ପ୍ରତିଦିନ ଆପଣ ଖାଉଛନ୍ତି କି ଭୁର୍ସଙ୍ଗ ପତ୍ର (Curry leaves), ତେବେ ଏହାକୁ ଥରେ ନିଶ୍ଚୟ ପଢନ୍ତୁ – Health Tips

ପ୍ରତ୍ୟେକ ଉଦ୍ଭିଦ ର କିଛି ନା କିଛି ଔଷଧୀୟ ଗୁଣ ରହିଥାଏ । ଉଦ୍ଭିଦ ଆମର ଦୈନଦିନ ଜୀବନରେ ବହୁତ କାର୍ଯ୍ୟ ରେ ଆସି ଥାଏ । କିଛି କୁ ଆମେ ଖାଦ୍ୟ ରୂପେ ସେବନ କରି ଥାଉ ଓ କିଛି କୁ ଔଷଧ ରୂପେ ।

ଉଦ୍ଭିଦ ର ପ୍ରତ୍ୟେକ ଅଂଶ ଆମ କାର୍ଯ୍ୟ ରେ ଲାଗିଥାଏ । ଆମେ ସମସ୍ତେ ଜାଣିଥାଉ କି ବୃକ୍ଷ ବା ଉଦ୍ଭିଦ ଆମକୁ ଅମ୍ଳଜାନ ଦେଇ ଥାଏ । କିନ୍ତୁ ଆଜି କାଲି ସମସ୍ତେ ବୃକ୍ଷ କୁ ଶେଷ କରିବାରେ ଲାଗିଛନ୍ତି । ବୃକ୍ଷ ରୋପଣ କରିବା ଦ୍ୱାରା ଆମକୁ ଅନେକ ଲାଭ ମିଳିଥାଏ । ତେବେ ଆୟୁର୍ବେଦିକ ଔଷଧ ମାନଂକ ରେ କିଛି ବୃକ୍ଷ ର ଚେର, ମୂଳ, ପତ୍ର, ଡାଙ୍ଗ ଆଦି ବ୍ୟବହାର କରାଯାଏ ।

ତେବେ ଆଜି ଆମେ ଯେଉଁ ବୃକ୍ଷ ର ବିଷୟରେ ଜାଣିବା ତାହା ହେଉଛି ଭୁସଙ୍ଗ ଗଛ । ଏହାକୁ ଆମେ ରୋଷେଇ ରେ ବ୍ୟବହାର କରୁ କିନ୍ତୁ ଏହାର ଅନେକ ଔଷଧିୟ ଗୁଣ ଅଛି ମଧ୍ୟ ଅଛି ।ଏହାକୁ ଅନେକ ଲୋକ ଜାଣିଛନ୍ତି ଓ ଅନେକ ଜାଣି ବି ନାହାନ୍ତି। ଏହି ପତ୍ର ର ସେବନ ଦ୍ୱାରା ଆମର ଅନେକ ରୋ-ଗ ଭଲ ହୋଇ ଥାଏ ।

ଏହି ପତ୍ର କୁ ଅନେକ ଲୋକ ରୋଷେଇ ରେ ବ୍ୟବହାର କରନ୍ତି ସତ କିନ୍ତୁ ଅନେକ ଲୋକ ଖାଦ୍ୟ ଖାଇବା ସମୟରେ ଏହି ପତ୍ର କୁ କାଢି ଫିଙ୍ଗି ଦିଅନ୍ତି । କିନ୍ତୁ ଏହି ପତ୍ର ଖାଇବା ଦ୍ୱାରା ଶରୀର ଵଡ଼ ଵଡ଼ ରୋଗ କମ ହୋଇ ଥାଏ । ଏହା ଅନେକ ଔଷଧୀୟ ଗୁଣ ଓ ପୋଷକ ତତ୍ୱ ରେ ଭରପୁର ଅଟେ ।

