Health Tips- କେବେ ବି ଖାଇବେ ନାହିଁ ଏହି ସବୁ ଖାଦ୍ଯ, ଏଥିରେ ଥାଏ ବିଷ, ଶରୀର ପାଇଁ ହୋଇଥାଏ ଅତ୍ୟନ୍ତ ହାନିକାରକ …

ନମସ୍କାର ବନ୍ଧୁଗଣ । ସୂଚନା ଅନୁସାରେ ଆମେ ଖାଦ୍ୟ ରୂପେ ବହୁତ କିଛି ଖାଦ୍ୟଉପଯୋଗୀ ଖାଦ୍ୟ ଗ୍ରହଣ କରିଥାଉ । ସେଥିମଧ୍ୟରୁ ଆମେ ଯାଣତରେ ବା ଅଜାଣତରେ ଏପରି କିଛି ଖାଦ୍ୟ ଖାଇଦେଇଥାଉ । ଯାହା ଧୀର ବିଶ ସଦୃଶ କାର୍ଯ୍ୟ କରିଥାଏ ।  ଯାହା ଶରୀର ପାଇଁ ହିତକର ହୋଇନଥାଏ । ତେବେ ଚାଲନ୍ତୁ ସେହି ସବୁ ଖାଦ୍ୟ ପଦାର୍ଥ ବିଷୟରେ ଆଲୋଚନା କରିବା । ସବୁଜ ଆଳୁ । ସବୁ ଲୋକ ତ ଆଳୁକୁ ନିଜ ପ୍ରଧାନ ପରିବା ରୂପେ ବାଛି ଆଳୁକୁ ରୋଷେଇ କରି ତାହାକୁ ଖାଇଥାନ୍ତି ।

ସେଥିମଧ୍ୟରୁ କିଛି ଆଳୁ ସଂପୂର୍ଣ୍ଣ ରୂପେ ସବୁଜ ହୋଇଥାଏ ବା ସେହି ଆଳୁର କିଛି ଭାଗ ଅଂସ ସବୁଜ ହୋଇଯାଇଥାଏ । ସେହି ସବୁଜ ଅଂଶରେ ମୁଖ୍ୟତଃ ୨ ଟି ଜିନିଷ ରହିଥାଏ । ପ୍ରଥମ ହେଉଛି କ୍ଳୋରୋଫିଲ ଓ ଅନ୍ୟଟି ସୋଲେନେସ ।

କ୍ଳୋରୋଫିଲ ଅପେକ୍ଷା ସବୁଜ ଅଂଶରେ ଥିବା ସୋଲେନିସ ବହୁତ ବିଷାକ୍ତ ପଦାର୍ଥ ହୋଇଥାଏ । ତେଣୁ ଏହି ସବୁଜ ଅଂଶକୁ ଯେଉଁ ବ୍ୟକ୍ତି ବହୁତ ମାତ୍ରାରେ ଖାଇଦେଇଥାଏ । ତେବେ କେତେକ କ୍ଷେତ୍ରରେ ବାନ୍ତି, ମୁଣ୍ଡ ବୁଲାଇବା, ଇଣ୍ଟରନାଳ ବ୍ଲିଡିଙ୍ଗ, କୋମା, ପାରାଳିଶିଶ ହେବାର ମଧ୍ୟ ସମ୍ଭାବନା ରହିଥାଏ । ତେଣୁ ସବୁଜ ଆଳୁ ବା ଆଳୁର ସବୁଜ ଅଂଶକୁ ଖାଇବା ଉଚିତ ନୁହେଁ ।

ଦିତୀୟରେ ଯାଇଫଳ । ଯାଇଫଳକୁ ସାଧାରଣତହ ମସଲା ପ୍ରସ୍ତୁତିରେ ବ୍ଯବହ୍ରୁତ କରାଯାଇଥାଏ । ଯେଉଁ ବ୍ୟକ୍ତି କୌଣସି ଉପଚାର କରିବା ପାଇଁ ବା କୌଣସି ଖାଦ୍ୟରେ ଅଧିକ ମାତ୍ରାରେ ଯାଇଫଳର ସେବନ କରିଥାଏ । ତେବେ ସେମାନଙ୍କ ସ୍ଵାସ୍ଥ ପାଇଁ ଏହା ସ୍ଵାସ୍ଥକର ହୋଇନଥାଏ । ସେମାନଙ୍କ କ୍ଷେତ୍ରରେ ମୁଣ୍ଡ ବୁଲାଇବା, ବାନ୍ତି ହେବା ଓ ବେହୋସ ହେବା ମଧ୍ୟ ଦେଖାଯାଇଥାଏ । ତେବେ ଏହାର ବହୁଳ ସେବନ ବିଲକୁଲ ମଧ୍ୟ କରିବା ଅନୁଚିତ ।

