Ajira Anuchinta- ଝିଅଙ୍କ କେଉଁ ଅଙ୍ଗର କଳାଜାଇ ଦେଇଥାଏ କେଉଁ ସଙ୍କେତ ?

ନମସ୍କାର ବନ୍ଧୁଗଣ । ସୂଚନା ଅନୁସାରେ ଜୀବନର ପ୍ରତ୍ଯେକଟି ମୂହୁର୍ତ୍ତରେ ଆମେ କିଛି ନା କିଛି ଜାଣିବାକୁ ପାଇଥାଉ । ପ୍ରତ୍ଯେକଟି କଥାର ଗୁରୁତ୍ଵ ମଧ୍ୟ ବହୁତ ଅଧିକ ରହିଥାଏ । ତେବେ ଚାଲନ୍ତୁ ସେହିପରି କିଛି କଥାର ଆଲୋଚନା କରିବା । ଯେଉଁ ମହିଳାଙ୍କର ଆଖି ପାରା ସ୍ଵଭାବର ହୋଇଥାନ୍ତି । ସେମାନେ ଭାରି କପଟୀ ସ୍ଵଭାବର ହୋଇଥାନ୍ତି । ଯେଉଁ ମହିଳାଙ୍କର ନାକ ଟିକେ ଚେପେଟା ହୋଇଥାଏ ।

ସେମାନେ ବୁଦ୍ଧିମତୀ ଓ ଗୁଣବତୀ ସ୍ଵଭାବର ହୋଇଥାଏ । ଯେଉଁ ମହିଳା ମାନେ ଧୀର ସୁସ୍ଥେ ଭାବରେ ଚାଲିଥାନ୍ତି । ସେମାନେ ଷୌଭାଗ୍ୟବତୀ ହୋଇଥାନ୍ତି । ଯେଉଁ ମହିଳାଙ୍କର ଆଖି ଟେରୀ ହୋଇଥାଏ । ସେମାନେ ଦୁନିଆରେ ବହୁତ କିଛି ପାଇବାର ଆଶା ରଖିନଥାନ୍ତି ।

ଯେଉଁ ମହିଳାଙ୍କର ଆଖି ବିରାଡି ସଦୃଶ ହୋଇଥାଏ । ସେମାନେ ହତଭାଗିନୀ ସ୍ଵଭାବର ହୋଇଥାନ୍ତି । ଯେଉଁ ମହିଳାଙ୍କର ମୁଖ ମଣ୍ଡଳ ଗଗୋଲାକର ହୋଇଥାଏ । ସେମାନେ ଜୀବନରେ ଧନବାନ ହୋଇଥାନ୍ତି । ଯେଉଁ ମହିଳା ମାନେ ମୁଖରେ ଜମାରୁ ହସ ନଥାଏ । ସେମାନେ ଜୀବନରେ ସବୁବେଳେ ଦୁଃଖ ଓ କଷ୍ଟରେ ରହିଥାନ୍ତି ।

ଯେଉଁ ମହିଳାର ବାମ ସ୍ତନରେ ବାମ କଣ୍ଠରେ, ବାମ କରରେ, ବାମ କର୍ଣ୍ଣରେ ତିଳ ଚିହ୍ନ ବା ଭାତୁଡି ରହିଥାଏ । ସେହି ମହିଳା ମାନେ ବହୁତ ଷୌଭାଗ୍ୟବତୀ ହୋଇଥାନ୍ତି । ଏହି ମହିଳା ମାନେ ଯେଉଁ ଘରକୁ ବୋହୁ ହୋଇଯାଇଥାନ୍ତି । ସେମାନେ ସେହି ଘରର ବହୁ ବିଦ୍ଧ ଉନ୍ନତି କରିଥାନ୍ତି ଯେଉଁ ମହିଳାଙ୍କର ସ୍ତନ ବଡ ହୋଇଥାଏ । ସେମାନେ ସର୍ବଦା ଶୁଖିନୀ ହୋଇଥାନ୍ତି ।

ଯେଉଁ ମହିଳାଙ୍କର କଟି ସରୁ ଓ ସ୍ତନ ସରୁ ସେହି ମହିଳା ମାନେ ଖରାପ ଚରିତ୍ରର ପ୍ରାୟ ହୋଇଥାନ୍ତି । ଯେଉଁ ମହିଳାଙ୍କର ପେଟ ସର୍ପ ପରି ହୋଇଥାଏ । ସେମାନେ ବହୁତ ଭୋଜନ ପ୍ରେମୀ ହୋଇଥାନ୍ତି । ଯେଉଁ ମହିଳାଙ୍କର ଦାନ୍ତ ବଡ ବଡ ହୋଇଥାଏ । ସେମାନେ ବହୁତ ରାଗୀ ସ୍ଵଭାବର ହୋଇଥାନ୍ତି । ଯେଉଁ ମହିଳାଙ୍କର ଲାଲ ପଦ୍ମ ପରି ଦେଖାଯାଇଥାଏ । ସେମାନେ ଜୀବନରେ ବହୁତ ସୁଖ ସମୃଦ୍ଧି ଅର୍ଜନ କରିଥାନ୍ତି ।

ଯେଉଁ ମହିଳାଙ୍କର ଆଖି କୋଇଲି ପରି ଦେଖାଯାଇଥାଏ । ସେମାନେ ବହୁତ ବୁଦ୍ଧିମତୀ ହୋଇଥାନ୍ତି । ଯେଉଁ ମହିଳା ମାନଙ୍କର ମୁଖମଣ୍ଡଳ ଅତି ସରୁ ବା ଗୋଜିଆ ହୋଇଥାଏ । ସେମାନେ ବହୁତ ଜିଦିଖୋର ସ୍ଵଭାବର ହୋଇଥାନ୍ତି । ଯେଉଁ ମହିଳାଙ୍କ ନାକ ଅଗ୍ର ଭାଗରେ କଳାଜାଇ ରହିଥାଏ । ସେହି ମହିଳା ମାନେ ଷୌଭାଗ୍ୟବତୀ ହୋଇଥାନ୍ତି ।

ଯେଉଁ ମହିଳାଙ୍କର କପାଳରେ କଳାଜାଇ ରହିଥାଏ । ସେହି ମହିଳା ମାନେ ଧନବାନ ଓ କୀର୍ତ୍ତିବାନ ହୋଇଥାନ୍ତି । ଯଦି ଏହି ପୋଷ୍ଟଟି ଭଲ ଲାଗିଥାଏ । ତେବେ ଆମ ପେଝ୍କୁ ଲାଇକ୍, କମେଣ୍ଟ ଓ ଶେୟାର କରନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *