ଜାଣନ୍ତୁ ସିଜରିୟନ ଡେଲିଭରି ର ସତ ! କେଉଁ ପରିସ୍ଥିତିରେ ଡାକ୍ତର କରନ୍ତି ଏମିତି…

ନମସ୍କାର ବନ୍ଧୁଗଣ । ସୂଚନା ଅନୁସାରେ କଥାରେ ଅଛି ଜଣେ ମହିଳାଙ୍କ ଜୀବନ ସେତେବେଳେ ସାର୍ଥକ ହୋଇଥାଏ । ଯେତେବେଳେ ଜଣେ ମହିଳା ତା’ ର ଗର୍ଭରୁ ଏକ ସନ୍ତାନ ଜନ୍ମ କରିଥାଏ । ତେବେ ମହିଳା ସନ୍ତାନ ଜନ୍ମ କରିଥାଏ ଏହା ସମସ୍ତଙ୍କୁ ଜଣାଥାଏ କିନ୍ତୁ ଏହି ଜନ୍ମ ପ୍ରକ୍ରିୟା ବହୁତ କଷ୍ଟସାଧ୍ୟ ହୋଇଥାଏ । ଡେଲିଭରି ୨ ପ୍ରକାରର ହୋଇଥାଏ । ଗୋଟିଏ ହେଉଛି ସାଧାରଣ ଡେଲିଭରୀ ଓ ଅନ୍ୟଟି ହେଉଛି C- ସେକ୍ସନ ଡେଲିଭରି ଅର୍ଥାତ ସିଜେରିଙ୍ଗ ଡେଲିଭରି ।

ତେବେ ଆଜି C- ସେକ୍ସନ ଡେଲିଭରି ବା ସିଜେରିଙ୍ଗ ଡେଲିଭରି ଉପରେ ଆଲୋଚନା କରିବା । ତେବେ ଡେଲିଭରି ଏକ ଜଟିଳ ଓ ଲମ୍ବା ପ୍ରକ୍ରିୟା ହୋଇଥାଏ । କାରଣ ମହିଳାର ଗର୍ଭରେ ସନ୍ତାନ ୯ ରୁ ୧୦ ମାସ ରହିଲା ପରେ ତା’ ର ଡେଲିଭରି କରାଯାଇ ପିଲାଟିକୁ ବାହାର ଦୁନିଆ ଦେଖାଯାଇଥାଏ ।

ଯଦି ମହିଳାର ପ୍ରେଗନେସି ସମୟରେ ସବୁ କିଛି ନରମାଲ ରହିଥାଏ । ତେବେ ମହିଳାକୁ ନରମାଲ ଡେଲିଭରି କରାଯାଇଥାଏ । ଯଦି ମହିଳାର ପ୍ରେଗନେସିରେ କିଛି ସମସ୍ଯା ରହୁଥାଏ । ତେବେ ପିଲାକୁ ସିଜେରିଙ୍ଗ ପ୍ରକ୍ରିୟାରେ ଡେଲିଭରି କରାଯାଇଥାଏ । ତେବେ ଡାକ୍ତର ଏହି ପ୍ରକ୍ରିୟାକୁ କରିବା ପୂର୍ବରୁ ମହିଳାକୁ ଭଲ ଭାବରେ ଅପରେସନ ପାଇଁ ପ୍ରସ୍ତୁତି କରିଥାନ୍ତି ।

ତାପରେ ପେଟରେ ଡାକ୍ତରର କିଛି ଜିନିଷ ସାହାଜ୍ଯରେ ପେଟରେ ଚେକ କରିଥାନ୍ତି । ଯଦି ମହିଳା କିଛି ପ୍ରତିକ୍ରିୟା ପ୍ରକାଶ କରିନଥାଏ । ତେବେ ସିଜେରିଙ୍ଗ ଆରମ୍ଭ ହୋଇଯାଇଥାଏ । ତାପରେ ଗର୍ଭବତୀ ମହିଳାର ପେଟକୁ ଚିରା ଯାଇ କିଛି ସମୟର ଅବଧି ମଧ୍ୟରେ ପିଲାକୁ କଢାଯାଇ ଡେଲିଭରି କରାଇଥାନ୍ତି । ସିଜେରିଙ୍ଗ ପ୍ରକ୍ରିୟା ବହୁତ ଅଳ୍ପ ସମୟ ପାଇଁ ହୋଇଥାଏ ସତ କିନ୍ତୁ ଏହା ବହୁତ ଜଟିଳ ହୋଇଥାଏ ।

ଯେତେ ଶୀଘ୍ର ପିଲାକୁ ମହିଳାର ପେଟରୁ କଢା ଯାଇଥାଏ । ସେତେ ଶୀଘ୍ର ହିଁ ମହିଳାର ଚିରା ଯାଇଥିବା ପେଟର ଭାଗକୁ ସିଲେଇ କରାଯାଇଥାଏ । ନଚେତ ମହିଳା ଶରୀରର ବହୁତ ରକ୍ତସ୍ରାବ ହେବାର ସମ୍ଭାବନା ବହୁତ ରହିଥାଏ । ତାପରେ ନବଜାତ ଶିଶୁକୁ  ନରମ ଓ ମୁଲାୟମ କପଡା ସାହାଜ୍ଯରେ ପୋଛି ପରିଷ୍କାର କରାଯାଇଥାଏ । ଜର୍ମାନୀ ସହରରେ ନବଜାତ ଶିଶୁକୁ ପାଣି ସାହାଜ୍ଯରେ ଗାଧୋଇ ମଧ୍ୟ ଦିଆଯାଇନଥାଏ ।

କାରଣ ସେଠିକାର ଡାକ୍ତରଙ୍କର କହିବା ଅନୁସାରେ ସାଧାରଣ ପାଣିରେ ପରିଷ୍କାର କରିବା ଦ୍ଵାରା ବି ପିଲାଙ୍କୁ କ୍ଷତି ପହଞ୍ଚାଇପାରେ । WHO ଅନୁଷ୍ଟାନର କହିବା ଅନୁସାରେ ସିଜେରିଙ୍ଗ ଡେଲିଭରି ପ୍ରକ୍ରିୟା ସେତେବେଳେ କରାଯାଇଥାଏ । ଯେତେବେଳେ ମା’ କିମ୍ବା ଗର୍ଭସ୍ଥ ସନ୍ତାନ ଉପରେ କିଛି ରିସ୍କ ରହିଥାଏ । ଯଦି ଏହି ପୋଷ୍ଟଟି ଭଲ ଲାଗିଥାଏ । ତେବେ ଆମ ସହ ଯୋଡି ହୋଇ ନୂଆ ନୂଆ ପୋଷ୍ଟ ପଢିବା ପାଇଁ ଆମ ପେଜକୁ ଲାଇକ୍,କମେଣ୍ଟ ଓ ଶେୟାର କରନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *