7 ଜୁଲାଇ 2021 ବୁଧବାର, ଆଜିର ରାଶିଫଳ- ଭଗବାନ ଗଣେଶଙ୍କ ଆଶୀର୍ବାଦରୁ ଖୋଲିଯିବ ଏହି ୬ଟି ରାଶିର ଭାଗ୍ୟ, କାର୍ଯ୍ୟରେ ସଫଳତା ମିଳିବା ଦ୍ଵାରା

ମେଷ

ଆଜିର ଦିନ ଶୁଭ ଫାଳଦାୟୀ ରହିବ । ବ୍ୟାପାର ଭଲ ହେବ । କାର୍ଯ୍ୟରେ ସଫଳତା ମିଳିବା ଦ୍ଵାରା ଆର୍ଥିକ ସ୍ଥିତି ମଜବୁତ ହେବ । ଧାର୍ମିକ ଓ ସାମାଜିକ କାର୍ଯ୍ୟରେ ଆଗକୁ ଆସି ଭାଗ ନେବେ । ଯାହା ଦ୍ଵାରା ସମାଜରେ ଆପଣଙ୍କ ମାନ ସମ୍ମାନ ବଢିବ । କାର୍ଯ୍ୟ କ୍ଷେତ୍ରରେ ସହଯୋଗୀମାନଙ୍କ ଭରପୁର ସହୋଯୋଗ ମିଳିପାରେ । ପରିବାରର ପରିବେଶ ଅନୁକୂଳ ରହିବ ଓ ପରିଜନଙ୍କ ସହିତ ସମୟ ଆନନ୍ଦପୂର୍ବକ ବ୍ୟତୀତ କରିବେ । ବ୍ୟର୍ଥ ଚିନ୍ତାରୁ ବଞ୍ଚିବାର ଅଛି । ସ୍ୱାସ୍ଥ୍ୟ ଭଲ ରହିବ ।

ବୃଷ

ଆଜିର ଦିନ ମିଶ୍ରିତ ରହିବ । କାର୍ଯ୍ୟ କ୍ଷେତ୍ରରେ ଛୋଟ ଛୋଟ ସମସ୍ୟା ସାମ୍ନା କରିବାକୁ ପଡିପାରେ । କାର୍ଯ୍ୟଭାର ଅଧିକ ରହିବ । ଆଜିର କୌଣସି କାମରେ ଆପଣ ବ୍ୟସ୍ତ ରହିବେ । ନିଜର ପ୍ରୟାସ ଓ କଠିନ ପରିଶ୍ରମ ଦ୍ଵାରା ଆପଣ ବ୍ୟାପାର ଉପରେ ନିୟନ୍ତ୍ରଣ ରଖି ପାରିବେ । ଶାରୀରିକ ଓ ମାନସିକ ରୂପରେ କଳାନ୍ତ ଅନୁଭବ କରିବେ । ପରିବାରର ପରିବେଶ ଭଲ ରହିବ । ସ୍ଵାସ୍ଥ୍ୟର ଧ୍ୟାନ ରଖନ୍ତୁ ।

ମିଥୁନ

ଆଜିର ଦିନ ସାମାନ୍ୟ ରହିବ । ବ୍ୟବସାୟିକ ଗତିବିଧି ମଧ୍ୟମ ରହିବ । ଆଜି ଆପଣ କାମ ନ ହୋଇପାରେ । କଠିନ ପରିଶ୍ରମ ସତ୍ବେ ବି ଆଶା ଅନୁସାରେ ସଫଳତା ନ ମିଳିପାରେ । କ୍ରୋଧ ଉପରେ ନିୟନ୍ତ୍ରଣ ଏବଂ ନିଜ ଉପରେ ସଂଯମତା ରଖିବାକୁ ଚେଷ୍ଟା କରନ୍ତୁ । ଅନ୍ୟଥା ବିନା କାରଣରେ ଆପଣ ବିବାଦରେ ପଡି ପାରନ୍ତି । ପରିବାରର ପରିସ୍ଥିତି ଭଲ ରହିବ । ପରିଜନମାନଙ୍କ ଭରପୁର ସହଯୋଗ ମିଳିବ । ଟଙ୍କା ନେବା ଦେବା ଓ କୋର୍ଟ କଚେରୀ ମାମଲାରୁ ଦୂରେଇ ରୁହନ୍ତୁ । ସ୍ୱାସ୍ଥ୍ୟର ଧ୍ୟାନ ରଖନ୍ତୁ ଓ ଯାତ୍ରା କରିବା ଠାରୁ ବଞ୍ଚନ୍ତୁ ।

କର୍କଟ

ଆଜିର ଦିନ ମିଶ୍ରିତ ରହିବ । କାର୍ଯ୍ୟ କ୍ଷେତ୍ରରେ କିଛି ଚେଞ୍ଜେସ ଆସିବାର ସମ୍ଭାବନା ଅଛି । ଯାହା ଦ୍ଵାରା କିଛି ସମସ୍ୟାର ସାମ୍ନା କରିବାକୁ ପଡିପାରେ । ବ୍ୟାପାରିକ ଗତି ବିଧିରେ ପ୍ରଗତି ହବେ । କାର୍ଯ୍ୟରେ ସଫଳତା ମିଳିବା ଦ୍ଵାରା ଧନଲାଭ ସ୍ଥିତି ରହିବ । କିନ୍ତୁ ଆବଶ୍ୟକ ଖର୍ଚ ଠାରୁ ବି ଅଧିକ ହେବ । ପରିବାରରେ ସୁଖମୁୟ ପରିସ୍ଥିତି ରହିବ । ପରିବାରର ସଦସ୍ୟମାନଙ୍କ ସହିତ ତାଳମେଳ ରଖି ଚାଳନ୍ତୁ । ବିଦ୍ୟାର୍ଥୀମାନଙ୍କ ପାଇଁ ସମୟ ଉତ୍ତମ ଅଟେ । ସ୍ୱାସ୍ଥ୍ୟକୁ ନେଇ ସାବଧାନ ରହିବାକୁ ହେବ ।

ସିଂହ

ଆଜିର ଦିନ ଶୁଭ ଫଳଦାୟୀ ରହିବ । ବ୍ୟବସାୟିକ ଗତିବିଧିରେ ପ୍ରଗତି ଆସିବ ଓ କାରୋବାରର ବିସ୍ତାରର ନୂତନ ଯୋଜନା କରିବେ । ଆକସ୍ମିକ ଧନଲାଭ ଓ ଚାକିରିରେ ଉନ୍ନତିର ଯୋଗ ରହିବ । କାର୍ଯ୍ୟସ୍ଥଳରେ ଚେଞ୍ଜେସ ଆସିବାର ସମ୍ଭାବନା ଅଛି । କାର୍ଯ୍ୟରେ ସଫଳତା ମିଳିବା ଦ୍ଵାରା ମନ ପ୍ରସନ୍ନ ରହିବ । ପରିବାରର ପରିବେଶ ଭଲ ରହିବ ଓ ପରିଜନଙ୍କ ସହିତ ଆନନ୍ଦପୂର୍ବକ ଦିନ ବ୍ୟତୀତ କରିବେ । ପରିଜନ ଓ ମିତ୍ରମାନଙ୍କ ସହିତ ବିବାଦ ହୋଇପାରେ । ସ୍ୱାସ୍ଥ୍ୟ ଭଲ ରହିବ ।

କନ୍ୟା

ଆଜିର ଦିନ ଭଲ ରହିବ । ବ୍ୟାପାର କାର୍ଯ୍ୟରେ ଧନଲାଭ ହେବ । କାର୍ଯ୍ୟର ଦାୟିତ୍ଵ ଆପଣଙ୍କ ଉପରେ ଅଧିକ ରହିବ । ନିଜର ପ୍ରୟାସ ମାଧ୍ୟମରେ କାର୍ଯ୍ୟକୁ ସଫଳ କରିବାରେ ଚେଷ୍ଟା କରନ୍ତୁ । ପରିବାରର ପରିବେଶ ଭଲ ରହିବ । ତେବେ ପରିଜନଙ୍କ ସହିତ ସାମଞ୍ଜସ୍ୟ ରଖିବାକୁ ହେବ । ସନ୍ତାନଙ୍କ ଠାରୁ ପୁରା ସହଯୋଗ ମିଳିବ । ମନୋବଳକୁ ସକାରାତ୍ମକ ରଖନ୍ତୁ । ଟଙ୍କା ନେବା ଦେବା ଓ ବ୍ୟାପାରରେ ଜୋଖିମ ଉଠାନ୍ତୁ ନାହିଁ । ଭୋଜନ କରିବା ସମୟରେ ସାବଧାନ ରୁହନ୍ତୁ ।

ତୁଳା

ଆଜିର ଦିନ ମିଶ୍ରିତ ରହିବ । କାରୋବାର ଓ ରୋଜଗାରରେ ଆଶାନୁରୂପ ସଫଳତା ମିଳିବାର ଦ୍ଵାରା ଧନଲାଭ ପ୍ରାପ୍ତ ହୋଇପାରେ । ନୂଆ ଯୋଜନାରେ କାମ ଆରମ୍ଭ କରି କାରୋବାର ବିସ୍ତାର କରି ପାରିବେ । କାର୍ଯ୍ୟ କ୍ଷେତ୍ରରେ କାମ ଅଧିକ କରିବେ ରହିବ । କଠିନ ପରିଶ୍ରମ କରିବାକୁ ପଡିବ । ଆପଣଙ୍କ ଦିନ ବ୍ୟସ୍ତପୂର୍ଣ ରହିପାରେ । ଆଜି କୌଣସି କଥାକୁ ନେଇ ଅଧିକ ରାଗି ପାରନ୍ତି । ଯାହା ଦ୍ଵାରା ପରିବାରରେ କଳହ ହେବାର ସମ୍ଭାବନା ରହିବ । ପରିଜନମାନଙ୍କ ସହଯୋଗ ରହିବ । ସ୍ୱାସ୍ଥ୍ୟ ପ୍ରତି ଧ୍ୟାନ ରଖନ୍ତୁ ।

ବିଚ୍ଛା

ଆଜିର ଦିନ ଭଲ ରହିବ । କାର୍ଯ୍ୟରେ ସଫଳତା ମିଳିବା ଦ୍ଵାରା ମନରେ ଉତ୍ସାହ ରହିବ । ଧନଲାଭର ସ୍ଥିତି ଆସିବ । ଆବଶ୍ୟକ ଖର୍ଚ ଉପରେ ନିୟନ୍ତ୍ରଣ ରଖନ୍ତୁ । ପରିବାରର ଅବସ୍ଥା ଅନୁକୂଳ ରହିବ । ପରିଜନଙ୍କ ସହିତ ସାମଞ୍ଜସ୍ୟ ରହିବ । ଧାର୍ମିକ ଓ ସାମାଜିକ କାର୍ଯ୍ୟରେ ରୁଚି ବଢିବ । ସ୍ୱାସ୍ଥ୍ୟରେ କିଛି ଅବନ୍ନତି ନଜର ଆସିପାରେ ।

ଧନୁ

ଆଜିର ଦିନ ସାମାନ୍ୟ ରହିବ । କାର୍ଯ୍ୟ କ୍ଷତ୍ରରେ କାମ ଅଧିକ କରିବା ଦ୍ଵାରା ପ୍ରସନ୍ନତା ମିଳିପାରେ । ଅନ୍ୟ ପଟେ କେତେକ ଲୋକମାନଙ୍କୁ ନିଜର କାର୍ଯ୍ୟ କ୍ଷେତ୍ରରେ ଆଶା ଅନୁସାରେ ସଫଳତା ନ ମିଳିବା ଦ୍ଵାରା ମନ ବ୍ୟଥିତ ହେବ । କାର୍ଯ୍ୟଭାର ଅଧିକ ହେବା ଦ୍ଵାରା ଆପଣ ଚିନ୍ତିତ ହୋଇ ପାରନ୍ତି । କ୍ରୋଧ ଉପରେ ନିୟନ୍ତ୍ରଣ ଓ ବାଣୀ ଉପରେ ସଂଯମତା ରଖନ୍ତୁ । ଅନ୍ୟଥା କୌଣସି ବିବାଦରେ ଆପଣ ଫସି ପାରନ୍ତି । ପରିବାରର ପରିଜନମାନଙ୍କ ସହଯୋଗ ମିଳିବ ।

ମକର

ଆଜିର ଦିନ ମିଶ୍ରିତ ରହିବ । ବ୍ୟାପାରୀମାନଙ୍କୁ ବାଧାର ସାମ୍ନା କରିବାକୁ ପଡିପାରେ । ଟଙ୍କା ସମ୍ବନ୍ଧିତ କୌଣସି ବି ପ୍ରକାରର ନେବା ଦେବାରେ ଆପଣଙ୍କୁ ସାବଧାନ ରହିବା ଆବଶ୍ୟକ ଅଟେ । ଯଦି ଆପଣ କେଉଁଠି ନିବେଶ କରିବା ବିଷୟରେ ଚିନ୍ତା କରୁଛନ୍ତି ତେବେ ବୁଝି ସୁଝି ଟଙ୍କା ନିବେଶ କରନ୍ତୁ । କିଛି ଲୋକମାନେଙ୍କୁ ନିଜର କିଛି ଆତ୍ମୀୟ ଲୋକମାନଙ୍କର କ୍ରୋଧର ସାମ୍ନା କରିବାକୁ ପଡିପାରେ । ଆପଣଙ୍କ ସ୍ୱାସ୍ଥ୍ୟ ଖରାପ ହୋଇପାରେ ।

କୁମ୍ଭ

ଏହି ରାଶିର ଲୋକମାନଙ୍କ ଅଯଥା ଟଙ୍କା ଖର୍ଚ ହୋଇପାରେ । ସେଥିପାଇଁ ନିଜର ଖର୍ଚ ଉପରେ ଧ୍ୟାନ ରଖନ୍ତୁ । ଆପଣ ଟଙ୍କା ଆୟ କରିବାର ନୂତନ ଯୋଜନା କରି ପାରନ୍ତି । ବର୍ତ୍ତମାନ ସମୟରେ ଆପଣଙ୍କ ମାନ ସମ୍ମାନ ବଢିପାରେ । କିନ୍ତୁ ଯେଉଁମାନେ ବ୍ୟାପାରୀ ଅଟନ୍ତି ତାଙ୍କୁ ନିଜର ବ୍ୟାପାର ଉପରେ ସାବଧାନ ରହିବାକୁ ହେବ । ଆପଣଙ୍କ ପାର୍ଟନରଶୀପରେ ବାଧା ଆସିବ । ଆପଣଙ୍କୁ ନିଜର ପରିବାର ଲୋକମାନଙ୍କ ସ୍ଵାଥ୍ୟର ଧ୍ୟାନ ରଖନ୍ତୁ । ପେଟ ସମ୍ବନ୍ଧିତ ସମସ୍ୟା ଉତ୍ପନ୍ନ ହୋଇପାରେ ।

ମୀନ

ଏହି ରାଶିର ଲୋକମାନଙ୍କ ଆୟ ବୁଦ୍ଧି ହୋଇପାରେ । ଆପଣଙ୍କୁ ଆପଣଙ୍କ କାର୍ଯ୍ୟ କ୍ଷେତ୍ରରେ ସମ୍ଭାଳି ରହିବାକୁ ହେବ । ଆପଣଙ୍କ ଉନ୍ନତି କରିବା ଦ୍ଵାରା ବହୁତ ଲୋକମାନେ ଆପଣଙ୍କ ଉପରେ ଈର୍ଷା କରିବେ । ଆଜି ଆପଣଙ୍କ ଜୀବନରେ କିଛି ଚେଞ୍ଜେସ ଆସିପାରେ । ମାତା ପିତାଙ୍କ ପୁରା ସହଯୋଗ ମିଳିବ । ଜୀବନସାଥିଙ୍କ ସହ ମତଭେଦ ହେବାର ସମ୍ଭାବନା ଅଛି । ଦୈନିକ ରାଶିଫଳ ପାଇବା ପାଇଁ ପେଜକୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *