙ୍କ କେଶ କିଭଳି ଲମ୍ବା ହୋଇଯାଉ । ମାତ୍ର ଆଜିଭଳି ଦିନରେ ପ୍ରଦୂଷଣ କାରଣରୁ ଏହି ଇଛାଶକ୍ତି ଟି ସ୍ଵପ୍ନ ରେ ରହିଯାଇଥାଏ । ଆଜିକାଲି ମହିଳା ମାନଙ୍କର କେଶ ଝଡିବା ସମସ୍ୟା ବହୁତ ସାଧାରଣ ହୋଇ ଯାଇଛି । ମାତ୍ର ଆଜି ଆମ୍ଭେ ଆପଣଙ୍କୁ ଯେଉଁ ଉପାୟ ଟି କହିବାକୁ ଯାଉଅଛୁ ସେଥିରୁ ୧୦୦ ପ୍ରତିଶତ ସୁନିଶ୍ଚିତ ଯେ, ଆପଣଙ୍କ କେଶ ଲମ୍ବା ହୋଇଯିବ । ଆସନ୍ତୁ ଜାଣିବା ସେହି ଉପାୟ ଟି କଣ ଅଟେ ?

୧- ଏଲୋଭେରା;- ଏଥିରେ ଅନେକ ପୋଷାକ ତତ୍ଵ ରହିଅଛି । ଏହା ଆପଣଙ୍କ କେଶ କୁ ମଜବୁତ ତଥା ଚମତ୍କାର ବନାଇବାରେ ସାହାର୍ଯ୍ୟ କରିଥାଏ । ପ୍ରଥମେ ଆପଣ ଏଲୋଭେରା କୁ କାଟି ସେଥିରେ ଥିବା ପଦାର୍ଥ କୁ କାଢି ନିଅନ୍ତୁ । ଏହାପରେ ଏହି ଜେଲ କୁ ନେଇ ନିଜ କେଶ ରେ ଲଗାନ୍ତୁ । ଏହାକୁ ଲଗାଇ ୩୦ ମିନିଟ ପର୍ଯ୍ୟନ୍ତ ରଖନ୍ତୁ । ଏହାପରେ କୌଣସି ଭଲ ସାମ୍ପୋ ରେ କେଶ କୁ ଧୋଇ ଦିଅନ୍ତୁ ।

୨- ପିଆଜ;- ଏହାକୁ କାଟି ଅଥବା ଛେଚି ଏହାର ରସ କାଢି ଦିଅନ୍ତୁ । ଏହାପରେ ତୁଳା ସାହାର୍ଯ୍ୟ ରେ ପିଆଜ ରସ କୁ ନିଜ କେଶ ରେ ଲଗାନ୍ତୁ । ଏହାପରେ ୩୦ ମିନିଟ ପରେ ନିଜ କେଶ କୁ ନ୍ୟାଚୁରାଲ ସାମ୍ପୋ ମାଧ୍ୟମରେ ଧୋଇନିଅନ୍ତୁ ।

୩- ଅଁଳା ରସ;- ଏହି ଉପାୟ କୁ ବହୁତ କମ ଲୋକ ଜାଣିଛନ୍ତି । କିନ୍ତୁ ଏହି ଉପାୟ ଟି ବହୁତ ସହଜ ହୋଇଥାଏ । ଅଁଳା ରେ ଭିଟାମିନ-c ଭରପୁର ମାତ୍ରାରେ ରହିଥାଏ । ଏହା କେଶ ସହିତ ଆଖି ର ଆଲୋକ କୁ ବଢାଇବାରେ ସାହାର୍ଯ୍ୟ କରିଥାଏ । ଅଁଳା ପାଉଡର ଏବଂ ଲେମ୍ବୁ ରସ କୁ ଭଲ ଭାବରେ ମିଶାଇ ଦିଅନ୍ତୁ । ଏହାପରେ ଏହି ମିଶ୍ରଣ କୁ ନିଜ କେଶ ରେ ଲଗାଇବା ଆରମ୍ଭ କରି ଦିଅନ୍ତୁ । ଏହାପରେ ନିଜ କେଶ କୁ ଉଷୁମ ପାଣିରେ ଧୋଇ ଦିଅନ୍ତୁ ।

୪- କଖାରୁ ମଞ୍ଜି ର ତେଲ;- ଏହି ଉପାୟ ଟି ସଂପୂର୍ଣ୍ଣ ଅଲଗା ହେଲେ ମଧ୍ୟ ଏହା ଅତ୍ୟନ୍ତ ଲାଭ ଦାୟକ ଅଟେ । ନିଜ କେଶରେ କଖାରୁ ବୀଜ ର ତେଲ କୁ ଲଗାନ୍ତୁ । ଏହାକୁ ନିୟମିତ ଭାବରେ ଲଗାଇବା ଦ୍ଵାରା ଆପଣଙ୍କ କେଶ ଗହଳ ହୋଇଥାଏ । ବନ୍ଧୁଗଣ ଆପଣ ମାନଙ୍କୁ ଏହି ବିବରଣୀ ଟି କିଭଳି ଲାଗିଲା ନିଜର ମତାମତ ଆମ୍ଭକୁ କମେଣ୍ଟ ମାଧ୍ୟମରେ ଜଣାନ୍ତୁ । ଆମ ପୋଷ୍ଟଟି ଆପଣଙ୍କୁ ଭଲ ଲାଗିଥିଲେ ଲାଇକ, କମେଣ୍ଟ ଓ ସେୟାର କରନ୍ତୁ । ଏଭଳି ଅଧିକ ପୋଷ୍ଟ ପାଇଁ ଆମ ପେଜ୍ କୁ ଲାଇକ ଏବଂ ଫଲୋ କରନ୍ତୁ ଧନ୍ୟବାଦ ।

Leave a Reply

Your email address will not be published. Required fields are marked *