ଝିଟିପିଟି କେଉଁଠି ପଡିଲେ ସମ୍ପତ୍ତି ପ୍ରାପ୍ତର ସଂକେତ ମିଳେ ? ଏହା ଶୟତା ପଢନ୍ତୁ ଆହୁରି 20 ଟି Anuchinta

ନମସ୍କାର ବନ୍ଧୁଗଣ । ସୂଚନା ଅନୁସାରେ ଜୀବନରେ ତ ସମସ୍ଯା ଲାଗିରହିଥାଏ । ତେବେ ସେହି ସବୁ ସମସ୍ଯାର ସମାଧାନ ମଧ୍ୟ ରହିଥାଏ । ତେବେ ଏପରି କିଛି ଜ୍ଞାନପୂର୍ଣ୍ଣ ତଥ୍ୟ ଜାଣି ଓ ତାହାର ପ୍ରୟୋଗ କରି ନିଜ ଜୀବନର ନୀତିଦିନିଆ ସମସ୍ଯା ସମାଧାନ କରନ୍ତୁ । ଘରର ସମ୍ମୁଖରେ ଝୋଟି ବା ଚିତା ଆଂକିବା ଦ୍ଵାରା ଘର ଉପରେ କୌଣସି ଖରାପ ଶକ୍ତିର ପ୍ରଭାବ ପଡିନଥାଏ । ଠାକୁର ଘର ଆଖପାଖରେ ମେଡ଼ିସିନ ରଖିବା ଉଚିତ ନୁହେଁ ।

ଏହା ବହୁତ ଅଶୁଭ ହୋଇଥାଏ । ଶୋଇବା ଘରେ କେବେବି ଲୁଣ, ତେଲ ଓ ଝାଡୁ ଆଦି ରଖିବା ଉଚିତ ନୁହେଁ । ଏପରି କରିବା ଦ୍ଵାରା ଘର ପରିବାରର ମାନସିକ ସ୍ଥିତି ଭଲ ରହିନଥାଏ । ନାଲି ରଙ୍ଗର ରିବନ ଘରେ ମୁଖ୍ୟ ଦ୍ଵାରରେ ଟାଙ୍ଗିବା ଦ୍ଵାରା ଘର ପାଇଁ ଧନର ଆଗମନ ହୋଇଥାଏ । ଘରେ ଯଦି ଝିଅର ବିବାହରେ ବିଳମ୍ବ ଦେଖାଯାଉଥାଏ ।

ତେବେ ହଳଦିଆ ରଙ୍ଗର ବେଡସିଟ ପକାଇ ଝିଅ ଶୋଇବା ଦ୍ଵାରା ବିବାଘର ଶୀଘ୍ର ହୋଇଥାଏ । ଚାକିରି ପାଇଁ ଇଣ୍ଟରଭିୟୁ ଦେବାର ଥିଲେ । ଯିବା ସମୟରେ ପାଖରେ ନାଲି ରଙ୍ଗର ରୁମାଲ ନେଇକି ଯିବା ଉଚିତ । ଧାର କରଜ କରିଥିବା ବ୍ୟକ୍ତି ମଙ୍ଗଳବାର ଦିନ ଧାର ଶୁଝିବା ଦ୍ଵାରା ବହୁତ ଶୀଘ୍ର ରୁଣମୁକ୍ତ ହୋଇପାରେ ।

ଘରର ଐଶାନ୍ୟ କୋଣରେ ପିଲାଙ୍କ ପାଇଁ ପଢା ଘର କରିବା ଦ୍ଵାରା ପିଲାଙ୍କର ପାଠ ପଢା ଭଲ ହୋଇଥାଏ । ମଥାରେ ଚନ୍ଦନ କିମ୍ବା ସିନ୍ଧୁର ଲଗାଇବା ଦ୍ଵାରା କରାଯାଇଥିବା ପୂଜା ଆଦି ଧାର୍ମିକ କାର୍ଯ୍ୟରେ ସୁଫଳ ମିଳିଥାଏ । ତ୍ରିମୂଖୀ ରୁଦ୍ରାକ୍ଷ ଧାରଣ କରିବା ଦ୍ଵାରା ପିଲାଙ୍କର ସ୍ମରଣ ଶକ୍ତି ବୃଦ୍ଧି ହୋଇଥାଏ । ଘରେଶଙ୍ଖ ଆଣି ତା’ ର ସଠିକ ଉପଯୋଗ କରିବା ଦ୍ଵାରା ହିଁ ଘରର ବାସ୍ତୁ ଦୋଷ ଦୂର ହୋଇବା ସହ ଆର୍ଥିକ ସ୍ଥିତି ଭଲ ରହିଥାଏ ।

ଅର୍ଦ୍ଧନାରୀସ୍ଵରଙ୍କୁ ପୂଜା କରିବା ଦ୍ଵାରା ନ୍ପୁଂଷକତା ଦୂର ହୋଇଥାଏ । ପ୍ରତେକ ବ୍ୟକ୍ତି ସାଧୁ ସନ୍ଥଙ୍କର ସମ୍ମାନ କରିବା ସହିତ ତାଙ୍କୁ ଦାନ ଧର୍ମ କରିଲେ । ବ୍ୟକ୍ତିର ମନସ୍କାମନା ପୂରଣ ହୋଇଥାଏ । ଯେଉଁ ବ୍ୟକ୍ତି ନିଜ ପିତାମାତାଙ୍କର ସେବା କରିବା ଦ୍ଵାରା ତାଙ୍କର ଆଦେଶ ପାଳନ କରିଥାଏ । ବ୍ୟକ୍ତି ଜୀବନରେ ସର୍ବଦା ଶାନ୍ତି ପ୍ରାପ୍ତ କରିପାରିଥାଏ ।

ବାମ ହାତ କମ୍ପନ ହେଲେ, ଶରୀରରେ ବଳ ବୃଦ୍ଧି ହେବାର ସଂକେତ ମିଳିଥାଏ । ଡାହାଣ ହାତ କମ୍ପନ ହୋଇବା ଦ୍ଵାରା ଘରେ କଳହ ହେବାର ସୂଚନା ମିଳିଥାଏ । ବ୍ୟକ୍ତିର ଜଙ୍ଘରେ ଝିଟିପିଟି ପଡିଲେ । ସେହି ବ୍ୟକ୍ତିର ଅର୍ଥ ହାନୀ ଘଟିଥାଏ । ପାଦରେ ପଡିବା ଦ୍ଵାରା ଭ୍ରମଣ କରିବାର ସୁଯୋଗ ମିଳିଥାଏ । ବେକରେ ଝିଟିପତି ପଡିବା ଦ୍ଵାରା ବହୁ ଧନର ଆଗମନ ହୋଇଥାଏ । ମୁଣ୍ଡରେ ଝିଟିପିଟି ପଡିବା ଦ୍ଵାରା ସୁଖ ଶାନ୍ତି ପ୍ରାପ୍ତ ହୋଇଥାଏ । ଯଦି ଏହି ପୋଷ୍ଟଟି ଭଲ ଲାଗିଥାଏ । ତେବେ ଆମ ପେଜକୁ ଲାଇକ୍, କମେଣ୍ଟ ଓ ଶେୟାର କରନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *