Vastu Tips- ବିଛଣା ତଳେ ଭୁଲରେ ବି ରଖନ୍ତୁ ନାହିଁ ଏହି ୩ ଟି ଜିନିଷ ନଚେତ ଧିରେ ଧିରେ ହୋଇଯିବ ସର୍ବନାଶ

ବନ୍ଧୁଗଣ ନମସ୍କାର, ବନ୍ଧୁଗଣ ବାସ୍ତୁ ଶାସ୍ତ୍ର ହେଉଛି ଏଭଳି ଏକ ବିଷୟ ଯାହା ଆମକୁ ସମସ୍ତ ପ୍ରକାର ନକରାତ୍ମକ ଉର୍ଜା ରୁ ରକ୍ଷା କରିଥାଏ ଏବଂ ଆମ ଜୀବନ ରେ ସକରାତ୍ମକତା ସୃଷ୍ଟି କରିଥାଏ । ବାସ୍ତୁ ଶାସ୍ତ୍ର ର ନିୟମ ଅନୁସାରେ କାର୍ଯ୍ୟ କରିବା ଦ୍ୱାରା ଜୀବନ ସୁଖମୟ ହୋଇଥାଏ ।

ଆଜି ଆମେ ଆପଣ ମାନଙ୍କୁ ବାସ୍ତୁ ଶାସ୍ତ୍ର ରେ ଥିବା ବିଛଣା ସହ ଜଡ଼ିତ କିଛି ଗୁରୁତ୍ତ୍ୱପୂର୍ଣ୍ଣ ନିୟମ ବିଷୟ ରେ କହିବୁ । ଶାସ୍ତ୍ର ଅନୁସାରେ ଏଭଳି ୩ ଟି ଜିନିଷ ରହିଛି ଯାହାକୁ କେବେବି ବିଛଣା ତଳେ ରଖିବା ଉଚିତ ନୁହେଁ । ଯଦି ଆପଣ ଏହି ଜିନିଷ ବିଛଣା ତଳେ ରଖିବେ ତାହେଲେ ଏହାଦ୍ବାରା ଆପଣଙ୍କ ଜୀବନ ଉପରେ କୁପ୍ରଭାବ ପଡ଼ିଥାଏ ଓ ଜୀବନ ରେ ଶାନ୍ତି ନଷ୍ଟ ହୋଇଥାଏ । ତେବେ ଆସନ୍ତୁ ଜାଣିବା ସେହି ଜିନିଷ ଗୁଡ଼ିକ ସମ୍ବନ୍ଧରେ ।

୧. ବନ୍ଧୁଗଣ ପ୍ରଥମ ରେ ହେଉଛି, ଜୋତା ବା ଚପଲ । କିଛି ଲୋକ ଅବହେଳା ଅଥବା ସ୍ଥାନ ର ଅଭାବ କାରଣରୁ ନିଜ ଜୋତା ବା ଚପଲ କୁ ବିଛଣା ତଳେ ରଖି ଦେଇଥାନ୍ତି । କିନ୍ତୁ ଏପରି କରିବା ଆଦୋୖ ଉଚିତ ନୁହେଁ । ଜୋତା ଓ ଚପଲ ରେ ନକରାତ୍ମକ ଶକ୍ତି ରହିଥାଏ । ଯଦି ଆପଣ ଏହାକୁ ବିଛଣା ତଳେ ରଖି ଶୋଇବେ ତେବେ ସେହି ନକରାତ୍ମକ ଶକ୍ତି ଗୁଡ଼ିକ ଆପଣଙ୍କ ମଧ୍ୟରେ ପ୍ରବେଶ କରିଥାଏ । ଯାହା ଭବିଷ୍ୟତ ରେ ଆପଣଙ୍କ ବିନାଶ ର କାରଣ ସାଜିଥାଏ ।

୨. ବନ୍ଧୁଗଣ ଦ୍ଵିତୀୟ ରେ ହେଉଛି, ଗୋଡ଼ ପୋଛା ବା ପାପୋଛ । ପ୍ରାୟତଃ ବ୍ୟକ୍ତି ଗୋଡ଼ ପୋଛା କୁ ନିଜ ଖଟ ର ପାଖରେ ରଖିବାକୁ ପସନ୍ଦ କରନ୍ତି । କାରଣ ସେମାନେ ଶୋଇବା ପୂର୍ବରୁ ଆପଣ ଗୋଡ଼ ଧୋଇଥାନ୍ତି, ଖଟ କୁ ଯିବା ପୂର୍ବରୁ ଆପଣ ଗୋଡ଼ ପୋଛା ରେ ନିଜର ପାଦ ପୋଛିଥାନ୍ତି ।

ଏହାଦ୍ବାରା ଆପଣଙ୍କ ପାଦ ରେ ଥିବା ପାଣି ଓ ଧୂଳି ସେଥିରେ ରହିଯାଏ ଏବଂ ଆପଣଙ୍କ ବିଛଣା ଅସନା ହୁଏନାହିଁ । ଗୋଡ଼ପୋଛା କୁ ଆପଣ ବିଛଣା ର ସାମାନ୍ୟ ଦୂର ରେ ରଖି ପାରିବେ । କିନ୍ତୁ ଧ୍ୟାନ ରଖିବେ ଯେ ଯେପରି ଏହା ବିଛଣା ତଳକୁ ନ ଯାଉ । କାରଣ ଏଥିରେ ନକରାତ୍ମକ ଉର୍ଜା ରହିଥାଏ । ଯାହା ଆପଣଙ୍କ ଜୀବନ ରେ କୁପ୍ରଭାବ ପକାଇ ଥାଏ ।

୩. ବନ୍ଧୁଗଣ ତୃତୀୟ ରେ ହେଉଛି, ଆପଣ ଧ୍ୟାନ ରଖିବା ଉଚିତ ଯେ, ଆପଣ ଯେଉଁ ବିଛଣାରେ ଶୋଉଛନ୍ତି ତାହା ତଳେ ଫାଟ ଯେପରି ନଥାଉ । କାରଣ ଫାଟ ସୃଷ୍ଟି ହେବା ଦ୍ଵାରା ଆପଣଙ୍କ ଘରକୁ ଦାରିଦ୍ର୍ୟତା ଆସିଥାଏ ଏବଂ ବହୁତ ଧନ ଖର୍ଚ୍ଚ ହୋଇଥାଏ । ତେଣୁ ଏପରି ଭୁଲ କେବେବି କରନ୍ତୁ ନାହିଁ ଏବଂ ଉଚିତ ସ୍ଥାନରେ ନିଜର ଖଟ ବା ବିଛଣା କୁ ରଖନ୍ତୁ ।

ବନ୍ଧୁଗଣ ଆମେ ଆଶା କରୁଛୁ କି ଆପଣଙ୍କୁ ଏହି ଖବର ଭଲ ଲାଗିଥିବ । ତେବେ ଏହାକୁ ନିଜ ବନ୍ଧୁ ପରିଜନ ଙ୍କ ସହ ସେୟାର୍ ନିଶ୍ଚୟ କରନ୍ତୁ । ଏଭଳି ଅଧିକ ପୋଷ୍ଟ ପାଇଁ ଆମ ପେଜ୍ କୁ ଲାଇକ ଏବଂ ଫଲୋ କରନ୍ତୁ ଧନ୍ୟବାଦ

Leave a Reply

Your email address will not be published. Required fields are marked *