ଯଦି ଆପଣଙ୍କୁ କୋଲେଷ୍ଟ୍ରଲ ଜନିତ ରୋ-ଗ ଥାଏ ବା ଯେଉଁ ମାନଙ୍କୁ କୋଲେଷ୍ଟ୍ରଲ ହେବାର ସମ୍ଭାବନା ଅଛି ସେମାନେ ଭୁଷୁଙ୍ଗ ପତ୍ର ର ସେବନ ଦ୍ୱାରା ଏହା କମିଥାଏ । ଆଜି କାଲି ହା-ର୍ଟ-ଟା-କ ରେ ଜୀବନ ହା-ରୁ-ଥି-ବା ରୋ-ଗୀ-ଙ୍କ ସଂଖ୍ୟା ବେଶି ବୃଦ୍ଧି ପାଉଛି । ତେଣୁ ଯଦି ଆପଣଙ୍କୁ ହୃଦୟ ଜନିତ କୌଣସି ରୋ-ଗ ଥାଏ ତେବେ ଏହି ପତ୍ର ର ସେବନ ଦ୍ୱାରା ଏହା ଭଲ ହୋଇ ଥାଏ । ଯେଉଁ ବ୍ୟକ୍ତି ମାନଙ୍କର ଗ୍ୟାସ ଓ ଏସିଡିଟି ଭଳି ସମସ୍ୟା ଥାଏ ସେମାନେ ଏହି ପତ୍ର ର ସେବନ କରିବା ଉଚିତ ।

ଏହି ପତ୍ର ଯକୃତ ପାଇଁ ମଧ୍ୟ ବହୁତ ଲାଭଦାୟକ ଏହା ଯକୃତ କୁ ପରିଷ୍କାର ରଖେ । ଯେଉଁମାନେ ଖାଦ୍ୟ ବେଶୀ ଖାଆନ୍ତିନି ବା ଯେଉଁମାନଙ୍କୁ ଭୋକ ନ କରୁଥାଏ ସେମାନେ ଏହି ପତ୍ର ଖାଇବା ଉଚିତ । ଏହା ଭୋକ ମଧ୍ୟ କରାଇ ଥାଏ । ଯଦି ଆପଣଙ୍କ ର କେଶ ଉପୁଡୁଥାଏ ତେବେ ଏହି ପତ୍ର କୁ ବ୍ୟବହାର କରୁଥିବା ତେଲ ସହ ଫୁଟାଇ ଲଗାନ୍ତୁ । ଏହା କେଶ କୁ ଘନ, ମଜବୁତ, ଲମ୍ବା, ଓ ସୁନ୍ଦର କରିଥାଏ ।

ଯଦି ଆପଣଂକୁ ସୁ-ଗା-ର ବା ଡାଇବେଟିସ ଥାଏ ତେବେ ଏହି ପତ୍ର ର ସେବନ କରନ୍ତୁ ଏହା ସୁଗାର କୁ କମ କରିଥାଏ । ଏହି ପତ୍ର ର ବ୍ୟବହାର ଓ ସେବନ ସମସ୍ତେ କରିପାରିବେ । ଉପରକ୍ତ ରୋ-ଗୀ ମାନେ ମଧ୍ୟ ସେବନ କଲେ ଭଲ ଫଳ ପାଇବେ । ଏହାକୁ କୌଣସି ରୋ-ଗ ହେଲେ ସେବନ କରିବେ ତାହା ଠିକ ନୁହେଁ ଜଣେ ସୁସ୍ଥ ମଣିଷ ମଧ୍ୟରେ ଏହା ର ସେବନ କରି ପାରିବ ।

ବନ୍ଧୁଗଣ ଆମେ ଆଶା କରୁଛୁ କି ଆପଣଙ୍କୁ ଏହି ଖବର ଭଲ ଲାଗିଥିବ । ତେବେ ଏହାକୁ ନିଜ ବନ୍ଧୁ ପରିଜନ ଙ୍କ ସହ ସେୟାର୍ ନିଶ୍ଚୟ କରନ୍ତୁ । ଏଭଳି ଅଧିକ ପୋଷ୍ଟ ପାଇଁ ଆମ ପେଜ୍ କୁ ଲାଇକ ଏବଂ ଫଲୋ କରନ୍ତୁ ଧନ୍ୟବାଦ

Leave a Reply

Your email address will not be published. Required fields are marked *