ଏହି ମାସରେ ଜନ୍ମ ହୋଇଥିବା ଝିଅ ହୋଇଥାନ୍ତି ସାକ୍ଷାତ ଲକ୍ଷ୍ମୀ, ଏମାନଙ୍କ ଆଗମନରେ ଘରେ ବଢିଥାଏ ଧନ, ସମ୍ପତି ଓ ସମୃଦ୍ଧି

ବନ୍ଧୁଗଣ ହିନ୍ଦୁ ଧର୍ମରେ ଝିଅ ମାନଙ୍କୁ ଦେବୀର ରୂପ ମାନା ଯାଇଥାଏ । ଏମିତି ଝିଅ ମାନଙ୍କୁ ସାକ୍ଷାତ ମା ଲକ୍ଷ୍ମୀ ଙ୍କ ରୂପ ମାନା ଯାଇଥାଏ । ଶାସ୍ତ୍ର ରେ ଝିଅ ମାନଙ୍କୁ ପୂଜନୀୟ କୁହା ଯାଇଛି । ସାଥିରେ ଏହା କୁହା ଯାଇଛି ନାରିଙ୍କ ଥରେ ମା ଲକ୍ଷ୍ମୀ ବାସ କରନ୍ତି । ସେଥିପାଇଁ କାହା ଘରେ ଝିଅ ଜନ୍ମ ହେଲେ କୁହାଯାଏ ମା ଲକ୍ଷ୍ମୀଙ୍କ ଆଗମନ ହେଲା । ଝିଅ ମାନେ ପରିବାରକୁ ସୁଖ ସମୃଦ୍ଧି ନେଇକି ଆସିଥାନ୍ତି ।

ଜ୍ଯୋତିଷ ଶାସ୍ତ୍ର ଅନୁଯାୟୀ ଝିଅଙ୍କର ଜନ୍ମ ମାସ ସେମାନଙ୍କୁ ଭାଗ୍ୟବତୀ ବନାଇଥାଏ । ଆଜି ଆମେ ଆପଣଙ୍କୁ କହିବୁ କେଉଁ ମାସରେ କନ୍ୟା ଜନ୍ମ ହେଲେ ସାକ୍ଷାତ ଲକ୍ଷ୍ମୀଙ୍କ ସ୍ଵରୁପା ହୋଇଥାନ୍ତି । ୧- ଯେଉଁ ଝିଅ ମାନେ ଫେବୃଆରୀ ମାସରେ ଜନ୍ମ ହୋଇଥାନ୍ତି ସେମାନେ ସ୍ବଭାବରେ ବିନମ୍ର ଓ ବୁଦ୍ଧିମତୀ ହୋଇଥାନ୍ତି । ଏହି ଝିଅ ମାନଙ୍କୁ ବାହାଘର ପରେ ଖାଲି ଭଲ ନୁହେଁ ବରଂ ତାହା ସହ ଅଭୁତ ସୁଖ ସମୃଦ୍ଧି ମଧ୍ୟ ମିଳିଥାଏ ।

ଏମାନଙ୍କର ଗ୍ରହଙ୍କର ଚଳନ ଏମାନଙ୍କ ପରିବାରକୁ ଫାଇଦା ଦେଇଥାଏ । ଏମାନେ ନିଜ ଜୀବନରେ ସବୁ ସୁଖ ଭୋଗ କରିଥାନ୍ତି । ଏମାନଙ୍କର ବୈବାହିକ ଜୀବନ ବେସ ଭଲ ରହିଥାଏ । ୨- ଯେଉଁ ଝିଅ ମାନେ ଏପ୍ରିଲ ମାସରେ ଜନ୍ମ ହୋଇଥାନ୍ତି ସେମାନେ ସାକ୍ଷାତ ମା ଲକ୍ଷ୍ମୀ ଙ୍କ ସ୍ଵରୁପା ହୋଇଥାନ୍ତି । ଶାସ୍ତ୍ର ଅନୁଯାୟୀ ଏହି ମାସ ଅଧିକ ଶୁଭ ହୋଇଥାଏ ।

ଏହି ମାସରେ ଜନ୍ମ ହୋଇଥିବା ଝିଅଙ୍କର ଗ୍ରହ ମାନଙ୍କର ଚାଳନ ବହୁତ ତୀବ୍ର ହୋଇଥାଏ । ଯାହା ଏମାନଙ୍କର ସବୁ ଲକ୍ଷ୍ୟ କୁ ପୂରଣ କରିଥାଏ । ଏହି ଝିଅ ମାନଙ୍କର ପରିବାରକୁ କେବେ ବି ଧନର ଅଭାବ ହୁଏ ନାହି । ଏମାନେ ଯେଉଁ ପୁଅଙ୍କୁ ବିବାହ କରନ୍ତି ତାଙ୍କର ଭାଗ୍ୟ ବଦଳାଇ ଦିଅନ୍ତି ।

୩- ଜୁନ ମାସରେ ଜନ୍ମ ହୋଇଥିବା ଝିଅ ମାନେ ବହୁତ ଭାଗ୍ୟଶାଳୀ ଅଟନ୍ତି । କିନ୍ତୁ ଅଙ୍କ ଶାସ୍ତ୍ର ଅନୁଯାୟୀ ଏହି ମାସରେ ଜାତ କନ୍ୟା ଶୁଭ ମାନାଯାଏ ନାହି । କିନ୍ତୁ ଏହି ମାସରେ ଯଦି କୌଣସି କନ୍ୟା ସନ୍ତାନକ ଜନ୍ମ ହୁଏ ତେବେ ତାକୁ ସାକ୍ଷାତ ଲକ୍ଷ୍ମୀ କୁହାଯାଏ । ଏହି ମାସରେ ଜନ୍ମ ନେଇଥିବା ଝିଅ କର୍ମଠ ଓ ଲକ୍ଷ୍ୟ ପ୍ରାପ୍ତି ପାଇଁ ପରିଶ୍ରମ କରନ୍ତି । ଏମାନଙ୍କୁ ଭଲ ପରିଣାମ ମଧ୍ୟ ମିଳିଥାଏ ।

୪- ସେପ୍ଟେମ୍ବର ମାସରେ ଜାତ ଝିଅ ମାନେ ଜାତକ ରେ ଚନ୍ଦ୍ର, ବୁଧ ଓ ଶୁକ୍ର ଏହି ୩ ଗ୍ରହଙ୍କର ମିଳନ ହୋଇଥାଏ । ଯେଉଁ କାରଣରୁ ଏହି ମାସରେ ଜନ୍ମ ହୋଇଥିବା ଝିଅ ମାନେ ବହୁତ ଧନୀ ହୋଇଥାନ୍ତି । ଏମାନଙ୍କୁ ତାଙ୍କ ଭାଗ୍ୟ ଦ୍ଵାରା ସବୁ କିଛି ମିଳିଥାଏ । ଏମାନଙ୍କୁ କେବେ ବି କିଛି ଅଭାବ ହୁଏ ନାହି । ଏମାନଙ୍କର ବିବାହ ଧନୀ ପୁଅ ସହ ହୋଇଥାଏ ।

ବନ୍ଧୁଗଣ ଆପଣ ମାନଙ୍କୁ ଆମ ପୋଷ୍ଟଟି ଭଲ ଲାଗିଥିଲେ ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *