Health Tips- କେତେବି ପୁରୁଣା ଚର୍ବି ହେଇଥାଉ ନା କାହିଁକି, ଏହି ପାଣି ୩ ଥର ପିଅନ୍ତୁ, ଘିଅ ଭଳି ତରଳିଯିବ ପେଟ ଓ ଜଙ୍ଘର ସମସ୍ତ ଚର୍ବି

ବନ୍ଧୁଗଣ ଆଜି ଆମେ ଆପଣଙ୍କୁ ସବୁଠାରୁ ସହଜ ୱେଟ ଲସ ୱାଟର ବିଷୟରେ କହିବାକୁ ଯାଉଛୁ । ଏହି ୱେଟ ଲସ ୱାଟରକୁ ସେବନ କରିଲେ ଏକ ମାସ ଭିତରେ 5ରୁ 7 କିଲୋ ଓଜନ କମ କରିପାରିବେ । ସବୁଠାରୁ ଭଲ କଥା ହେଲା ଥାଇରଏଡ, ଡାଇବେଟିସ, ଉଚ୍ଚ ରକ୍ତଚାପ ରୋଗୀ ହୁଅନ୍ତୁ ନା କାହିଁକି ସମସ୍ତେ ସେବନ କରିବେ । ଏହା ଆପଣଙ୍କର ମୋଟାପଣକୁ ସହଜରେ ଦୂର କରିବାରେ ସାହାଜ୍ଯ କରିବ ।

ଛୋଟ ପିଲାଙ୍କୁ ସ୍ତନ୍ୟପାନ କରାଉଥିବା ସ୍ତ୍ରୀମାନେ ଏହାର ସେବନ କରିପାରିବେ । ଏଥିରେ କୌଣସି ସାଇଡ ଇଫେକ୍ଟ ନ ଥାଏ । ଏବେ ଆସନ୍ତୁ ଜାଣିବା ଏହି ୱାଟର କେମିତି ତିଆରି କରିବା । ଏହି ରେମେଡି ତିଆରି କରିବା ପାଇଁ ଏକ ପାତ୍ରରେ ଏକ ଲିଟର ପାଣି ନିଅନ୍ତୁ । କାରଣ ଦିନକୁ 3 ଥର ଏହାର ସେବନ କରିବାକୁ ହେବ । ଏଥିରେ ପ୍ରଥମେ ତେଜପତ୍ର ମିଶାନ୍ତୁ । ତେଜପତ୍ର ଓଜନ କମ କରିବାରେ ଲାଭଦାୟକ ଅଟେ ।

ଏଥିରେ ଅନେକ ପ୍ରକାରର ଆଣ୍ଟି ଅକ୍ସିଡେଣ୍ଟ ରହିଥାଏ । ଦ୍ଵିତୀୟ ସାମଗ୍ରୀ ହେଉଛି ଡାଲଚିନି ଯାହା ହଜମ କ୍ରିୟାରେ ସାହାଜ୍ଯ କରେ । ଡାଲଚିନି ଶରୀରକୁ ଏନର୍ଜି ଦେଇଥାଏ । ଡାଲଚିନି ପାଉଡର ଏଥିରେ ବ୍ୟବହାର କରନ୍ତୁ ନାହି । ତୃତୀୟରେ 2ରୁ 3ଟି ଗୁଜୁରାତି ପକାନ୍ତୁ ଯାହା ଆପଣଙ୍କର ଷ୍ଟ୍ରେସ୍ଲୁ ଦୂର କରିଥାଏ । ଶେଷରେ ଏକ ଚାମଚ ଜୀରା ମିଶାନ୍ତୁ । ଜୀରା ଗ୍ଯାସ, ଏସିଡିଟି, କୋଷ୍ଠ କାଠିନ୍ଯ ଭଳି ସମସ୍ୟାକୁ ଦୂର କରିଥାଏ । ଏହା ସହ ଚର୍ବିକୁ ଶେଷ କରିବାର କାମ କରିଥାଏ ଜୀରା ।

ଏହି ସବୁ ସାମଗ୍ରୀ ପକାଇବା ପରେ 15 ମିନିଟ ଯାଏଁ ଏହାକୁ ଭଲ ଭାବେ ଫୁଟାନ୍ତୁ । ଯେମିତି ସବୁ ଜିନିଷର ପୋଷାକ ତତ୍ତ୍ଵ ପାଣିରେ ଆସିଯିବ । ଏହି ପାଣି ଥଣ୍ଡା ହେବ ସହ ଅନ୍ୟ ଏକ ପାତ୍ରକୁ ଛାଣି ଦିଅନ୍ତୁ । ବଞ୍ଚି ଯାଇଥିବା ତେଜପତ୍ରକୁ ଆପଣ ଦହି ସହ ମିଶାଇ ଫେସ ପ୍ୟାକ ବଣାଇ ଲଗାଇଲେ ସ୍କିନରେ ଉଜ୍ବଳତା ବୃଦ୍ଧି ପାଇଥାଏ ।

ବଳି ଯାଇଥିବା ଅନ୍ୟ ଜିନିଷକୁ ଆପଣ ଫ୍ରିଜରେ ଷ୍ଟୋର କରି ଅନ୍ୟ ଦିନ ବ୍ୟବହାର କରିପାରିବେ । ଏହି ପାଣିକୁ ଆପଣ ଦିନକୁ 3 ଥର ବ୍ୟବହାର କରିବାକୁ ହେବ । ଏଥିରେ ଲେମ୍ବୁର ବ୍ଯବହାର ହୋଇ ନାହି କାରଣ ବହୁତ ଲୋକଙ୍କୁ ଲେମ୍ବୁ ସୁଟ କରେ ନାହି । ଏଥିରେ ମହୁ ବି ଆଡ ହୋଇ ନାହି କାରଣ ଡାଇବେଟିସ ରୋଗୀ ଏହାର ସେବନ କରିବେ ନାହି ।

ଏହା ଏକ ପ୍ରାକୃତିକ ଇଫେକ୍ଟିଭ ରେମେଡି ଅଟେ । ଯଦି ଆପଣଙ୍କର କିଛି ବି ସ୍ୱାସ୍ଥ୍ୟ ସମସ୍ଯା ଅଛି ତେବେ ଏହାର ବ୍ଯବହାର କରିପାରିବେ । ଯଦି ଆପଣଙ୍କର ୟୁରିକ ସମସ୍ଯା ଅଛି ବା ଷ୍ଟ୍ରେସ ସମସ୍ଯା ଅଛି ତେବେ ଏହାର ସେବନ କରିପାରିବେ । ଏହା ଡାଇଜେସନ ସିଷ୍ଟମ, କେଶ ଜନିତ ସମସ୍ୟାକୁ ଦୂର କରିଥାଏ । ସକାଳୁ ଖାଲି ପେଟରେ, ଲଞ୍ଚର ଅଧ ଘଣ୍ଟା ପୂର୍ବରୁ ଓ ଦିନର ର ଅଧ ଘଣ୍ଟା ପରେ ଏହାର ସେବନ କରନ୍ତୁ ପୁରା 1 ମାସ ଯାଏଁ ।

ବନ୍ଧୁଗଣ ଆପଣ ମାନଙ୍କୁ ଆମ ପୋଷ୍ଟ ଟି ଭଲ ଲାଗିଥିଲେ ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *