ସବୁ ଔଷଧର ବାପା ଅଟେ ଏହି ମଞ୍ଜି, ଦିନକୁ ମାତ୍ର ଗୋଟିଏ ମୁଠା ପାଣିରେ ସିଝାଇ ପିଇ ନିଅନ୍ତୁ, ସାରା ଜୀବନ ରହିବେ ନିରୋଗୀ- Health Tips

ସୁସ୍ଥ ଶରୀର ପାଇଁ ଆମେ ବିଭିନ୍ନ ପ୍ରକାର ଫଳ, ପନିପରିବା ଖାଇ ଥାଉ । ପନି ପରିବା ଓ ଫଳରେ ଭିଟାମିନ ପ୍ରଚୁର ପରିମାଣ ରେ ମିଳିଥାଏ । ତେବେ ସେଥିରୁ ଆମେ ଅନେକ ପରିବାର ର ଚୋପା ଓ ମଞ୍ଜି ଥିବା ପରିବା ଗୁଡିକ ର ଆମେ ମଞ୍ଜି ଓ ଚୋପା ଫିଙ୍ଗି ଦେଇ ଥାଉ ।

କିନ୍ତୁ କିଛି ପରିବା ର ଚୋପା ଓ ମଞ୍ଜି ଆଦି ରେ ମଧ୍ୟ ବହୁତ ଭିଟାମିନ ରହିଥାଏ । ସେହି ପରିବା ରୁ କଖାରୁ ଅନ୍ୟତମ । ପ୍ରାୟତଃ କଖାରୁ ସମସ୍ତେ ଖାଇବାକୁ ପସନ୍ଦ କରନ୍ତି ନାହିଁ । କଖାରୁ ର ଭଜା ଓ ତରକାରୀ ସ୍ୱାଦ ହୋଇ ଥାଏ । ସାଧାରଣତଃ କଖାରୁ ର ମଞ୍ଜି ଓ ଚୋପା କୁ ଆମେ ଫିଙ୍ଗି ଦେଇ ଥାଉ । ଆଜି ଆମେ କଖାରୁ ମଞ୍ଜି ର ବ୍ୟବହାର ଓ ଲାଭ ସମ୍ଭନ୍ଧରେ କିଛି ତଥ୍ୟ ଜାଣିବା । କୋଲେଷ୍ଟ୍ରଲ, ଉଚ୍ଚ ରକ୍ତଚାପ, ହୃଦୟ ସମ୍ଭନ୍ଧ ରୋଗ ଆଦି ଆଜି କାଲି ସମସ୍ତ ଙ୍କୁ ହେଉଛି ।

ଏବେ ସମୟ ର ମଣିଷ ନିଜ କାର୍ଯ୍ୟ ଓ ପଇସା ରୋଜଗାର କରିବା ରେ ଏତେ ବ୍ୟସ୍ତ ରହୁଛି କି ନିଜର ଖାଦ୍ୟ ଓ ପେୟ ରେ ଧ୍ୟାନ ଦେଉ ନାହିଁ । କଖାରୁ କୁ ସୀତାଫଳ ମଧ୍ୟ କୁହାଯାଏ । ତେବେ କଖାରୁ ମଞ୍ଜି ଖାଇବା ଦ୍ୱାରା ଆମ ଶରୀର ରେ ଏହାର ବିଭିନ୍ନ ଲାଭ ମିଳି ଥାଏ । ଏହା ଆମ ଶରୀର ର ରକ୍ତ କୁ ସଫା ରଖେ । ଶରୀର ର ଇମ୍ୟୁନିଟି ହାର କୁ ବୃଦ୍ଧି କରେ ବା ରୋଗ ପ୍ରତିରୋଧକ ଶକ୍ତି କୁ ବୃଦ୍ଧି କରେ ଯାହା ଫଳରେ କୌଣସି ରୋଗ ହୋଇ ନଥାଏ ।

ଏହା ଆମ ପାଚନ ତନ୍ତ୍ର ପାଇଁ ମଧ୍ୟ ଭଲ ଅଟେ । ପାଚନ ତନ୍ତ୍ର ଭଲ ରହିବା ଦ୍ୱାରା ପେଟ ଜନିତ କୌଣସି ସମସ୍ୟା ଦେଖା ଯାଇ ନଥାଏ ବା ହୋଇ ନଥାଏ । ଯେଉଁମାନଙ୍କୁ ସୁଗାର ବା ଡାଇବେଟିସ ଅଥବା ଯାହାକୁ ଆମେ ମଧୁମେହ କହି ଥାଉ ଏହା ଯେଉଁ ମାନଙ୍କୁ ହୋଇଥାଏ ସେମାନେ ମଧ୍ୟ କଖାରୁ ମଞ୍ଜି ର ସେବନ ଦ୍ୱାରା ସୁସ୍ଥ ହୋଇ ଥାନ୍ତି । ଯେଉଁ ମାନଙ୍କୁ ହୃଦ ଜନିତ ସମସ୍ୟା ଅଛି ସେମାନେ ମଧ୍ୟ କଖାରୁ ମଞ୍ଜି ର ସେବନ କରିବା ଦ୍ୱାରା ହୃଦ ଜନିତ ଯାହା ବି ସମସ୍ୟା ଥିବ ତାହା ଭଲ ହୋଇ ଯିବ ।

ତେବେ ଏହା ଆମ ରକ୍ତ କୁ ସଫା ରଖିଥାଏ ଓ ଯେଉଁମାନଙ୍କୁ ରକ୍ତ ହୀନତା ଆଦି ସମସ୍ୟା ଅଛି ସେମାନଙ୍କ ପାଇଁ ଏହା ଅଟିନ ଲାଭଦାୟକ ଅଟେ । କ୍ୟାନ୍ସର ରୋଗୀ ମାନେ ମଧ୍ୟ ଏହା ଖାଇ ପାରିବେ । ତେବେ ଏହାର ବ୍ୟବହାର କିପରି କରିବେ ଜାଣନ୍ତୁ । ପ୍ରଥମେ ଏକ ପାତ୍ର ରେ ପାଣି ନେବେ ଏହା ଗରମ ହେବା ପରେ ଏଥିରେ କଖାରୁ ମଞ୍ଜି ପକାଇଦେବେ ଏହା ଫୁଟିଯିବା

ପରେ ଏହା କୁ ଥଣ୍ଡା କରି ଚକଟି ଦେବେ ସେହି ପାଣି ସହିତ । ଫୁଣି ଥରେ ଗରମ କରିଦେବେ ସେହି ଉଷୁମ ପାଣି କୁ ପିଇବେ ଛାଣିବେନି ଏହାକୁ ସେହି ମଞ୍ଜି ସହିତ ସେହି ପାଣି ପିଇବେ । ଏପରି ପିଇବା ଦ୍ୱାରା ବିଭିନ୍ନ ଶରୀର ପାଇଁ ଉପକାର ହୋଇ ଥାଏ । ଆପଣ ଖୁବ ଭଲ ଓ ସୁସ୍ଥ ଜୀବନ ଅନୁଭବ କରିବେ ।

ବନ୍ଧୁଗଣ ଆମେ ଆଶା କରୁଛୁ କି ଆପଣଙ୍କୁ ଏହି ଖବର ଭଲ ଲାଗିଥିବ । ତେବେ ଏହାକୁ ନିଜ ବନ୍ଧୁ ପରିଜନ ଙ୍କ ସହ ସେୟାର୍ ନିଶ୍ଚୟ କରନ୍ତୁ । ଏଭଳି ଅଧିକ ପୋଷ୍ଟ ପାଇଁ ଆମ ପେଜ୍ କୁ ଲାଇକ ଏବଂ ଫଲୋ କରନ୍ତୁ ଧନ୍ୟବାଦ

Leave a Reply

Your email address will not be published. Required fields are marked *