Health Tips- ଯାଦୁ, କାଛୁ, କୁଣ୍ଡିଆ କେତେ ବି ପୁରୁଣା ହେଉ ନା କାହିଁକି, ମାତ୍ର 2 ଦିନରେ ଭଲ ହେଇଯିବେ, କରନ୍ତୁ ଏହି ରାମବାଣ ଦେଶୀ ଉପଚାର !

ବନ୍ଧୁଗଣ ବିଭିନ୍ନ କାରଣ ଯୋଗୁ ଆମ ସ୍କିନରେ ଇନଫେକସନ ହୋଇଯାଏ । ଖାସ କରି ଶୀତଦିନରେ ଲୋକଙ୍କୁ ସ୍କିନ ବା ଫଙ୍ଗଲ ଇନଫେକସନ ହୋଇଥାଏ । ଅନେକ ଲୋକଙ୍କୁ ଆଲର୍ଜି ଥିବା କାରଣରୁ ସ୍କିନ ସମସ୍ଯା ଭୋଗିବାକୁ ପଡିଥାଏ । ଯଦି ଆପଣଙ୍କୁ ସ୍କିନ ଇନଫେକସନ ଅଛି । ତେବେ ଆଜି ଆମେ ଆପଣଙ୍କୁ ଏମିତି ଏକ ସହଜ ରେମେଡି ବିଷୟରେ କହିବାକୁ ଯାଉଛୁ ଯାହାର ପ୍ରୟୋଗ କରିବାର ପ୍ରଥମ ଦିନରୁ ଆପଣଙ୍କୁ ରେଜଲ୍ଟ ମିଳିବ ଆରମ୍ଭ ହୋଇଯିବ ।

ଏହି ରେମେଡି କୁ ତିଆରି କରିବା ବହୁତ ସହଜ ଅଟେ । ଘରେ ମିଳୁଥିବା ସମଗ୍ରୀରୁ ଆପଣ ରେମେଡି ତିଆରି କରିପାରିବେ । ଆସନ୍ତୁ ଜାଣିବା କେମିତି ତିଆରି କରିବା ଏହି ରେମେଡି । ଏହି ରେମେଡି ତିଆରି କରିବା ପାଇଁ ଆପଣଙ୍କୁ ଆବଶ୍ୟକ ହେବ କଞ୍ଚା କଦଳୀ ଯାହା ଆପଣଙ୍କୁ ସହଜରେ ମିଳିଯିବ । ଏଥିପାଇଁ ଆପଣଙ୍କୁ ଫାଳେ କଞ୍ଚା କଦଳୀ ନେବାକୁ ହେବ । ଏହା ଚମତ୍କାରୀ ହବେ ସ୍ଵାସ୍ଥ୍ୟକୁ ଫାଇଦା ପହଞ୍ଚାଇ ଥାଏ । ଏହା ଅନେକ ପ୍ରକାରର ଭିଟାମିନ୍ସ, ମିନେରାଲ୍ସ ଦେଇଥାଏ ଯାହା ଆମ ସ୍ୱାସ୍ଥ୍ୟ ପାଇଁ ବହୁତ ଲାଭଦାୟକ ଅଟେ ।

ସ୍କିନ ସମସ୍ଯା ପାଇଁ ଏହାର ପ୍ରୟୋଗ ବହୁ ପୁରାତନ କାଳରୁ ହୋଇ ଆସୁଛି । ଆୟୁର୍ବେଦିକ ରେ ଏହା ଏକ ଚମତ୍କାରୀ ଔଷଧ ଭାବେ ମାନାଯାଏ । ଫାଲେ କଞ୍ଚା କଦଳୀ ନେଇ ଏହାର ଚୋପା କାଢି ଦିଅନ୍ତୁ । ଏହା ପରେ ଏହାର ପେଷ୍ଟ ପ୍ରସ୍ତୁତ କରନ୍ତୁ । ଧ୍ୟାନ ରଖିବେ ଏଥିରେ ପାଣିର ପ୍ରୟୋଗ କରିବେ ନାହି । ବୀନା ପାଣିରେ ଏହାର ପେଷ୍ଟ ରେଡି କରନ୍ତୁ ।

ବସା ଦହି ଏଥିରେ 2ରୁ 3 ଚାମଚ ମିଶାନ୍ତୁ । ଏହା ପରେ ଏଥିରେ ହଳଦୀ ପକାନ୍ତୁ । ହଳଦୀ ସ୍କିନ ଇନଫେକସନ ସମସ୍ୟାକୁ ଦୂର କରିବା ପାଇଁ ବହୁତ ଚମତ୍କାରୀ ଅଟେ । ଏହାର ପ୍ରୟୋଗ ବହୁ ପୁରାତନ କାଳରୁ ହୋଇ ଆସୁଛି । ଏବେ ଏହି 3ଟି ସାମଗ୍ରୀ କୁ ଭଲ ଭାବେ ମିକ୍ସ କରନ୍ତୁ । ଆପଣଙ୍କର ଯାଦୁ, କାଛୁ, କୁଣ୍ଡିଆଣ ଭଳି ସମସ୍ଯା ଯେତେ ବି ପୁରୁଣା ହୋଇଥାଉ ନା କାହିଁକି ଏହି ରେମଡି ର ପ୍ରୟୋଗ ପ୍ରଥମ ଦିନରୁ ଆପଣଙ୍କୁ ଦେଖିବାକୁ ମିଳିବ ।

ଆଜିର ଏହି ରେମଡି ବହୁତ ପରିଖିତ ଓ ଘରୋଇ ଉପଚାର ଅଟେ । ଏହା ବହୁତ ପୁରାତାନ କାଳ ରୁ ପ୍ରୟୋଗ ହୋଇ ଆସୁଛି । ଏବେ ଭଲ ଭାବେ ମିଶ୍ରଣ କରି ଭଲ ଭାବେ ପେଷ୍ଟ ତିଆରି କରନ୍ତୁ । ଏହାର ପ୍ରୟୋଗ କରିବା ପୂର୍ବରୁ ଆପଣ ଇନ୍ସକେସନ ହୋଇଥିବା ଜାଗାକୁ ଗରମ ପାଣିରେ ଭଲ ଭାବେ ସଫା କରନ୍ତୁ ।

ଏହା ପରେ ପୋଛି ଦିଅନ୍ତୁ ଓ ଲେମ୍ବୁ ନେଇ ଆଉ ଠାରେ ଇନଫେକସନ ହୋଇଥିବା ଜାଗାକୁ ସଫା କରନ୍ତୁ । ତା ପରେ ପାଣିରେ ଧୋଇ ଦିଅନ୍ତୁ । ତା ପରେ ଏହି ରେମେଡି କୁ ସେହି ଜାଗାରେ ଲଗାନ୍ତୁ । ଦିନକୁ 3ରୁ 4ଥର ସ୍କିନରେ ଲଗାଇଲେ ସ୍କିନ ଜନିତ ସମସ୍ଯା ବି ଦୂର ହୋଇଥାଏ ।

ବନ୍ଧୁଗଣ ଆପଣ ମାନଙ୍କୁ ଆମ ପୋଷ୍ଟଟି ଭଲ ଲାଗିଥିଲେ ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *