ଯଦି କିଏ ବାରମ୍ବାର ଆପଣଙ୍କୁ ଦୁଃଖ, କଷ୍ଟ ଦେଉଛି ଅପମାନ କରୁଛି ତା”ହେଲେ କଣ କରିବେ ଜାଣନ୍ତୁ- Krishna Vani

ନମସ୍କାର ବନ୍ଧୁଗଣ ଦୁନିଆ ରେ କିଛି ଲୋକ ଏଭଳି ଥାଆନ୍ତି ଯେଉଁମାନେ ଅନ୍ୟ ର ଖରାପ ଭାବି ଅନ୍ୟ କୁ କଷ୍ଟ ଦେଇ ଏବଂ ଅ-ପ-ମା-ନ ଦେଇ ବହୁତ ଖୁସି ହୋଇଥାନ୍ତି । ଏବଂ ଏହା ସେ ବାରମ୍ବାର କରୁଥାଏ ।

ଯଦି ଆପଣ ଙ୍କ ସହିତ ମଧ୍ୟ କିଏ ଏହି ଭଳି କାମ କରୁଛି ତେବେ ଆପଣ କଣ କରିବା ଉଚିତ ଆସନ୍ତୁ ସେ ବିଷୟରେ ଆଲୋଚନା କରି ନେବା । ଏହି ବିଷୟରେ ନିଜେ ଭଗବାନ ଶ୍ରୀକୃଷ୍ଣ କହିଛନ୍ତି । ମହାଭାରତ ରେ ଶ୍ରୀକୃଷ୍ଣ ଏବଂ ଶିଶୁପାଳ ପ୍ରସଙ୍ଗ ପ୍ରସିଦ୍ଧ ଅଟେ । ସେହି ପ୍ରସଙ୍ଗ ରୁ ଆମେ ଶିଖି ପାରିବା କି ଯଦି ଆମର କେହି ଅ-ପ-ମା-ନ କରୁଛି ତେବେ ଆମେ ତାହା ସହିତ କିପରି ବ୍ୟବହାର କରିବା ଉଚିତ ।

ମହାଭାରତ ରେ ଶିଶୁପାଳ ଶ୍ରୀକୃଷ୍ଣ ଙ୍କର ପିଇସୀ ପୁଅ ଭାଇ । ଏବଂ ଶ୍ରୀ କୃଷ୍ଣ ଶିଶୁପାଳ ଙ୍କ ମାତା ଙ୍କୁ ଵଚନ ଦେଇଥିଲେ କି ସେ ଶିଶୁପାଳ ଙ୍କର ଶହେ ଭୁଲ କୁ ସେ କ୍ଷମା କରିବେ । କିନ୍ତୁ ଯେଉଁ ଦିନ ଶହେ ଭୁଲ ପୁରା ହୋଇଯିବ ସେଦିନ ତାକୁ ଉଚିତ ଦଣ୍ଡ ମଧ୍ୟ ଦେବେ ।

ମହାଭାରତ ରେ ରୁକ୍ମଣୀ ଙ୍କ ମାତା ପିତା ଚାହୁଁଥିଲେ କି ତାଙ୍କ ଝିଅ ର ବାହାଘର ଶ୍ରୀକୃଷ୍ଣ ଙ୍କ ସହ ହେଉ କିନ୍ତୁ ରୁକ୍ମଣୀ ଙ୍କ ବଡ଼ ଭାଇ ଶିଶୁପାଳ ଙ୍କ ସହ ବିବାହ ଦେବାକୁ ଚାହୁଁଥିଲେ । କିନ୍ତୁ ଶ୍ରୀକୃଷ୍ଣ ଏହାର ବିରୁଦ୍ଧରେ ନିଜ ପ୍ରେମିକା ରୁକ୍ମଣୀ ଙ୍କୁ ବିବାହ କରି ନେଲେ । ଏବଂ ଏହାକୁ ଶିଶୁପାଳ ନିଜର ଅ-ପ-ମା-ନ ଭାବି ନେଲେ । ଏବଂ ଶ୍ରୀକୃଷ୍ଣ ଙ୍କୁ ନିଜର ଶତ୍ରୁ ବୋଲି ମଧ୍ୟ ଭାବିନେଲେ ।

ଯେବେ ଯୁଧିଷ୍ଠିର ସୂର୍ଯ୍ୟ ଯଜ୍ଞ ର ବ୍ୟବସ୍ଥା କରିଥିଲେ ସେଥିରେ ସବୁ ରାଜା ମାନେ ଆସିଥିଲେ ଏବଂ ଶିଶୁପାଳ ମଧ୍ୟ ଆସିଥିଲେ । ଏବଂ କୃଷ୍ଣ ଙ୍କୁ ପୂଜା କରୁଥିବାର ଦେଖି କ୍ରୋଧ ରେ ଶ୍ରୀ କୃଷ୍ଣ ଙ୍କୁ ଅପଶବ୍ଦ କହିବା ଆରମ୍ଭ କରିନେଲେ । ଏବଂ ଶ୍ରୀକୃଷ୍ଣ ତାଙ୍କ ବୁଝାଇଲେ ଏବଂ ଅପଶବ୍ଦ କହିବାକୁ ମନା କଲେ କିନ୍ତୁ ସେ ଶୁଣିଲେ ନାହିଁ ଏବଂ ନିଜର ଶହେ ଭୁଲ କରିଦେଲେ ଏବଂ ସୁଦର୍ଶନ ଚକ୍ର ରେ ତାର ଵଧ କରିଥିଲେ । ଏଥିରୁ ଜଣା ପଡୁଚିକି ଆପଣ ଙ୍କୁ ଯଦି କେହି ଅ-ପ-ମା-ନ ଦେଉଛି ତେବେ ଆପଣ ତାକୁ ବୁଝାନ୍ତୁ ଯଦି ନ ବୁଝେ ଉଚିତ ଦଣ୍ଡ ଦିଅନ୍ତୁ ।

ବନ୍ଧୁଗଣ ଆମେ ଆଶା କରୁଛୁ କି ଆପଣଙ୍କୁ ଏହି ଖବର ଭଲ ଲାଗିଥିବ । ତେବେ ଏହାକୁ ନିଜ ବନ୍ଧୁ ପରିଜନ ଙ୍କ ସହ ସେୟାର୍ ନିଶ୍ଚୟ କରନ୍ତୁ । ଏଭଳି ଅଧିକ ପୋଷ୍ଟ ପାଇଁ ଆମ ପେଜ୍ କୁ ଲାଇକ ଏବଂ ଫଲୋ କରନ୍ତୁ ଧନ୍ୟବାଦ ।

Leave a Reply

Your email address will not be published. Required fields are marked *