Astrology- ‘S’ ନାମ ଥିବା (କୁମ୍ଭ ବ୍ୟକ୍ତି) ଙ୍କ ଜୀବନର ଗୂଢ ରହସ୍ୟ ! ଶିକ୍ଷା, କ୍ଯାରିୟର, ପ୍ରେମ ଓ ବିବାହ ଜାଣନ୍ତୁ ସବୁ କିଛି…

ନମସ୍କାର ବନ୍ଧୁଗଣ , ମୁ ଆଜି ଆପଣମାନଙ୍କୁ ସ ନାମର ବିଶେଷତ୍ୟ ବିଷୟରେ କିଛି ଆଲୋଚନା କରିବା ଆଉ କିଛି ସତ୍ୟ ବିଷୟ ଜାଣିବା । ଏହି ଦୁନିଆରେ ରହୁଥିବା ଜୀବଜନ୍ତୁ , ପଶୁ ପକ୍ଷୀର କିଛି ନା କିଛି  ନାମ ରଖାଯାଇଛି । ଏହି ନାମ ଦ୍ଵାରା ହିଁ ପରିଚୟ ମିଳିଥାଏ ଓ ପ୍ରତେକ ନାମ ରେ କିଛି ନା କିଛି ପ୍ରଭାବ ରାହିଥାଏ । ତେବେ ଆସନ୍ତୁ ଜାଣିବା ସ ନାମର ବ୍ୟକ୍ତି ବିଶେଷଙ୍କ ବିଷୟରେ ।

ସ ନାମ ରେ ପ୍ରାରମ୍ଭ ହୋଇଥିବା  ଅଧିକରୁ ଅଧିକାଂଶ ବ୍ୟକ୍ତିକ ରାଶି ଚକ୍ର ଅନୁସାରେ କୁମ୍ଭ ରାଶିର ହୋଇଥାନ୍ତି । ସ ନାମଙ୍କ ବ୍ୟକ୍ତିର ସ୍ଵଭାବ ହେଉଛି । ଯେ ପରି ସିଂହ ଜାମ୍ପ ମାରିବା ପୂର୍ବରୁ ଗୋଟିଏ ପାଦ ପଛକୁ ଯାଇଥାଏ । ଠିକ୍ ସେହି ପରି ଯଦି ଜୀବନ ଆପଣଙ୍କୁ ପଛକୁ ଟାଣି ଥାଏ , ତେବେ ଆପଣ ଅଧିକ ଶକ୍ତି ଶାଳୀ ହୋଇ ଆଉ ଏକ ପାଦ ଆଗକୁ ବଡେଇଥାନ୍ତି । ଆପଣମାନେ ଏହା ତ ଜାଣିଥାନ୍ତି କି ବୁଦ୍ଧିମାନ ଲୋକ ବିପଦ ସମୟରେ ସମାଧାନ ର ମାର୍ଗ ଖୋଜିଥାଆନ୍ତି । 

କିନ୍ତୁ ଦୁବଳ ସ୍ଵଭାବ ବ୍ୟକ୍ତି ଲୁଚିବାକୁ ସ୍ଥାନ ଖୋଜିଥାଆନ୍ତି ।  କିନ୍ତୁ ସ ସ୍ଵଭାବ ବ୍ୟକ୍ତି କଠିନ  ସମୟରେ ରାସ୍ତା ଖୋଜିବା ବଦଳରେ ନୂଆ ମାର୍ଗ ତିଆରି କରିଥାନ୍ତି । ଏମାନଙ୍କୁ କାହାର ସହାନୁଭୂତିର ଦରକାର ହୋଇନଥାଏ । ସ ନାମ ଥିବା ବ୍ୟକ୍ତି ସିଂହ ସମାନ ହୋଇଥାନ୍ତି , ସିଂହ ଯେପରି ଗର୍ଜନ କରିଥାଏ ଏମାନେ ମଧ୍ୟ କାହା ସହ ଲାଗନ୍ତି ନାହିଁ । କିନ୍ତୁ ଯଦି କେହି ଏମାନଙ୍କ ସହ ଲାଗନ୍ତି ତେବେ ଏମାନେ ସିଂହ ସମ୍ମାନ ତାଙ୍କ ଉପରେ ପଡିଥାନ୍ତି । ସ ନାମ ଥିବା ବ୍ୟକ୍ତି ନିଜର ପରିଚୟ ନିଜ ସୃଷ୍ଟି କରିଥାନ୍ତି ।

ଏମାନେ ନିଜର ଛବିକୁ ଏମିତି ପ୍ରସ୍ତୁତ କରିଥାନ୍ତି ସେମାନେ ଯେଉଁ ସ୍ଥାନରେ ଯାଇଥାନ୍ତି ସେଇଠି ଏମିତି ଚାପ ପକାଇଥାନ୍ତି ଯେ ସମସ୍ତେ ସେମାନଙ୍କୁ ମାନେ ରଖି ଥାନ୍ତି । ଏମିତିରେ ଏହି ଦୁନିଆରେ ବହୁତ ବ୍ୟକ୍ତି ଜନ୍ମ ନିଅନ୍ତି ଓ ମରିଯାଇଥାନ୍ତି । କିନ୍ତୁ ସ ନାମ ଙ୍କ ବ୍ୟକ୍ତି ନିଜର ଏକ ଏପରି ପରିଚୟ , ବ୍ୟକ୍ତିତ୍ବ ,ଖ୍ୟାତି ଅର୍ଜନ କରନ୍ତି । ଯାହାକୁ ଦୁନିଆ ମନେ ରଖି ଥାଏ । ଏହା ହେଉଛି ଏମାନଙ୍କ ର ପ୍ରିୟ ରୁଚି ।

ଏମାନେ ଏମିତି କିଛି କାମ କରିଥାନ୍ତି କି ଦୁନିଆରେ ଯେଉ ସ୍ଥାନ ରେ ହେଉ କେବଳ ଏମାନଙ୍କ ଚର୍ଚା ହୋଇଥାଏ ଆପଣମାନେ ଦେଖିପାରିବେ ବହୁତ ବଡ ବଡ ଅଭିନୟ କରୁଥିବା ବ୍ୟକ୍ତିକ ନାମ ମଧ୍ୟ ସ ନାମ ଦ୍ଵାରା ଆରମ୍ଭ ହୋଇଥାଏ ଉଦାହରଣ ସ୍ୱରୂପ ଶାରୁକ୍ ଖାନ , ସଲମାନ ଖାନ୍ ଶିଳ୍ପା ଶେଟ୍ଟୀ ଭଳି ବହୁତ ଅଭିନେତ୍ରୀ ମାନଙ୍କ ନାମ ସ ଦ୍ଵାରା ଆରମ୍ଭ ହୋଇଥାଏ । ଏମାନେ ଏ ଦୁନିଆରେ ବହୁତ ନାମ , ଖ୍ୟାତି , ଧନ ଅର୍ଜନ କରିଛନ୍ତି ।  କେତେକ   ବ୍ୟକ୍ତି ଶୋଇକି ସ୍ଵପ୍ନ ଦେଖିଥାନ୍ତି ।

କିନ୍ତୁ ସ ନାମକ ବ୍ୟକ୍ତିକ ସ୍ଵପ୍ନ ସେ ମାନଙ୍କୁ ନିଦ ଆସିବାକୁ ଦେଇନଥାଏ ନିରନ୍ତର ଚେଷ୍ଟା କରି ନିଜ ସ୍ଵପ୍ନ କୁ ସାକାର କରିଥାନ୍ତି । ଏମାନଙ୍କ ସଫଳତା ଦ୍ଵାରା ହିଁ ଲୋକ  ସେମାନଙ୍କୁ ଜାଣିଥାନ୍ତି । ଯେପରି କୋଇଲାରୁ ହୀରା ମିଳିଥାଏ ଠିକ ସେହି ପରି ଇଂରାଜୀ  ୨୪ ଅକ୍ଷର ରୁ ଏହି ସ ନାମ ବ୍ୟକ୍ତି ହୋଇଥାନ୍ତି । ଏମାନେ ସ୍ଵାଧୀନ ପ୍ରିୟ , ନୂତନ ଧାରଣ ଚିନ୍ତାଧାରା ବ୍ୟକ୍ତି ହୋଇଥାନ୍ତି । ଅନେକ ସଫଳତା , ଖ୍ୟାତି ଓ ନାମ କୁ ଜୀବନରେ ଲାଭ କରିଥାନ୍ତି । ଏଭଳି ପୋଷ୍ଟ ପାଇଁ ଆମ ପେଜ କୁ ଲାଇକ ଶେୟାର ଆଉ କମେଣ୍ଟ କରନ୍ତୁ ।  

Leave a Reply

Your email address will not be published. Required fields are marked *