ଏହାର କେବଳ ଗୋଟିଏ ଚୁଟ୍କି ଖାଇ ନିଅନ୍ତୁ, ଚଉଡା ଅଣ୍ଟା, ମୋଟା ପେଟ, ବେକ ର ସବୁ ଚର୍ବି ଲହୁଣୀ ପରି ତରଳିଯିବ- Health Tips

ଆମ୍ଭେ ମାନେ ଏପରି କିଛି ଅଜାଣତରେ ଭୁଲ କରିଥାଉ ନିଜର ଦୈନଦିନ ଜୀବନରେ ଯାହାର ଫଳ ରେ ଆମକୁ ପରେ ବିଭିନ୍ନ ରୋଗ ହୋଇ ଥାଏ । ଆମେ ମାନେ ଖାଦ୍ୟ ଖାଇବା ର ସାଙ୍ଗେ ସାଙ୍ଗେ ପାଣି ପିଇଥାଉ । କିନ୍ତୁ ଖାଦ୍ୟ ଖାଇବାର ୧.୩୦ ଘଣ୍ଟା ପର୍ଯ୍ୟନ୍ତ ପାଣି ପିଇବା ଉଚିତ ନୁହେଁ । ଆମେ ସମସ୍ତେ ସାଧାରଣ ଭାବେ ପାଣି କିପରି ପିଇଥାଉ ଗୋଟିଏ ଗ୍ଲାସ ପାଣି ନେଉ ଏହାକୁ ମୁହଁରେ ଲଗାଇ ସଙ୍ଗେ ସଙ୍ଗେ ପିଇଦଉ,

ଅନେକ ଲୋକ ଅଛନ୍ତି ଯେଉଁମାନେ ଗ୍ଲାସକୁ ଉପରକୁ କରି ଉପରୁ ପାଣି ଢାଳି ପିଅନ୍ତି କିନ୍ତୁ ଏପରି କରିବା ଦ୍ୱାରା ଆପଣଙ୍କ ଶରୀରରେ ତିନୋଟି ରୋଗ ନିଶ୍ଚୟ ହେବ । ପ୍ରଥମ ଆପେଣ୍ଡିକ୍ସ, ହାର୍ନିଆ, ହାଇଡ୍ରୋସେଲ । ହାର୍ନିଆ ସବୁଠାରୁ ଅଧିକା ସେହି ଲୋକମାନଙ୍କୁ ଆସିଥାଏ ଯେଉଁମାନେ ପୁରା ଏକ ନିଶ୍ୱାସ ରେ ସବୁ ପାଣି ପିଇଥାନ୍ତି । ହାଇଡ୍ରୋସେଲ ବୟସ ବୃଦ୍ଧି ବେଳେ ଦେଖା ଯାଇଥାଏ ବିଶେଷ ଭାବେ ଏହା ପୁରୁଷଙ୍କ ଠାରେ ଦେଖାଯାଏ ।

ହାଇଡ୍ରୋସେଲ କେବଳ ପୁରୁଷ ମାନଙ୍କୁ ହୋଇ ଥାଏ । ହାର୍ନିଆ ମହିଳା ମାନଙ୍କୁ ହୋଇଥାଏ । ପାଣି ପିଇବା ର ଉତ୍ତମ ଉପାୟ ଆୟୁର୍ବେଦିକ ରେ କୁହା ଯାଇଛି । ଯେପରି ଆପଣ ଚାହା ପିଅନ୍ତି, ଯେପରି ଆପଣ କଫି ପିଅନ୍ତି, ଯେପରି ଗରମ କ୍ଷୀର ପିଅନ୍ତି ସେହିପରି ଆପଣ ପାଣି କୁ ରହି ରହି ଧୀରେ ଧିରେ ପିଇବା ଉଚିତ ।

ଯେଉଁ ବ୍ୟକ୍ତି ଏପରି ପାଣି ପିଅନ୍ତି ସେମାନଙ୍କ ଓଜନ କେବେ ବି ବଢି ନ ଥାଏ । ଯଦି ଯେଉଁ ବ୍ୟକ୍ତି ମାନେ ମୋଟାପଣ ର ଶିକାର ହୋଇଥାନ୍ତି ତେବେ ଆପଣ ୬ ରୁ ୭ ମାସ ପର୍ଯ୍ୟନ୍ତ ଆପଣ ଏହି ପରି ପାଣି ପିଇବେ ତେବେ ମୋଟା ପଣ କମିଯାଏ । ଯେଉଁ ବ୍ୟକ୍ତି ମାନଙ୍କ ର ସକାଳୁ ଉଠିବା ମାତ୍ରେ ମୁଣ୍ଡ ବିନ୍ଧା ହୋଇଥାଏ, ଯେଉଁ ମାନଙ୍କର ଗଣ୍ଠି ଓ ଜଏଣ୍ଟ ବିନ୍ଧା ହୋଇଥାଏ ସେମାନେ ଏହି ପରି ୭ ଦିନ ପିଇବା ଦ୍ୱାରା ଆପଣଂକୁ ଭଲ ଫଳ ମିଳିଥାଏ ।

ଏହି ମୋଟାପଣ ଧୀରେ ଧୀରେ ଆସିଥାଏ  ତେଣୁ ଧୀରେ କମିଥାଏ । ମୋଟାପଣ ପାଇଁ ଏକ ଚୁର୍ଣ ମଧ୍ୟ ଆପଣ ଖାଇ ପାରିବେ ଜାଣନ୍ତୁ ଏହାକୁ କିପରି ବନାଇବେ ଓ ଏହା ପାଇଁ କଣ କଣ ଆବଶ୍ୟକ । ଅଲସି ଏଥିରେ ପ୍ରଚୁର ପରିମାଣ ରେ ଫାଇବର ଓ ଭିଟାମିନ ଥାଏ ଏହାର ମଞ୍ଜିକୁ ବ୍ୟବହାର କରିବା ଆଗରୁ ୪ ମିନିଟ ଗରମ କରିନେବେ। ଜୀରା ମେଟାବୋଲିଜ଼ୀମ କୁ ବୁଷ୍ଟ କରିଥାଏ ଓ ଇମ୍ୟୁନିଟି କୁ ମଜବୁତ କରିଥାଏ ଯେଉଁଥିରେ ଚର୍ବି କମିଥାଏ ।

ଜୁଆଣି ପେଟ ପାଇଁ ବହୁତ ଲାଭଦାୟକ ଏହା ମଧ୍ୟ ଚର୍ବି କମେଇଥାଏ । ୧ ଚାମଚ ଅଲସି, ୧ ଚାମଚ ଜୀରା ଓ ୨ ଚାମଚ ଜୁଆଣି ନେବେ ଏହାକୁ ପେଶୀ ନେବେ ଏହା ପ୍ରସ୍ତୁତ ହୋଇଯିବ । ଏହାକୁ  ସକାଳ ଖାଇବା ପୂର୍ବରୁ ଉଷୁମ ପାଣି ରେ ଏହି ଚୁର୍ଣ ଖାଇବେ ଓ ରାତ୍ର ଖାଦ୍ୟ ପୂର୍ବରୁ ଉଷୁମ ପାଣି ରେ ଏହି ଚୂର୍ଣ୍ଣ ଖାଇବେ । ମନେରଖିବେ ଚୂର୍ଣ୍ଣ ଓ ଖାଦ୍ୟ ମଧ୍ୟରେ ୩୦ ମିନିଟ ର ଅନ୍ତର ରଖିବେ । ଚୂର୍ଣ୍ଣ ଖାଇବା ପରେ ଥଣ୍ଡା ଜିନିଷ ର ସେବନ କରିବେ କାରଣ ଅଲସି ଗରମ ଅଟେ ।

ବନ୍ଧୁଗଣ ଆମେ ଆଶା କରୁଛୁ କି ଆପଣଙ୍କୁ ଏହି ଖବର ଭଲ ଲାଗିଥିବ । ତେବେ ଏହାକୁ ନିଜ ବନ୍ଧୁ ପରିଜନ ଙ୍କ ସହ ସେୟାର୍ ନିଶ୍ଚୟ କରନ୍ତୁ । ଏଭଳି ଅଧିକ ପୋଷ୍ଟ ପାଇଁ ଆମ ପେଜ୍ କୁ ଲାଇକ ଏବଂ ଫଲୋ କରନ୍ତୁ ଧନ୍ୟବାଦ

Leave a Reply

Your email address will not be published. Required fields are marked *