Jyotish Shastra- ନୂଆ ବର୍ଷ 2023 ଜାନୁଆରୀ ମାସରେ ବଦଳିଯିବ କୁମ୍ଭ ରାଶିର ଇତିହାସ ! ଭାଗ୍ୟରେ ବହୁତ ବଡ ପରିବର୍ତ୍ତନ

ନମସ୍କାର ବନ୍ଧୁଗଣ । ସୂଚନା ଅନୁସାରେ ଆଉ କିଛି ଦିନର ବ୍ଯବଧାନ ପରେ ଆସିବାକୁ ଯାଉଥିବା ୨୦୨୩ ନବବର୍ଷର ଅନେକ ଅନେକ ଶୁଭେଛା ଓ ଶୁଭକାମନା । ୧୨ ଗୋଟି ରାଶି ମଧ୍ୟରୁ କୁମ୍ଭ ରାଶି ବ୍ୟକ୍ତି ବିଶେଷ ମାନଙ୍କର ଆସନ୍ତା ଜାନୁଆରୀ ମାସରେ ଭାଗ୍ୟର ରାଶିଫଳ ବିଷୟରେ ଜାଣିପାରିବା । ଏହି ନୂତନ ବର୍ଷର ପ୍ରଥମ ମାସର ଆରମ୍ଭ କୁମ୍ଭ ରାଶିର ଲୋକ ମାନଙ୍କ ପାଇଁ ଗ୍ରହ ଓ ନକ୍ଷତ୍ରଙ୍କର ସ୍ଥିତି କିପରି ରହିବା ପାଇଁ ଯାଉଛି ସେହି ବିଷୟରେ ଆଲୋଚନା କରିବା ।

ଏହି ନବ ବର୍ଷଟି କୁମ୍ଭ ରାଶି ମାନନକ ପାଇଁ ମିଶ୍ରୀତ ଫଳ ପ୍ରକାଶ କରିବ । କୁମ୍ଭ ରାଶିର ଲୋକେ ନବବର୍ଷରେ ନୂତନ ଜାଗାକୁ ନିଜ ପରିବାର ତଥା ବନ୍ଧୁ ପରିଜନଙ୍କ ସାଥିରେ ଯାଇ ତାଙ୍କ ସହିତ ଅଧିକରୁ ଅଧିକ ସମୟ ବିତେଇବାର ସମୟ ପାଇବେ । ଏହା ସହିତ ଘରେ ଶାନ୍ତିର ମାହୋଲ ରହିବ ।ବ୍ୟବସାୟ କ୍ଷେତ୍ରରେ ସକ୍ରିୟ ଥିବା ଲୋକ ମାନେ ନବବର୍ଷରେ ନିଜ ବ୍ୟବସାୟକୁ ଅଧିକ ବିସ୍ତାର କରିବେ ।

ଯେଉଁ ଥିରେ କି ତାଙ୍କୁ ଆଶା ଜନକ ଲାଭାଂଶ ମିଳିବାର ଯୋଗ ରହୁଛି । ଚାକିରି କ୍ଷେତ୍ରରେ ରତ କର୍ମଚାରୀ ମାନେ ଚାକିରିରେ ପ୍ରମାସନ ପାଇବେ । ଏହା ସହିତ ଦରମା ବୃଦ୍ଧି ମଧ୍ୟ ହୋଇବ । କୁମ୍ଭ ରାଶିର ଯେଉଁ ମାନେ ଚାକିରି ପାଇଁ ଇଛୁକ ସେମାନେ ନିଜର କ୍ଯାରିଅର ପ୍ରତି ଅଧିକ ଯତ୍ନବାନ ହୋଇବା ଆବଶ୍ୟକ ଅଛି ।କାରଣ ଏହି ରାଶିର ବ୍ୟକ୍ତି ନିଜର କଠିନ ଅଧବ୍ୟସାୟ ତଥା ନିଜ ଜ୍ଞାନ, ବୁଦ୍ଧି ପ୍ରୟୋଗରେ ଚାକିରି ପ୍ରାପ୍ତ କରିପାରିବେ ।

ଘରେ ଏହି ୨୦୨୩ ବର୍ଷ କୌଣସି ଧାର୍ମିକ କିମ୍ବା ମାଙ୍ଗଳିକ କାର୍ଯ୍ୟର ଯୋଜନା ପ୍ରସ୍ତୁତି କରି ତାହାକୁ କାର୍ଯ୍ୟକାରୀ କରିବାର ଯୋଜନା କୁମ୍ଭ ରାଶିର ବ୍ୟକ୍ତି ମାନେ କରିବେ । ଏହା ସହିତ ଘରକୁ ବନ୍ଧୁ ଆଗମନ ହୋଇବେ । ଉଚ ଶିକ୍ଷା ପାଇଁ ବିଦେଶ ଯାତ୍ରାକୁ ଯିବା ପାଇଁ ଆଗ୍ରହୀ ଛାତ୍ରଛାତ୍ରୀ ମାନେ ବିଦେଶ ଯାତ୍ରା କରିବାର ସୁଯୋଗ ପାଇପାରିବେ ।

କୁମ୍ଭ ରାଶିର ବହୁତ ଅବିବାହିତ ପିଲାଙ୍କର ୨୦୨୩ ବର୍ଷ ବିବାହ ରାଶି ଫିଟିବା ପାଇଁ ଯାଉଛି । ଯେଉଁ କାରଣରୁ ସେମାନଙ୍କର ବିବାହ ହେବାର ମଧ୍ୟ ଯୋଗ ବନୁଛି । ପ୍ରେମୀ ଯୁଗଳଙ୍କ ମଧ୍ୟରେ ବର୍ଷର କିଛି ସମୟରେ କୌଣସି ସନ୍ଦେହ କାରଣରୁ ସମ୍ପର୍କ ଫିକା ପଡିଯାଇପାରେ କିନ୍ତୁ ଯଦି ନିଜର ରାଗକୁ ସଂଯମ କରି ପରିସ୍ଥିତିକୁ ସମ୍ଭାଳିବେ ।

ତେବେ ପ୍ରେମରେ ପୁଣି ନିବିଡତା ଆସିବ । କୁମ୍ଭ ରାଶିର ଘରକୁ ନୂତନ ଅତିଥି ତଥା ସନ୍ତାନ ଆସିବାର ଯୋଗ ଅଛି। ଆର୍ଥିକ କ୍ଷେତ୍ରରେ ବହୁତ ବଡ ସଫଳତା ଏହି କୁମ୍ଭ ରାଶିର ବ୍ୟକ୍ତିଙ୍କୁ ଜାନୁଆରୀ ମାସରେ ମିଳିବାର ସମ୍ଭାବନା ବନୁଛି । ସ୍ଵାସ୍ଥକୁ ନେଇ ଛୋଡ ବଡ ପରିସ୍ଥିତିର ସାମ୍ନା କରିବାକୁ ପଡିପାରେ ।

ତେଣୁ ନିଜର କୁମ୍ଭ ରାଶିର ଲୋକ ନିଜର ଯତ୍ନ ରଖିବା ଉଚିତ । ଦାମ୍ପତ୍ୟ ଜୀବନ ମିଶ୍ରୀତ ଫଳ ଦେବ । ଯଦି ଏହି ପୋଷ୍ଟଟି ଭଲ ଲାଗିଥାଏ।  ତେବେ ଆମ ପେଜକୁ ଲାଇକ୍, କମେଣ୍ଟ ଓ ଶେୟାର କରନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *