Health Tips- କେବଳ 2 ବୁନ୍ଦା କାନରେ ପକେଇବା ମାତ୍ରେ କାନର ସବୁ ମଇଳା ବାହାରିଯିବ…ବିନା କୌଣସି କଷ୍ଟରେ

ନମସ୍କାର ବନ୍ଧୁଗଣ , ମୁ ଆଜି ଆପଣମାନକ କାନରେ ଜମି ଥିବା ମଇଳାକୁ କି ପରି ପୁରା  ସଫା କରିବାର ସହଜ ପଦ୍ଧତି । କାନରେ ମଇଳା ଜମାହେଇକି ରହିବା ହେଉଛି । ଏକ ସାଧାରଣ କଥା ଯାହାକି ସମସ୍ତକୁ ହୋଇଥାଏ । କାନରେ ମଇଳା ଜମାହୋଇରହିବା ଦ୍ଵାରା କାନ ସମସ୍ୟା ଉତ୍ପନ ହେଇଥାଏ । ଅଧିକ ପୀଡା ମଧ୍ୟ ଅନୁଭବ ହୋଇଥାଏ । କାନରେ ମଇଳା ଦେଖିଲେ ଅନ୍ୟମାନେ ମଧ୍ୟ ଘୃଣା କରନ୍ତି ।

ମାତ୍ର ଆପଣମାନେ ଏହା ଶୁଣିକି ଆଶ୍ଚର୍ଯ୍ୟ ହେବେ କି କାନରେ ମଇଳା ଜମିକି ରହିବା ହେଉଛି। ଭଲ ବିଷୟ ଅଟେ । କିନ୍ତୁ ଏହାକୁ ସଫା କରିବା ଦରକାର । କେତେକ ଲୋକମାନେ ଏହାକୁ ସଫା କରିବା ପାଇଁ ବହୁତ ପ୍ରକାରର ଉପାୟ କରିଥାନ୍ତି ।

ଯାହା ଦ୍ଵାରା କି ସେମାନକର କାନର ଫରଦା ଚିରି ଯାଇଥାଏ । ଏହି ଦ୍ଵାରା ଶୁଣିବାର କ୍ଷମତା କମି ଯାଇଥାଏ ବା କାନର ସମସ୍ୟ ଦେଖାଯାଇଥାଏ । ଏହା ଛଡା ଯେଉ କାନର ପୀଡା ହୋଇଥାଏ ତାହା ଆଲଗା ପ୍ରକାରର ଅଟେ । ଏହି ଭଳି ପୀଡା ଅଧିକାଂଶ ରାତ୍ରି ସମୟରେ ହୋଇଥାଏ ।

ଏହା ଅତି କୋମଳ ହୋଇଥିବାରୁ ଏହା ସହିତ ଅତି ଜୋର ଜବର ଦସ୍ତି କରିବା ଉଚିତ ନୁହେଁ । କାନରେ ମଇଳା ଜମା ହେବ ଭଲ ବିଷୟ ଅଟେ। ମଇଳା ରକ୍ତକୋଷ ଦ୍ଵାରା ଗଠିତ ହୋଇଥାନ୍ତି । ଏହା ଆମ ଶରୀର ଭିତରକୁ ଧୁଳି ,ମାଟି , ବ୍ୟକ୍ଟେରିଆ ବା ବାହାର ଜିନିଷକୁ ଯିବାରୁ ରୋକୀ ଥାଏ । ଏଥି ପାଇଁ ଆମ କାନରେ ମଇଳା ଜମା ହେବ ବହୁତ ଜରୁରୀ ଅଟେ ।

ମାତ୍ର ଅଧିକ ପରିମାଣରେ ଜମା ହେବ ଠିକ ନୁହ ।ତେଣୁ ଏହାକୁ ସମୟ ସମୟ ଅନୁସାରେ ସଫା କରିବା ଯୋଗୁ କାନର ସମସ୍ୟା ହୋଇନଥାଏ । ଆଜି ଆମେ ଜାଣିବା କାନ ସଫା କରିବାର ସହଜ ପଦ୍ଧତି ଯାହା କରିବା ଦ୍ଵାରା ଆପଣକୁ କୋଣସି ପ୍ରକାରର ଅସୁବିଧା ହୋଇନଥାଏ।ଏହା ହେଉଛି କାନ ସଫା କରିବାର ପୁରୁଣା ପଦ୍ଧତି । କାନର ଗୋଟିଏ ପଟେ ବାଦାମର ତେଲ   ଦୁଇ ବୁଦା ପକାଇବା ଦ୍ଵାରା ଅତି ସହଜରେ କାନର ମଇଳା ବାହାରି ଆସିଥାଏ ।

ଅନ୍ୟଟା ହେଉଛି ହାଇଡ୍ରୋଜେନ ପରାସାଇଡ ଏହା ହେଉଛି । ଅତି ଶୀଗ୍ର ମଇଳା ବାହାର କରିବାର ଔଷଧ ଅଟେ । ଏହାକୁ ଏକ ଚାମୁଚରେ ପାଣି ନେଇ ଏହା ଭିତରେ ଦୁଇ ବୁଦା ପକାଇ ତୁଳା ସହଜରେ କାନରେ ଲଗାଇବା ଦ୍ଵାରା ଏହା ମଇଳାକୁ ଫୁଲାଇ ବାହାରକୁ ବାହାର କରିଥାଏ । ଗୋଟିଏ କାନ ସଫା ହେବା  ପରେ  ଆଉ ଗୋଟେ କାନକୁ ସଫା କରିବ ।

ଏହା କମ ସମୟରେ ତୁମର ଦୁଇଟି କାନକୁ ସଫା କରିଥାଏ । ମାତ୍ର ଏହାର ଅପକାର ବିଷୟ ହେଉଛି ଅଧିକ  ହାଇଡ୍ରୋଜେନ ପକାଇବା ଦ୍ଵାରା ଏହା ଆମର ଖ୍ଯାତି କରିଥାଏ । ତେଣୁ କେବେଳ ଦୁଇ ବୁଦା ପକାଇବା ଉଚିତ । ଏଭଳି ପୋଷ୍ଟ ପାଇଁ ଆମ ପେଜ କୁ ଲାଇକ ଶେୟାର ଆଉ କମେଣ୍ଟ କରନ୍ତୁ ।

Leave a Reply

Your email address will not be published. Required fields are marked *