Health Tips- ରାତିରେ ଭାତ ଖାଉଛନ୍ତି କି ? ଥରେ ଏହାକୁ ନିଶ୍ଚୟ ଦେଖନ୍ତୁ ପାଦ ତଳୁ ମାଟି ଖସିଯିବ…

ନମସ୍କାର ବନ୍ଧୁଗଣ , ମୁ ଆଜି ଆପଣମାନକୁ ରାତିରେ ଭାତ ଖାଇବା ଉଚିତ ନା ଅନୁଚିତ । ଏହା ବିଷୟରେ କହିବାକୁ ଚାହୁଛି । ଭାତ ହେଉଛି ଏଭଳି ଖାଦ୍ୟ ଯାହାକୁ ଆମେ ମାନେ ନିହାନ୍ତି ଖାଇବାକୁ ଇଛାକରୁ । ଦିନରେ ନିହାନ୍ତି ଦୁଇ ଥର ନେଇଥାଉ । କାରଣ ଭାତ ଖାଇବା ଦ୍ଵାରା ଆମକୁ ଦିନ ସାର କାମ କରିବାର ଶକ୍ତି ଯୋଗେଇଥାଏ । ଆଗ କାଳର ଲୋକମାନେ ଦିନକୁ ତିନିଥର ଭାତ ଖାଇଥାନ୍ତି ।

ତେଣୁ କରି ଆମେ ମଧ୍ୟ ଦିନକୁ ଦୁଇ ଥର ଖାଇଥାଉ । ମାତ୍ର ରାତ୍ରି ସମୟରେ ଭାତକୁ ଖାଇବା ଦ୍ଵାରା ଅନେକ ପ୍ରକାରର ଲାଭ ହେବ ସହିତ କ୍ଷତି ମଧ୍ୟ ଅଧିକ ହୋଇଥାଏ। ଯେତେବେଳେ ଭାତକୁ ରାତ୍ରି ସମୟରେ ଅଧିକ ମାତ୍ରାରେ ଖାଇଥାଉ । ତେବେ ଅନେକ ସମସ୍ୟା ଦେଖା ଦେଈଥାଏ । ଆମ ଶରୀରରକୁ  ସୁସ୍ଥ ରଖିବା ପାଇଁ ନ୍ୟୁଟ୍ରେସିୟନ ବହୁତ ଜରୁରିଥାଏ ।

କିନ୍ତୁ ଭାତରେ ଏହା ବହୁତ କମ ରହିଥାଏ । ଭାତରେ ବିଟାମିନ -ସି , କାଲସିୟମ ବହୁତ କମ ମାତ୍ରାରେ ଥାଏ । ଯାହା ଫଳରେ ଅଧିକ ଭାତ ଖାଇବା ଦ୍ଵାରା ଏହା ଆମ ହାଡକୁ ବହୁତ ଦୁର୍ବଳ କରିଥାଏ । ତେଣୁ ଚାଲ ଜାଣିବା ରାତିରେ ଭାତ ଖାଇବା ଦ୍ଵାରା କେଉଁ ସବୁ କ୍ଷତି ହୋଇଥାଏ । ପ୍ରଥମ କଥା ହେଲା ରାତିରେ ଅଧିକ ଭାତ ଖାଇବା ଦ୍ଵାରା ଆମର ଶରୀରର ଓଜନ ବୃଦ୍ଧି ହୋଇଥାଏ । ଆମେ ମୋଟା ହେଇଥାଉ କାରଣ ଭାତରେ ଫାଟ ଅଧିକ ମାତ୍ରାରେ ଥିବାରୁ  ମୋଟାପା ବଡିଥାଏ ।

ତେଣୁ ମୋଟା ଥିବା ବ୍ୟକ୍ତିକୁ ରାତିରେ ଭାତ ଖାଇବାକୁ ମନା କରାଯାଇଥାଏ । ଏହା ମୋଟାପା ବଡିବାର ଏକ କାରଣ ହୋଇପାରେ । ତେଣୁ ମୋଟା ଲୋକକ ପାଇଁ ଭାତ ଅଧିକ କ୍ଷତି ଦାୟକ ହୋଇଥାଏ  । ତେଣୁ କରି ଏହାକୁ ରାତିରେ ଖାଇବା ଠିକ ନୁହେ । ଦ୍ଵିତୀୟ ବିଷୟ ହେଲା ଅଧିକ ଭାତ ଡାଇବେଟିସ କୁ ବଡାଇଥାଏ । ତେଣୁ କରି ଅଧିକ ଭାତ ଖାଇବା ଡାଇବେଟିସ ରୋଗୀମାନକ ପାଇଁ କ୍ଷତିଦାୟକ ଅଟେ ।

ଏମାନେ ଭାତ ଖାଇବା ଦ୍ଵାରା ଶରୀରରେ ଗ୍ଳୁକୋଜର ମାତ୍ର ବଡିଯାଏ । ସୁଗର ମାତ୍ର ବଡିଯାଏ ସେଥିପାଇଁ ଡାଇବେଟିସ ରୋଗୀମାନକୁ ଭାତ ନ ଖାଇବାକୁ ପରାମର୍ଶ ଦିଆଯାଇଥାଏ । ଯଦି ଆପଣମାନେ ଭାତ ବିନା ରହିପାରୁନାହାନ୍ତି । ତେବେ ବ୍ରାଉନ ରାଇସ ଖାଇପାରିବେ ।କାରଣ  ବ୍ରାଉନ ରାଇସ ଭାତଠାରୁ କମ କ୍ଷତିଦାୟକ ଅଟେ । ରାତିରେ ଭାତ ଖାଇବା ଆପଣମାନକ ଅଳସୁଆ କୁ ବଡାଇଥାଏ ।

ରାତିରେ ଭାତ ଖାଇସାରିବା ପରେ ଯେଉଁମାନେ କମ କରୁଛନ୍ତି । ସେମାନଙ୍କ ପାଇଁ ଏହା ଭଲ ନୁହେ କାରଣ ଭାତ ଖାଇଲା ପରେ ଆମ ଶରୀରର ସୁଗାର ମାତ୍ର ବଡିଥାଏ । ଓ ଆମକୁ ଯଦି ନିଦ ଆସିଥାଏ । ଭାତ ଅଧିକ ଖାଇବା ଦ୍ଵାରା ଆମର ପାଚନତନ୍ତ୍ର ଦୁର୍ଭଳ ହୋଇଯାଏ । କାରଣ ଭାତରେ ପାଇବର ମାତ୍ର ଖୁବ କମ ଥାଏ । ଯାହା ଦ୍ଵାରା କି ପାଚନତନ୍ତ୍ର ଦୁର୍ଭଳ ହୋଇଯାଏ । ତେଣୁ କରି ରାତ୍ରି ସାମୟରେ ଭାତ ବଦଳରେ ଅନ୍ୟ କିଛି ହାଲୁକା ଖାଦ୍ୟ ଖାଇବା ଉଚିତ । ଏଭଳି ପୋଷ୍ଟ ପାଇଁ ଆମ ପେଜ କୁ ଲାଇକ ଶେୟାର ଆଉ କମେଣ୍ଟ କରନ୍ତୁ ।

Leave a Reply

Your email address will not be published. Required fields are marked *