ତୃତୀୟରେ ବିତର ଆଲମଣ୍ଡ । ବାଦାନ ୨  ପ୍ରକାରର ଥାଏ । ଗୋଟିଏ ହେଉଛି ମିଠା ବାଦାମ ଓ ଅନ୍ୟଟି କଡା ଟେଷ୍ଟ ଯୁକ୍ତ ବାଦାମ । ସେହି କଡା ଯୁକ୍ତ ବାଦାମରେ ହାଇଡ୍ରୋଜେନ କ୍ୟାନୀଡ ନାମକ ପଦାର୍ଥ ରହିଥାଏ । ଯଦି ଏହି କଡା ଟେଷ୍ଟ ଯୁକ୍ତ ବାଦାମରୁ ବ୍ୟକ୍ତି ୬ ରୁ ୭ ଟି ଖାଇଦେଇଥାଏ ।

ତେବେ ଏହା ଶରୀରକୁ ବିଷାକ୍ତ କରିଦେଇଥାଏ । ଯାହା ଦ୍ଵାରା ଫୁଡ୍ ପଏଜିନିଙ୍ଗ ହେବା ସାହିର ସେହି ସମ୍ବଦ୍ଧିତ ଅନେକ କିଛି ଲକ୍ଷଣ ଶରୀରରେ ଦେଖାଯାଇଥାଏ । ତେଣୁ କଡା ଟେଷ୍ଟ ଯୁକ୍ତ ବାଦାମ ଖାଇବା ଅନୁଚିତ । ଚତୁର୍ଥରେ କଞ୍ଚା ବା ଭଲ ଭାବରେ ରୋଷେଇ ହୋଇନଥିବା ରାଜମା ।

ରାଜମାରେ ଲେକଟୀନ ନାମକ ଉପାଦାନ ରହିଥାଏ । ଯାହାକି ଶରୀରରେ ବିଷାକ୍ତର ମାତ୍ରା ବଢାଇ ଦେଇଥାଏ । ଯଦି ରାଜମାକୁ ଭଲ ଭାବରେ ରୋଷେଇ କରି ଖିଆ ଯାଇଥାଏ । ତେବେ ସେଥିରେ ଥିବା ବିଷାକ୍ତ ପଦାର୍ଥଟି ନଷ୍ଟ ହୋଇଯାଇଥାଏ । ତେଣୁ କଞ୍ଚା ରାଜମା ଭୁଲରେ ମଧ୍ୟ ଖାଇବା ଉଚିତ ନୁହେଁ ।

ପଞ୍ଚମରେ ବ୍ରାଉନ ରାଇସ ବା ଗେରୁଆ ରଙ୍ଗର ଚାଉଳ । ଚାଉଳର ରଙ୍ଗ ଧଳା ହୋଇଥାଏ କିନ୍ତୁ ସେଥିରେ କିଛି ଗେରୁଆ ରଙ୍ଗର ଚାଉଳ ମଧ୍ୟ ମିଶିକରୀ ରହିଥାଏ । ତେଣୁ ଏହି ଚାଉଳକୁ ବହୁତ ମାତ୍ରାରେ ଖାଇଦେଲେ । ଏହା ଶରୀରରେ ଜମି ଜମି ଶରୀରକୁ ବିଶାଣିଆ କରିଦେଇଥାଏ ।

ତେଣୁ ରୋଷେଇ କରିବା ପୂର୍ବରୁ ଚାଉଳକୁ କିଛି ସମୟ ପାଣିରେ ବତୁରାଇ ତାପରେ ତାହାକୁ ବହୁ ବାର ଧୋଇ ରୋଷେଇ କରିବା ଉଚିତ । ଯଦି ଏହି ପୋଷ୍ଟଟି ଭଲ ଲାଗିଥାଏ । ତେବେ ଆମ ପେଜକୁ ଲାଇକ୍, କମେଣ୍ଟ ପ ଶେୟାର କରନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *