Health Tips- କଣ ହେବ ଯଦି ଆପଣ କେବଳ ଗରମ ପାଣି ହିଁ ପିଇବେ ? ଜାଣି ପାଦ ତଳୁ ମାଟି ଖସିଯିବ

ନମସ୍କାର ବନ୍ଧୁଗଣ , ଆମ୍ଭେମାନେ ସମସ୍ତେ ନିଜର ଦିନକର ରୁଟିନରେ ବହୁତ ଗୁଡିଏ ଜିନିଷକୁ ଖାଇଥାଉ ବା ସେବନ କରିଥାଉ । ବେଳେ ବେଳେ ଜୀବନର ବଡ ବଡ ପ୍ରଶ୍ନର ବହୁତ ଛୋଟ ସମାଧାନ ଉପାୟ ହୋଇଥାଏ । ଏଣୁ କରି ଆମ ଶ୍ଵାସ୍ୟ ପାଇ ଗରମ ପାଣି ହେଉଛି ଛୋଟ ସମାଧାନ ପରି। ଯେତେବେଳେ ଆପଣମାନେ ଜାଣିବେ କି ଗରମ ପାଣି ଆପଣମାନକ ଶରୀର ପାଇଁ କେତେ ଭଲ ବା ଉପକାର କରିଥାଏ । ତେବେ ଆପଣମାନେ ଭାବିବେ ଯେ କ’ଣ ପାଇଁ ଆମେ ଗରମ ପାଣି ପିଇନୁ ବୋଲି ।

ଗରମ ପାଣି ଏକ ଏଭଳି ଚମତ୍କାର ରୂପରେ ପ୍ରଭାବିତ କରିଥାଏ ଯେ ଗରମ ପାଣି ଏକ ଏଭଳି ତରଳ ପଦାଥ ଅଟେ ।ଯଦି ଆମେ ଗରମ ପାଣିରେ ଚିନି ଗୋଟାକୁ ପକାଇ ଥାଉ ତେବେ ଏହି ତୁରତ ତରଳି ଯାଇଥାଏ । ମାତ୍ର ଥଣ୍ଡା ପାଣିରେ ଏହି ଅଧିକ ସମୟ ନେଇଥାଏ । ତେଣୁ କରି ଗରମ ପାଣି ଯେକୋଣସି ଜିନିଷକୁ ଶୀଗ୍ର ତରଲାଇବାରେ ବା ଖୋଲିବାରେ ସାହାଯ୍ୟ କରିଥାଏ ।

ବନ୍ଧୁମାନେ ଆମେ ଯେତେବେଳେ ଗରମ ପାଣି ପିଇଥାଉ । ତେବେ ଏହା ଆମ କୋଷର ରକ୍ତ ମାଧ୍ୟମରେ ଖୋଲିଥାଏ । ଏହା ଦ୍ଵାରା ଆମ ରକ୍ତରେ ଜମା ହେଇଥିବା କୋଲୋଷ୍ଟ୍ରଲ , ଫାଟ୍ସ ,ଡିପୋଜିଟ ଆଉ ଟୋକସିନ କୁ ଖୋଲି ଦେଇଥାଏ । ଯାହା ଦ୍ଵାରା କି ଆମେ ଅତି ଶୀଗ୍ର ଓଜନ କମାଇ ଥାଉ । ତେଣୁ ଗରମ ପାଣି ପିଇବା ଦ୍ଵାରା ଓଜଣ କମିଥାଏ ।

ଆମ ଶରୀର ମେଟାବଲସିମ ବୃଦ୍ଧି ହେବାକୁ ଲାଗିଥାଏ । ଯଦି ଆପଣମାନେ ଓଜନକୁ ଅତି ସହଜ ଉପାୟରେ କମେଇବାକୁ ଚାହୁଛନ୍ତି । ତେବେ ଏହା ହେଉଛି ବହୁତ ସହଜ ଉପାୟ ଏହାକୁ ଆପଣାଇବା ଦ୍ଵାରା ଅତି ଶୀଗ୍ର ଓଜନକୁ କମେଇପାରିବେ । ଗରମ ପାଣି ଖାଦ୍ୟକୁ ହଜମ କରିବାରେ ସାହାଯ୍ୟ କରିଥାଏ । ଗରମ ପାଣି ରକ୍ତଧାରାକୁ ବଡେଇଥାଏ । ଏହାହେଥୁ ଖାଦ୍ୟକୁ ହଜମ କରିବା ପାଇଁ କମ ମାତ୍ରାର ଶକ୍ତି ଆବଶ୍ୟକ ହୋଇଥାଏ ।

ଭୋଜନ କରିବାର ସମୟରେ ବା ଭୋଜନର କରିବାର ମଜିରେ ଗରମ ପାଣି ପିଇଲେ ଏହା ଆପଣମାନକ ଖାଦ୍ୟ ପାଚ୍ୟତନ୍ତ୍ରକୁ ଖାଦ୍ୟ ହଜମ କରିବାରେ ଅଦବୁତ ରୂପରେ ସାହାଯ୍ୟ କରିଥାଏ । ଯଦି ଆପଣମାନେ ସକାଳୁ ଉଠୁ ଉଠୁ ଗରମ ପାଣି ପିଇବା ହେଥୁ ଆମ ଶରୀରର ଅଦରକାରୀ ଜିନିଷକୁ ବାହାରକରିଥାଏ । ଏହା ଛଡା ଗରମ ପାଣି ପିଇବା ଦ୍ଵାରା ଶରୀରର ତାପମାତ୍ରା ବଡିଯାଇଥାଏ ।

ଝାଳ ମାଧ୍ୟମରେ ଶରୀରର ଟୋକସିକ କୁ ବାହାରକରିଥାଏ । ଏହା ଆମ ଶରୀରର ଛୁଟି ତଳ ଚର୍ମ କୁ ମଧ୍ୟ ହାୟଡ୍ରେଡ କରିଥାଏ । ଏହା ଦ୍ଵାରା ଛୁଟି ସମସ୍ଯା କରିଥାଏ । ଗରମ ପାଣି ଆମ ଛୁଟିର କୋଷକୁ ଜାଗ୍ରତ କରିଥାଏ। ରୁପି ସମସ୍ୟା ଥିବା ଦେଖାଯାଏ ନାହି ।

କାରଣ ଆମ ଛୁଟି ୨୫% ପାଣି ଅଂଶ ରହିଥାଏ । ତେଣୁ ଛୁଟି ସଦାବେଳେ ହାୟଡ୍ରେଡ ହେଇକି ରହିବା ଉଚିତ । ଏହା ଦ୍ଵାରା ଛୁଟି ମୋଟା ଏବଂ କଳା ଭିତରୁ ମଜବୁତ ହୋଇଥାଏ। ତେଣୁ କରି ଦିନକୁ ତିନି ଲିଟର ଗରମ ପାଣି ପିଇବା ଉଚିତ । ଆମର ଏଭଳି ପୋଷ୍ଟ ପାଇଁ ଆମ ପେଜକୁ ଲାଇକ ଶେୟାର ଆଉ କମେଣ୍ଟ କରନ୍ତୁ ।

Leave a Reply

Your email address will not be published. Required fields are marked *